Odisha Link
Bridging the Missing Links in Odisha
Browsing Tag

budget-2021-22

ଓଡ଼ିଶା ବଜେଟ ୨୦୨୧-୨୨: କେଉଁ କ୍ଷେତ୍ର…

ଭୁବନେଶ୍ବର: ସୋମବାର ଅପରାହ୍ନରେ ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମହାମାରୀ ପରେ ପ୍ରଥମଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବେଜଟ ଉପସ୍ଥାପନ କରିଛନ୍ତି। ଚଳିତଥର ମୋଟ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଆଗତ ହୋଇଛି। ନାଭା ଆପ ଜରିଆରେ ଚଳିତ ଥର…

ଚଳିତ ବଜେଟରୁ ସିଂହଭାଗ ଲାଭ ପାଇବ ଓଡିଶା:…

ଭୁବନେଶ୍ୱର: ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆତ୍ମନିର୍ଭର ଭାରତର ୬ଟି ସମ୍ଭ ଯଥା ସ୍ୱାସ୍ଥ୍ୟ କଲ୍ୟାଣ, ଭୌତିକ ଓ ଆର୍ଥିକ ପୁଞ୍ଜି ଏବଂ ଭିତିଭୂମି, ଆକାଂକ୍ଷା ଭାରତ ପାଇଁ ସମାବେଶୀ ବିକାଶ, ମାନବ ପୁଞ୍ଜିରେ ନୂଆ ଉନ୍ମାଦନା ସୃଷ୍ଟି…

ବଜେଟ ୨୦୨୧-୨୨: ବଜେଟ୍ ଭାଷଣ ଶେଷ କଲେ…

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣ ଶେଷ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୩୪.୫ ଲକ୍ଷ କୋଟି ବ୍ୟୟ ଅଟକଳ କରାଯାଇଛି। ଜରୁରୀକାଳୀନ ପାଣ୍ଠି ପାଇଁ ୩୦ ହଜାର କୋଟି ଟଙ୍କା ରଖାଯାଇଛି।…

୧୮ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ବର: ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବ। ୨ୟ ପର୍ଯ୍ୟାରେ ଚାଲିବ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୮ରୁ ୨୭ ପର୍ଯ୍ୟନ୍ତ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨- ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ। ଏଥି ସହିତ ଫେବ୍ରୁଆରୀ ୨୨…