Odisha Link
Bridging the Missing Links in Odisha
Browsing Tag

BSF

ବିଏସ୍ଏଫ୍‌ ଡିଆଇଜିଙ୍କ ଦମ୍ଭୋକ୍ତି:…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ମଧ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ ଉପରେ ଗୁରୁତ୍ୱ ଦେଲେ…

ବିଏସଏଫରେ ଅଗ୍ନିବୀରଙ୍କ ପାଇଁ ନୂତନ…

ଓଏଲ୍‌ ବ୍ୟୁରୋ : ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ନୂତନ ସୁଯୋଗ ଘୋଷଣା କରାଯାଇଛି। ବିଏସଏଫରେ ଭର୍ତ୍ତି ହେବା ପାଇଁ ଅଗ୍ନିବୀରଙ୍କୁ ସୁଯୋଗ ମିଳିବା ସହ ବର୍ଡର ସିକ୍ୟୁରିଟି ଫୋର୍ସରେ ସାମିଲ ହେବା ପାଇଁ ଅଗ୍ନିବୀରଙ୍କ କ୍ଷେତ୍ରରେ କୋହଳ କରାଯିବ ବୟସ ସୀମା। କେନ୍ଦ୍ର ସରକାର ଭାରତୀୟ ସେନାର…

ଭାରତ ଆକାଶରେ ପୁଣି ଥରେ ପାକିସ୍ତାନୀ…

ଓଏଲ୍‌ ବ୍ୟୁରୋ : ପୁଣି ଭାରତ ଆକାଶରେ ଦେଖିବାକୁ ମିଳିଲା ପାକସ୍ତାନୀ ଡ୍ରୋନ୍। ଭାରତ ଆକାଶରେ ଉଡୁଥିବା ପାକସ୍ତାନୀ ଡ୍ରୋନ୍ ଗୁଳି କରି ଖସାଇଲେ ବିଏସଏଫ ଯବାନ। ତେବେ ଏହି ପାକସ୍ତାନୀ ଡ୍ରୋନ୍ ପଞ୍ଜାବର ଅମ୍ରିତସରରେ ଏହି ଦେଖିବାକୁ ମିଳିଥିବା ଜଣା ପଡିଛି। ବାରମ୍ବାର ଭାରତ ସୀମା ଭିତରେ ପାକସ୍ତାନୀ ଡ୍ରୋନ…

ଭାରତରେ ଉଡିଲା ପାକିସ୍ତାନୀ ଡ୍ରୋନ୍

ଓଏଲ୍ ବ୍ୟୁରୋ : ପୁଣିଥରେ ଭାରତରେ ପାକିସ୍ତାନୀ ଡ୍ରୋନ୍। ଭାରତ ଆକାଶରେ ଡ୍ରୋନ୍ ଉଡିବା ସମୟରେ ସୀମା ସୁରକ୍ଷା ବଳ ଦ୍ୱାରା ଗୁଳି କରି ଡ୍ରୋନ୍ ହଟାଯାଇଥିବା ସୂଚନା। ଭାରତର ପଞ୍ଜାବ ଗୁରୁଦାସପୁରରେ ୨ଟି ପାକିସ୍ତାନୀ ଡ୍ରୋନ୍ ଉଡିଥିବା ଦେଖିବାକୁ ମିଳିଥିଲା। ଚନ୍ଦୁ ୱାଡ଼େଲା ଓ କୋସୱାଲ ପୋଷ୍ଟରେ ୨ଟି…

ଆନ୍ଧ୍ର-ଓଡ଼ିଶା ସୀମାରୁ ଟିଫିନ୍ ବୋମା…

ମାଲକାନଗିରି: ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରୁ ଟିଫିନ୍ ବୋମା ଜବତ। ବିଏସଏଫ ଏବଂ ଓଡ଼ିଶା ପୋଲିସ ମିଳିତ ଉଦ୍ୟମରେ ଏକ ବଡ ଧରଣ ବିସ୍ଫୋରଣକୁ ରୋକାଯାଇଛି। ସର୍ଚ୍ଚ ଅପେରସନ୍ ବେଳେ ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଜୀବନ୍ତ ଟିଫିନ୍ ବେମା ଉଦ୍ଧାର କରାଯାଇଛି।…

ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବିଏସଏଫ୍…

କୋରାପୁଟ : ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବିଏସଏଫ୍ ଯବାନ। ଆଜି କମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ। ପ୍ରକାଶ ଯେ, କୋରାପୁଟ ଜିଲ୍ଲାର ନାରାୟଣପାଟଣାରୁ ଏହି ବିସ୍ଫୋରକ ଜବତ କରାଯାଇଛି। ଯବାନମାନେ ୬୦ଟି ଜିଲେଟିନ୍, ୫୦ଟି ଇଲେକ୍ଟ୍ରି ଡିଟୋନେଟର, ୩୦ ଆଇରନ…

ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ବିଏସଏଫ

ମାଲକାନଗିରି: ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ବିଏସଏଫ। ଚିତ୍ରକୋଣ୍ଡା ସ୍ଵଭିମାନ ଅଞ୍ଚଳର ହାନ୍ତାଳଗୁଡା ନବମ ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା। ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଏକ ବ୍ୟାଗ…

ବିସ୍ଫୋରକ ସମେତ ମାଓ ସାମଗ୍ରୀ ଜବତ

ମାଲକାନଗିରି: ଜବାନଙ୍କ ଅପରେସନ୍ ବେଳେ ଧରାପଡ଼ିଲା ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରକ ଡମ୍ପିଙ୍ଗ୍ ୟାଡ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ପିପଲପଦର ଜଙ୍ଗଲରୁ ଏହି ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ବିଏସଏଫ ଯବାନ। ମାଓବାଦୀ ଜଙ୍ଗଲ ମଧ୍ୟରେ ଏକ ବିରାଟ ଗାତ କରି ଏକ ଡ୍ରମରେ ବିସ୍ଫୋରକ…

ପ୍ଲାଜମା ଦେଲେ ଓଡ଼ିଆ‌ ଯବାନ, ପ୍ରଶଂସା…

ଜଗତସିଂହପୁର: କରୋନା ସଂକ୍ରମଣ ଅଣାୟତ୍ତ। ଏପରିକି କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ କୌଣସି ଟିକା ବାହାରି ନାହିଁ। ଏଭଳି କ୍ଷେତ୍ରରେ ପ୍ଲାଜମା ଚିକିତ୍ସା ବରଦାନ ସଦୃଶ୍ୟ ସାବ୍ୟସ୍ତ ହୋଇଛି। ପ୍ଲାଜମା ଚିକିତ୍ସାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ରାଜ୍ୟର ୬ଟି ଜାଗାରେ ପ୍ଲାଜମା ବ୍ୟାଙ୍କ ଖୋଲିଛନ୍ତି।…

ସେନାରେ କରୋନା: କ୍ବାରାଣ୍ଟିନ୍‌ରେ ୫୦…

ଗ୍ବାଲିଅର୍: ସେନାବାହିନୀରେ କରୋନା ରୋଗୀ ଠାବ ହୋଇଛି। ଜଣେ ବ୍ୟକ୍ତିଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ଦେଖାଦେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୫୦ ଜଣ ବର୍ଡସ ସିକ୍ୟୁରିଟି ଫୋର୍ସ ଯବାନଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି। ମଧ୍ୟପ୍ରଦେଶ ଗ୍ବାଲିଅର୍‌ ଜିଲ୍ଲା ଟେକାନପୁର ଠାରେ ଥିବା ବିଏସ୍‌ଏଫ୍‌…