Odisha Link
Bridging the Missing Links in Odisha
Browsing Tag

By-election

ଝାରସୁଗୁଡ଼ା ଉପ-ନିର୍ବାଚନ: ଆଜି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ। ଆରମ୍ଭ ହୋଇଛି ରାଜ୍ୟ ରାଜନୀତିରେ ଉଷ୍ମତା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ଆଜି ନାମାଙ୍କନ ଦାଖଲର ଶେଷ ଦିନ। ତିନି…

ମୁଖ୍ୟମନ୍ତ୍ରୀ କରିବେ ରାଲି, ଆଜି…

ଓଏଲ୍ ବ୍ୟୁରୋ : ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ କରିବେ ରାଲି। ରାଲି ପାଇଁ ଜିଲ୍ଲାର ସବୁ ବିଦ୍ୟାଳୟ ଆଜି ପାଇଁ ବନ୍ଦ। ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରେ ଏଭଳି ଖବର ଶୁଣିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକସଭା ଉପନିର୍ବାଚନ ପାଇଁ ଆଜି ମୈନପୁରୀରେ ରାଲି କରିବେ। ରାଲି ପରେ ଏକ…

ପିପିଲି ଲାଇଭ୍: ନଥାମାନଙ୍କର କଥା କିଏ…

ଭୁବନେଶ୍ବର: ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ବୁଝିବେ ବୋଲି ସବୁଜ ପ୍ରତିଶ୍ରୁତି ଢାଳନ୍ତି ତ କେନ୍ଦ୍ରମନ୍ତ୍ରୀ ପରିବର୍ତ୍ତନର ଆହ୍ବାନ ଦେଇ ବିକାଶର ଗୈରିକ ସ୍ବପ୍ନ ନେଇ ଉଭା ହୁଅନ୍ତି। ଏମିତି ଗୋଟିଏ ପରେ ଗୋଟିଏ ନିର୍ବାଚନ ଆସେ ଆଉ ଯାଏ। କିନ୍ତୁ ସବୁଜ ସ୍ବପ୍ନ ଓ ଗୈରୀକ ସ୍ବପ୍ନ ଏକାକାର…

ଘୋଷଣା ହେଲା ପିପିଲି ଉପନିର୍ବାଚନ ତାରିଖ

ପିପିଲି: ଘୋଷଣା ହେଲା ପିପିଲି ଉପନିର୍ବାଚନ ତାରିଖ। ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବ ପିପିଲିରେ ଉପ ନିର୍ବାଚନ। ଏନେଇ ଆଜି ତାରିଖ ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି। ସେହିପରି ନାମାଙ୍କନ ପ୍ରତ୍ୟାହାରର…

ପିପିଲି ଉପନିର୍ବାଚନ: ଆରମ୍ଭ ହେଲା…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଛି। ଆଜି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ଆରମ୍ଭ ହୋଇଛି ମାନସ ମନ୍ଥନ। ମହାରଥୀଙ୍କ ପରିବାରରୁ ପ୍ରତିନିଧିତ୍ୱ ପାଇଁ ଦାବି କରିଛନ୍ତି ସ୍ଥାନୀୟ ନେତା। ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ କହିଛନ୍ତି…

ଉପନିର୍ବାଚନ: ୯ଟା ସୁଦ୍ଧା ୭.୫୮ ପ୍ରତିଶତ…

ଭୁବନେଶ୍ୱର: ଆଜି ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ପାଇଁ ମତଦାନ ଜାରି ରହିଛି। କୋଭିଡ଼ କଟକଣା ଭିତରେ ନିର୍ବାଚନ ଚାଲିଛି। ସକାଳ ୯ଟା ସୁଦ୍ଧା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ମୋଟ୍ ୭.୫୮ ପ୍ରତିଶତ ମତଦାନ ହୋଇଥିବାର ସୂଚନା ମିଳିଛି। ଏଥିମଧ୍ୟରୁ ବିରିଡ଼ି ବ୍ଲକରେ ୬.୪%, ରଘୁନାଥପୁର ବ୍ଲକରେ…

ଉପନିର୍ବାଚନ: ଆସନ୍ତାକାଲି ସରିବ…

ଭୁବନେଶ୍ବର: ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ସମୟ ଯେତେ ପାଖଉଛି ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ହେଉଛି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଷୁମ ହେଉଛି ଉପନିର୍ବାଚନ। ଆସନ୍ତାକାଲି ସରିବ ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର।…

ଉପନିର୍ବାଚନ: ଆଜି ବାଲେଶ୍ୱରରେ ପ୍ରଚାର…

ବାଲେଶ୍ବର: ଆଜି ବାଲେଶ୍ୱରରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାଲେଶ୍ୱରରେ ପ୍ରାର୍ଥୀ ମାନସ ଦତଙ୍କ ପାଇଁ ପ୍ରଚାର କରିବାକୁ ପଡ଼ିଆକୁ ଓହ୍ଲାଇଛନ୍ତିା ରୁପସା ଦଲଦଲି ପଡ଼ିଆରେ ଜନସଭାକୁ ସଂବୋଧନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା କଟକଣା ଭିତରେ…

ଉପନିର୍ବାଚନ: ମଇଦାନକୁ ଓହ୍ଲାଇବେ…

ଭୁବନେଶ୍ୱର: ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ଷ୍ଟାର୍‌ ପ୍ରଚାରକ। କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଥିବା ପିସିସି ପ୍ରଭାରୀ ଚେଲ୍ଲା କୁମାର ୨୨ତାରିଖରୁ ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲରେ ପ୍ରଚାରର ମଙ୍ଗ ସମ୍ଭାଳିବେ। ଠିକ୍‌ ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଉପନିର୍ବାଚନ: ମିଟିଂ ପାଇଁ ଲାଗିଲା କଟକଣା

ଭୁବନେଶ୍ବର: ଉପନିର୍ବାଚନରେ ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି କରାଯାଇଛି। ସଭା ନେଇ ଗାଇଡଲାଇନ ଜାରି କଲେ ସ୍ବତନ୍ତ୍ର ରିଲିଫ୍‌ କମିଶନର। ଗାଇଡଲାଇନ ଅନୁସାରେ କୌଣସି ହଲ୍, ସଭାଗୃହରେ ମିଟିଂ କଲେ ୫୦% ଲୋକଙ୍କୁ ଅନୁମତି ଦିଆଯାଇଛି। ହଲର ୫୦% ସିଟ୍‌ ପାଇଁ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ମିଳିବ।…