Odisha Link
Bridging the Missing Links in Odisha
Browsing Tag

Burla

ଚିକିତ୍ସାରେ ଅବହେଳା ଅଭିଯୋଗର ତଦନ୍ତ…

କଟକ: କରୋନା ଦ୍ୱିତୀୟ ଲହର ସଂକ୍ରମଣ ସମୟରେ ବୁର୍ଲା ଭିମସାରରେ ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀ ଅଭିଯୋଗର ତଦନ୍ତ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ। ମୁଖ୍ୟ…

ପୁଣି ଭୀମସାରରେ କରୋନା ପଜିଟିଭ ଚିହ୍ନଟ

ସମ୍ୱଲପୁର: ପୁଣି ବୁର୍ଲା ଭୀମସାରରେ କରୋନା। କିଛିଦିନର ବିରତି ପରେ ପୁଣି ଭୀମସାରକୁ ଫେରିଛି କରୋନା। ଏଠାରେ ଥିବା କାର୍ଡିଓଲୋଜି ବିଭାଗର ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣ ବଢିବା ଆଶଙ୍କା କରି ୱାର୍ଡକୁ ବିଶୋଧନ କରାଯାଇଛି। ଏହାସହ ତୁରନ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ…

କିଟ୍ ଖରାପ ଯୋଗୁଁ ଭିସୁଟରେ କରୋନା…

ସମ୍ବଲପୁର: ବୁର୍ଲା ଭିସୁଟରରେ କୌଣସି ଛାତ୍ରଛାତ୍ରୀଙ୍କୁ କରୋନା ହୋଇନାହିଁ। କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ…

ବୁର୍ଲାରେ ଆରମ୍ଭ ହେଲା କରୋନା ନମୁନା…

ସମ୍ବଲପୁର: ଆଜି ଠାରୁ (୧୯ ଏପ୍ରିଲ ୨୦୨୦) ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ରେ ଆରମ୍ଭ ହୋଇଛି କୋଭିଡ୍‌ ଭୂତାଣୁ ପରୀକ୍ଷଣ। ପୂର୍ବରୁ ଏଠାରେ ସଂଗୃହିତ ସ୍ବାବ୍‌ ନମୁନାଗୁଡ଼ିକ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆରଏମ୍ଆରସି)କୁ…