Odisha Link
Bridging the Missing Links in Odisha
Browsing Tag

Budget 2021-2022

ଆଜି ଉପସ୍ଥାପିତ ହେବ ରାଜ୍ୟ ବଜେଟ୍

ଭୁବନେଶ୍ବର: ଆଜି ରାଜ୍ୟ ବଜେଟ୍। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଧାନ କିଣା ପ୍ରସଙ୍ଗରେ ୨ ଘଣ୍ଟିଆ ଆଲୋଚନା ପରେ ଅପରାହ୍ନ ଅଧିବେଶନରେ ବଜେଟ୍ ଉପସ୍ଥାପନ ହୋଇପାରେ ସୂଚନା ମିଳିଛି। ଅନ୍ୟପକ୍ଷରେ ଶନିବାର ଅର୍ଥନୈତିକ ସର୍ଭେ…

ବଜେଟ ୨୦୨୧-୨୨: ୭୫ ବର୍ଷରୁ ଅଧିକ ବୟସ୍କ…

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଚାଲିଛି ବଜେଟ ଉପସ୍ଥାପନା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୫ ବର୍ଷରୁ ଅଧିକ ବୟସର ପେନସନଭୋଗୀମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଯେଉଁ ୭୫ ବର୍ଷରୁ ଅଧିକ ବୟସ୍କମାନଙ୍କର କେବଳ ପେନସନ୍ ଏବଂ ସୁଧ ଆୟ ଅଛି,…

ବଜେଟ ୨୦୨୧-୨୨: UPDATE

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଆଜି ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ବଜେଟ ନିଶ୍ଚିତ ଭାବେ ସ୍ୱତନ୍ତ୍ର। କାରଣ ପ୍ରଥମ ଥର ପାଇଁ ବଜେଟ ଦସ୍ତାବିଜ ଛପାହୋଇନାହିଁ। ଏହା ସମ୍ପୂର୍ଣ୍ଣ ପେପର୍‌ଲେସ ଅର୍ଥାତ୍‌ ଇ-ବଜେଟ। ଜାଣନ୍ତୁ ଏଯାବତ କ’ଣ ଘୋଷଣା…

ବଜେଟ ୨୦୨୧: ଏଥର ବି ନୂଆ ରେକର୍ଡ କଲେ…

ନୂଆଦିଲ୍ଲୀ: ଭାଙ୍ଗିଲା ଦୀର୍ଘବର୍ଷର ପରମ୍ପରା। ସଂସଦରେ ଉପସ୍ଥାପନ ହେଲା ପେପର୍‌ଲେସ୍‌ ବଜେଟ। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ପେପର୍‌ଲେସ୍‌ ବଜେଟ୍‌ ଉପସ୍ଥାପନ କରି ନିଜ ନାମରେ ଆଉ ଏକ ନୂଆ ରେକର୍ଡ ଯୋଡ଼ିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ…

ଭାଙ୍ଗିଲା ଦୀର୍ଘବର୍ଷର ପରମ୍ପରା, ସଂସଦରେ…

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଆଜି ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ବଜେଟ ନିଶ୍ଚିତ ଭାବେ ସ୍ୱତନ୍ତ୍ର। କାରଣ ପ୍ରଥମ ଥର ପାଇଁ ବଜେଟ ଦସ୍ତାବିଜ ଛପାହୋଇନାହିଁ। ଏହା ସମ୍ପୂର୍ଣ୍ଣ ପେପର୍‌ଲେସ ଅର୍ଥାତ୍‌ ଇ-ବଜେଟ। ସାଧାରଣତଃ ବଜେଟ ପ୍ରସ୍ତୁତି…

ବଜେଟ ୨୦୨୧: ନିର୍ମଳାଙ୍କ ପେଡ଼ି ଖୋଲିବା…

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଖୋଲିବ ବଜେଟ୍‌ ପେଡି। ଦିନ ୧୧ ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରି ସାରିଛି। ବଜେଟ ଉପସ୍ଥାପନ ପୂର୍ବରୁ ମେଡ୍-ଇନ୍-ଇଣ୍ଡିଆ ଟାବଲଏଡ ଧରି ସଂସଦ ଭବନ ପରିସରେ ପହଞ୍ଚି ସାରିଲେଣି…

ଭାଙ୍ଗିବ ଦୀର୍ଘବର୍ଷର ପରମ୍ପରା, ଛପା…

ନୂଆଦିଲ୍ଲୀ: ଆଉ କିଛିଟା ଦିନ ପରେ ଅନୁଷ୍ଠିତ ହେବ ବଜେଟ ଅଧିବେଶନ। ହେଲେ ଚଳିତ ଥର ପ୍ରଥମ ଥର ପାଇଁ ସଂସଦରେ ଆଗତ ହୋଇପାରେ ଇ-ବଜେଟ୍‌ । ଏଥିପାଇଁ ଚଳିତ ବର୍ଷ ବଜେଟ୍ ବହି ବା ଦଲିଲ ଛପା ହେବ ନାହିଁ। କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ସଂସଦର ଉଭୟ ଗୃହରୁ ସରକାର…