Odisha Link
Bridging the Missing Links in Odisha
Browsing Tag

Bus Fare Hike

ବଢ଼ିଲା ବସ୍‌ ଭଡ଼ା

ଓଏଲ୍‌ ବ୍ୟୁରୋ: ବିଗତ ୧୦ ଦିନ ମଧ୍ୟରେ ଦେଶରେ ୯ ଥର ବୃଦ୍ଧି ପାଇଲାଣି ତୈଳ ଦର। ବାରମ୍ବାର ତୈଳ ଦର ବୃଦ୍ଧି ହେଉଥିବାରୁ ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଏନେଇ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ଚନା ଅନୁଯାୟୀ, ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାକୁ ବୃଦ୍ଧି…

ପୁଣି ବଢିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତୈଳଦର ବୃଦ୍ଧି ଯୋଗୁଁ ପୁଣି ବଢ଼ିଛି ବସ୍ ଭଢ଼ା। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୫ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଅର୍ଡିନାରୀ ବସ୍‌ ଭଡ଼ା ଥିଲା ୮୦ ପଇସା, ହେଲା ୮୫ ପଇସା। ଠିକ୍‌ ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ଥିଲା ୮୪ ପଇସା, ହେଲା ୮୯ ପଇସା।…

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ବର: କ୍ରମାଗତ କିଛି ଦିନ ହେବ ତୈଳ ଦର ବୃଦ୍ଦି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଅଡିନାରୀ ବସ୍‌ ଭଡ଼ା ୭୨ ରୁ ବଢ଼ି ୭୩ ପଇସା ହୋଇଛି। ସେହିପରି ଏକ୍ସ ପ୍ରେସ୍ ବସ୍‌ ଭଡ଼ା ବଢ଼ି କିଲୋମିଟର ପିଛା ୭୫ ପଇସାରୁ ୭୬ ପଇସା କରାଯାଇଛି। ଡିଲକ୍ସ ବସ୍‌ ଭଡ଼ା କିଲୋମିଟର…

ବଢ଼ିଲା ବସ ଭଡ଼ା

ଭୁବନେଶ୍ୱର: ଆଜି ସର୍ବସାଧାରଣ ପାଇଁ ବସ ଭଡ଼ା ବୃଦ୍ଧି ହୋଇଛି। ସାଧାରଣ ବସ ପାଇଁ ଭଡ଼ା କିଲୋମିଟର ପିଛା ୧ ପଇସା ପାଇଁ ବଢିଥିବାବେଳେ ଏକ୍ସପ୍ରେସ ବସ ପାଇଁ ମଧ୍ୟ କିଲୋମିଟର ପିଛା ୧ ପଇସା ବଢିଛି। ସେହିପରି ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୨ ପଇସା ବଢିଥିବାବେଳେ ଏସି ଡିଲକ୍ସ ବସ ପାଇଁ କିଲୋମିଟର ପିଛା…

ବସ୍ ଭଡା ବୃଦ୍ଧି

ଭୁବନେଶ୍ବର: ବଜେଟ ପରେ ଡିଜେଲ ଦରରେ ବୃଦ୍ଧି ଘଟିଛି। ଏହା ଫଳରେ ଡିଜେଲ ଦର ବୃଦ୍ଧି ହେବା ସହ ବସ୍ ଭଡା ମଧ୍ୟ ବୃଦ୍ଧି ହୋଇଛି। ଅର୍ଡିନାରି ଓ ଏକ୍ସପ୍ରେସ ଭଡା କିଲୋମିଟର ପିଛା ୧ ପଇସାକୁ ବୃଦ୍ଧି ପାଇ ଥିବା ବେଳେ ଡିଲକ୍ସ ଓ ଏସି ବସ୍ ଭଡା କିଲୋମିଟର ପିଛା ୨ ପଇସାକୁ ବୃଦ୍ଧି ପାଇଛି। ଅର୍ଡିନାରି ବସରେ…