Odisha Link
Bridging the Missing Links in Odisha
Browsing Tag

CAA

ମୁସଲିମ୍‌ ବିରୋଧୀ ନୁହେଁ CAA: ଅମିତ ଶାହ

ଓଏଲ୍‌ ବ୍ୟୁରୋ: ଦେଶରେ ଲାଗୁ ହୋଇସାରିଛି ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)। ଆଉ ଏହି ପ୍ରସଙ୍ଗରେ ଏବେ ବି ରାଜନୀତି ଦେଶରେ ଲାଗି ରହିଛି। ଏସବୁ ମଧ୍ୟରେ ସିଏଏ ପ୍ରସଙ୍ଗରେ ଅମିତ ଶାହ ନିଜର ପ୍ରତିକ୍ରିୟା ରଖିଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ ସିଏଏ ପ୍ରସଙ୍ଗରେ ମତ ରଖିଛନ୍ତି…

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶରେ ଲାଗୁ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନର ମାହୋଲ। ଲୋକସଭା ନିର୍ବାଚନକୁ ଏକ ମାସ ସମୟ ଥିବା ବେଳେ ପଲ୍ଲୀରୁ ଦିଲ୍ଲୀ ରାଜନୀତି ଏବେ ସରଗରମ। ଏସବୁ ମଧ୍ୟରେ ଦୀର୍ଘ ୪ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଲାଗୁ କରିବାକୁ କେନ୍ଦ୍ର ସରକାର ଆଗଭର ହୋଇଛନ୍ତି।…

୨୦୨୪ ନିର୍ବାଚନ ପୂର୍ବରୁ ଲାଗୁ ହେବ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ପର୍କରେ ସେ କହିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ କାର୍ଯ୍ୟକାରି କରିବା ପାଇଁ ବିଜ୍ଞପ୍ତି ଜାରି କରାଯିବ । ୨୦୧୯ ପୂର୍ବରୁ ଏହି ଆଇନ…

ନାଗରିକତା ଆଇନ୍‌: ସୁପ୍ରିମକୋର୍ଟରେ ଜବାବ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନ (ସିଏଏ) ମାମଲାରେ ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର। ଏହି ଆଇନ ନାଗରିକଙ୍କ ଆଇନଗତ, ଗଣତାନ୍ତ୍ରିକ ଏବଂ ଧର୍ମ ନିରପେକ୍ଷତା ସମ୍ପର୍କିତ ଅଧିକାରକୁ ପ୍ରଭାବିତ କରିବନି ବୋଲି ସରକାର କୋର୍ଟଙ୍କୁ କହିଛନ୍ତି। ସୁପ୍ରିମକୋର୍ଟଙ୍କୁ…

ଉତ୍ତର ପ୍ରଦେଶ ହିଂସା: ଅଭିଯୁକ୍ତଙ୍କ…

ପ୍ରୟାଗରାଜ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତରପ୍ରଦେଶରେ ହିଂସା ହୋଇଥିଲା। କିଛିିଦିନ ତଳେ ଏହି ହିଂସା ମାମଲାର ଅଭୁଯୁକ୍ତଙ୍କ ପୋଷ୍ଟର ଲଗାଇଥିଲା ପ୍ରଶାସନ। ହେଲେ ଆଜି ହିଂସା ମାମଲାର ଅଭିଯୁକ୍ତଙ୍କ ପୋଷ୍ଟର ହଟାଇବା ପାଇଁ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ହାଇକୋର୍ଟ।…

ପୂର୍ବାଂଚଳ ରାଜ୍ୟସମୂହ ପାଇଁ ଶାହାଙ୍କ…

ଭୁବନେଶ୍ବର: ପୂର୍ବ ଭାରତର ବିକାଶ ବିନା ଦେଶର ବିକାଶ ଅସମ୍ଭବ ଏବଂ ଏହି ବିକାଶରେ ଓଡିଶା ଅଗ୍ରଭାଗରେ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ପୂର୍ବାଂଚଳ ରାଜ୍ୟସମୂହ ବୈଠକକୁ ଓଡିଶାର ଭୁବନେଶ୍ୱରରେ ଆୟୋଜନ କରି…

ଦିଲ୍ଲୀ: ଆର୍ମି ମୁତୟନ ପାଇଁ…

ନୂଆଦିଲ୍ଲୀ: ସାରା ଦେଶରେ ସିଏଏକୁ ନେଇ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ଚର୍ଚ୍ଚା। ଦିଲ୍ଲୀରେ ସୃଷ୍ଟି ହୋଇଥିବା ଦଙ୍ଗା ପରିସ୍ଥିତି ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚି ଯାଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଘନଘନ ବୈଠକ କରୁଥିବା କେଜ୍ରିୱାଲ ପୂରା…

ଦିଲ୍ଲୀ ହିଂସା : କପିଳଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ : ଦିଲ୍ଲୀରେ ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧରେ ନିଆଁ। ଗତକାଲି ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ହିଂସାକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏହି ହିଂସାକାଣ୍ଡରେ ଆମ୍‌ ଆଦ୍‌ମୀ ପାର୍ଟି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା କପିଳଙ୍କ…

ଦିଲ୍ଲୀ ହିଂସା: ଦେଖିବା ମାତ୍ରେ ଗୁଳି…

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧରେ ନିଆଁ। ଗତକାଲି ହୋଇଥିବା ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦିଲ୍ଲୀରେ ହିଂସାକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ହିଂସାକାଣ୍ଡକୁ ନିୟନ୍ତ୍ରଣକୁ ଆଣିବାକୁ ଦଙ୍ଗା ସୃଷ୍ଟିକାରୀଙ୍କୁ ଦେଖିବା ମାତ୍ରେ ଗୁଳି…

ବିହାରରେ ଲାଗୁ ହେବ ନାହିଁ ଏନଆରସି:…

ପାଟନା: ବିହାରରେ ଲାଗୁ ହେବ ନାହିଁ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନଆରସି) । ଅନ୍ୟପଟେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ୨୦୧୦ ମସିହାରେ ଯେଉଁ ପ୍ରକ୍ରିୟାରେ ହୋଇଥିଲା ସେହି ଆଧାରରେ ମଧ୍ୟ ବିହାରରେ କାର୍ଯ୍ୟକାରୀ ହେବ। ସେ ନେଇ ଆଜି ବିହାର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। ବିହାର…