Odisha Link
Bridging the Missing Links in Odisha
Browsing Tag

Bus

ଘରୋଇ ବସ୍ ରୋଡ ଟ୍ୟାକ୍ସ ଛାଡ କଲେ ରାଜ୍ୟ…

ଭୁବନେଶ୍ୱର: ରାଜ୍ୟ ଘରୋଇ ବସ୍ ମାଲିକମାନଙ୍କ ପାଇଁ ଖୁସି ଖବର। ଏପ୍ରିଲ ଓ ମେ’ ମାସର ରୋଡ ଟ୍ୟାକ୍ସ ଛାଡ କରିଛନ୍ତି ରାଜ୍ୟ ସରକାର। ଲକଡାଉନ୍ ଓ ସଟଡାଉନ୍‌ରେ ବ୍ୟବସାୟୀମାନେ ପ୍ରଭାବିତ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କରୋନା ଯୋଗୁଁ ଆର୍ଥିକ କ୍ଷେତ୍ରରେ ବେଶ ପ୍ରଭାବ ପଡିଛି। ଅନେକ…

ଘାଟି ଉଠୁ ଉଠୁ ଓଲଟି ପଡ଼ିଲା ବସ୍, ୭…

ରାୟଗଡ଼ା: ସକାଳୁ ସକାଳୁ ଅଘଟଣ। ଘାଟି ଉଠୁଥିବା ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଯାହାରିଫଳରେ ୭ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଘଟିଛି। ମିଳିଥିବା ସୂଚନା ମୁତାବିକ, ବସ୍‌ଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ଅନୁଗୁଳ ଅଭିମୁଖେ ଯାଉଥିଲା। ତେବେ…

ଆଜିଠୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ। କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ ଆଜିଠୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ। ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ…

କରୋନା: ଅନ୍ତଃରାଜ୍ୟ ବସ୍‌ ସେବା ବନ୍ଦ

ଭୁବନେଶ୍ବର: କରୋନା ମୁକାବିଲା ନେଇ ଆଜି ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି। ଆସନ୍ତା କାଲିଠାରୁ ସବୁ ଅନ୍ତରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିବ। ରାଜ୍ୟ ଭିତରେ କେବଳ ବସ ଚାଲିପାରିବ। ବସ୍‌ ଗୁଡ଼ିକ କେବଳ ସିଟିଂରେ ନେଇପାରିବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ମୁଖ୍ୟ ଶାସନ…

ଚଳନ୍ତା ବସରେ ଲାଗିଲା ନିଆଁ

ଆନନ୍ଦପୁର: ଭଦ୍ରକରୁ ଖିଞ୍ଚି ଯାଉଥିବା ‘ଶ୍ରୀ ଲକ୍ଷ୍ମୀ’ ନାମକ ବସରେ ଲାଗିଲା ନିଆଁ। ଏମିତି ଏକ ଘଟଣା ଘଟିଛି ହାଟଡ଼ିହି ତହସିଲ ଛକ ନିକଟରେ। ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିବା ଫଳରେ ପ୍ରବଳ ଧୂଆଁରେ ବସଟି ପରିପୂର୍ଣ୍ଣ ହୋଇ ଯାଇଥିଲା। ପରେ ବସ୍ ଡ୍ରାଇଭର ଗାଡ଼ି ଅଟକାଇ ସମସ୍ତ ଯାତ୍ରୀଙ୍କୁ ବାହାରକୁ…

ଚଳନ୍ତା ବସ୍‌ରେ ନିଆଁ, ଅଳ୍ପକେ…

ବିଶାଖାପଟ୍ଟନମ: ଚଳନ୍ତା ବସ୍‌ରେ ନିଆଁ। ଆନ୍ଧ୍ରପ୍ରଦେଶ ବିଶାଖାପଟ୍ଟନମ୍‌ ନିକଟରେ ଘଟିଛି ଏହି ଅଘଟଣ। ‌ଅଗ୍ନିକାଣ୍ଡରେ ଅଳ୍ପକେ ବର୍ତ୍ତିଗଲେ ୩୨ ଜଣ ଓଡ଼ିଆ ଶ୍ରମିକ। ବସ୍‌ଟି ଓଡ଼ିଶାରୁ ଗୋଆ ଅଭିମୁଖେ ଯାଉଥିଲା ବସ୍। ସୂଚନା ମୁତବାକ, ଗତ ମଙ୍ଗଳବାର ଅପରାହ୍ନ ୪ଟା ବେଳେ ବିଶାଖାପାଟନମ୍‌ ନିକଟ…

ପାର୍କିଂ ବସ୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ଖରଘର: ନିର୍ଭୟା ମାମଲାର ପୁନରାବୃତ୍ତି। ପାର୍କିଂ ବସ୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ନବି ମୁମ୍ବାଇର ଖରଘରରେ। ଦୁଇ ଜଣ ଯୁବକ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ପାର୍କିଂ ହୋଇଥିବା ବସ୍‌ ମଧ୍ୟରେ ଦୁଷ୍କର୍ମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ ବନ୍ଧୁ ଥିଲେ ବୋଲି…

ଯାତ୍ରୀ ଉପରେ ଚଢ଼ିଗଲା ବସ୍

ବୌଦ୍ଧ: ଯାତ୍ରୀଙ୍କ ମୁଣ୍ଡ ଉପରେ ଚଢ଼ି ଗଲା ବସ୍। ଏହି ଦୁଃଖଦ ଘଟଣାଟି କଣ୍ଟାମାଳ ନିକଟରେ ଘଟିଛି। ଯାତ୍ରୀ ଜଣଙ୍କ ବସରେ ଚଢ଼ିବା ସମୟରେ ତାଙ୍କ ପାଦ ଖସି ଯାଇଥିଲା। ସେହି ସମୟରେ ବସଟି ତାଙ୍କମୁଣ୍ଡ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଅନୁଯାୟୀ,ଆଜି ସକାଳ ପ୍ରାୟ ସାଢ଼େ…

ଭାରସାମ୍ୟ ହରାଇ ଓଲଟିଲା ବସ୍

କାମାକ୍ଷାନଗର: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ରାମିଆଳ ବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ମୁତାବକ,…

ଚଳନ୍ତା ବସ୍‌ରେ ନିଆଁ

ଫୁଲବାଣୀ: ଚଳନ୍ତା ବସ୍‌ରେ ନିଆଁ। ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗିବାଡ଼ି ଛକରେ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ‘ରୁଦ୍ରକାଳୀ’ ନାମକ ଏହି ଘରୋଇ ବସ୍‌ରେ ନିଆଁ ଲାଗି ବସ୍‌ଟି ଜଳିଯାଇଛି। ସୂଚନାମୁତାବକ, ବସ୍‌ଟି ଏମ୍‌ ରାମପୁରରୁ…