Odisha Link
Bridging the Missing Links in Odisha
Browsing Tag

Burnt

ବିଶ୍ବ ବନ ଦିବସରେ ଜଳିଗଲେ ବନ କର୍ମଚାରୀ

କରଞ୍ଜିଆ: ବିଶ୍ବ ବନ ଦିବସରେ ଜଳିଗଲେ ବନ କର୍ମଚାରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଜଡିବିଲ ଜଙ୍ଗଲରେ।ଜଙ୍ଗଲ ନିଆଁ ଲିଭାଉଥିବା ଥିବା ବେଳେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ପୋଡି ହୋଇଯାଇଛନ୍ତି। ମୃତକ ବନ କର୍ମଚାରୀ ଘଣଙ୍କ ହେଲେ…

ଧାନ ଜମି ମଞ୍ଚାରେ ନିଆଁ, ମହିଳା ଗୁରୁତର

ତୋଲକୋଇ: ଧାନ ଜମିରେ ମଞ୍ଚା ବାନ୍ଧି ଶୋଇଥିବା ବେଳେ ଲାଗିଗଲା ନିଆଁ। ମୁଖିଆଣି ନାୟକ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କରଦାଙ୍ଗି ଗାଁ କମଳାବଣି ସାହିରେ ଘଟିଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ମୁଖିଆଣି ଏବଂ ତାଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ନାୟକ…

ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ଧାନଗଦା

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ସାନଦୋହେଲ ଗାଁରେ ଖଳାରେ ଥିବା ଧାନଗଦା ଜଳିଯାଇଛି। ବିଦ୍ୟୁତ ତାର ଛିଣ୍ଡି ଯିବାରୁ ନିଆଁ ଲାଗି ଯାଇଥିଲା । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳ ଯାଏ ସବୁତକ ପୋଡ଼ି ପାଉଁଶ ହୋଇଯାଇଥିଲା। ସୂଚନା ଅନୁସାରେ,ଏହି ଗାଁର ଚାଷୀ ଜଗଦୀଶ…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା…

ଆଠମଲ୍ଲିକ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କରିଛି ପୁଲିସ। ଅନୁଗୋଳ ଜିଲ୍ଲା ଏସପି ଜଗମୋହନ ମୀନା ଓ ହଣ୍ଡପା ପୋଲିସ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ହଣ୍ଡପା ଥାନା ଖୋଲାଗେରେଡା ଅଞ୍ଚଳରେ ପାଖାପାଖି ୧୦ ଏକର ଜମିରେ ଗଞ୍ଜେଇ ଚାଷ ହେଉଥିବାର ଖବର ମିଳିଥିଲା। ପୁଲିସ ସେହି ଅଞ୍ଚଳରେ…

ନିଆଁରେ ପୋଡ଼ି ହୋଇ ୩ ଯବାନ ଗୁରୁତର

ଭଦ୍ରକ: ନିଆଁରେ ପୋଡ଼ି ହୋଇ ୩ ଯବାନ ଗୁରୁତର। ଭଦ୍ରକ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଡ୍ୟୁଟିରେ ଥିବାବେଳେ ଓଏସ୍‌ଏପିର ୩ଜଣ ଯବାନ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ପୁରୁଣା ବଜାର ଥାନା ଡ୍ୟୁଟିରେ ଥିବାବେଳେ ଏହି ୩ ଯବାନ ପୋଡ଼ି ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ…

ଡିବି ନିଆଁରେ ପୋଡ଼ି ହୋଇ ଭାଇ-ଭଉଣୀ…

ମାଲକାନଗିରି : ଡିବିରି ନିଆଁରେ ପୋଡ଼ି ହୋଇ ଭାଇ-ଭଉଣୀ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ଗାଁରେ। ଶୋଇଥିବା ସମୟରେ ଡିବିରି ନିଆଁରେ ପୋଡ଼ି ହୋଇ ଭାଇ-ଭଉଣୀ ଗୁରୁତର ଅଛନ୍ତି। ସେମାନଙ୍କୁ ପ୍ରଥମେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ଅବସ୍ଥା…

ନିଆଁରେ ପୋଡ଼ି ବୃଦ୍ଧା ଗୁରୁତର

ତେଲକୋଇ: ନିଆଁ ପୁଇଁବା ସମୟରେ ଲୁଗାରେ ନିଆଁ ଲାଗି ବୃଦ୍ଧା ଗୁରୁତର। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କୁଣ୍ଢେଇହତା ଗାଁରେ ଘଟିଛି ଏଭଳି ଘଟଣା। ଡମଣୀ ରାଉତ ନାମ୍ନୀ ଜଣେ ବୃଦ୍ଧା ଚୁଲିରେ ନିଆଁ ପୁଇଁବା ବେଳେ ତାଙ୍କ ଲୁଗା କାନିରେ ନିଆଁ ଲାଗିଯାଇଥିଲା। ସେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ବେଳେ ନିକଟରେ…

ଫାର୍ମ ହାଉସ୍‌ରେ ନିଆଁ, ୨୦ଲକ୍ଷ ଟଙ୍କାର…

ନୀଳଗିରି: ଫାର୍ମ ହାଉସ୍‌ରେ ନିଆଁ ଲାଗି ୨୦ଲକ୍ଷ ଟଙ୍କାର ସମ୍ପତି ନଷ୍ଟ। ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ସିକିଡ଼ିଆ ଗ୍ରାମରେ ଏକ ଫାର୍ମ ହାଉସରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି। କେହି ଦୁର୍ବୃର୍ତ୍ତ ରାଗ ରଖି ନିଆଁ ଲଗାଇଦେଇଥିବା…

ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା…

ବିଶାଖାପଟନମ: ଅବଦୁଲ୍ଲାପୁରମେଟ୍ ତହସିଲଦାର ଅଫିସରେ ଦେଖିବାକୁ ମିଳିଛି ଅଘଟଣ। ଅଫିସରେ କାର୍ଯ୍ୟ କରୁଥିବା ବେଳେ ମହିଳା ତହସିଲଦାରଙ୍କୁ ଜଣେ ଦୁର୍ବୃତ୍ତ ଜିଅନ୍ତା ଜାଳି ଦେଇଛି। ଏହାରି ଫଳରେ ମହିଳା ତହସିଲଦାରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଇବ୍ରାହିମ୍‌ପଟନମ୍‌ର ରେଭିନ୍ୟୁ ଡିଭିଜନାଲ ଅଫିସର…