Odisha Link
Bridging the Missing Links in Odisha
Browsing Tag

Cabinet

ରାଜସ୍ଥାନ: ସମସ୍ତ ମନ୍ତ୍ରୀଙ୍କ ସମୁହ…

ଜୟପୁର: ରାଜସ୍ଥାନ ସରକାରରେ ବଡ଼ ପରିବର୍ତ୍ତନ ଆଶ କରାଯାଉଛି। କଂଗ୍ରେସ ନେତୃତ୍ବାଧୀନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରେ ସମସ୍ତ ମନ୍ତ୍ରୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହଠାତ ମନ୍ତ୍ରୀମାନଙ୍କ ସମୁହ ଇସ୍ତଫାର କାରଣ ଜଣାପଡ଼ିନାହିଁ। ତେବେ ଆଗକୁ କ୍ୟାବିନେଟ୍‌ ପୁନର୍ଗଠନ ଥିବା ବେଳେ ରାଜସ୍ଥାନ…

ମୋଦୀଙ୍କ ଟିମର ସର୍ବକନିଷ୍ଠ ମନ୍ତ୍ରୀ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ବିସ୍ତାରରେ ଅନେକ ନୂତନ ଚେହେରା ସାମିଲ ହୋଇଛନ୍ତି। ବୁଧବାର ମୋଟ୍‌ ୪୩ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପଶ୍ଚିମବଙ୍ଗର କୁଚ୍ ବିହାରି ଆସନରୁ ସାଂସଦ ନିଶିଥ ପ୍ରମାଣିକ ମଧ୍ୟ ମୋଦୀଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ହାତେଇଛନ୍ତି। ଏହା…

IASରୁ କେନ୍ଦ୍ରମନ୍ତ୍ରୀ, ଜାଣନ୍ତୁ…

ଭୁନେଶ୍ବର: ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତ। ଆଜି ସନ୍ଧ୍ୟାରେେ ହେଲା କେନ୍ଦ୍ର କ୍ୟାବିନେଟର ନବକଳେବର। ଅନ୍ୟପଟେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଚାଲିଛିି ନୂଆମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ। ମୋଟ ୪୩ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିସହିତ ଓଡ଼ିଶାର ଦୁଇ ଜଣ ସାଂସଦ ମନ୍ତ୍ରୀ…

ଟିମ୍‌ ମୋଦୀର ନବକଳେବର: କିଏ ଆଉଟ୍‌ ଆଉ…

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର। ଶପଥ ନେଉଛନ୍ତି ମନ୍ତ୍ରୀ। ରାଷ୍ଟ୍ରପତି ଭବନରେ ହେୁଛି ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଉଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମୋଟ ୪୩ ମନ୍ତ୍ରୀ ଶପଥ ନେବେ। ଖବର ଲେଖା ହେବା ପର୍ଯ୍ୟନ୍ତ ଜ୍ୟୋତିରାଦିତ୍ୟ ସିନ୍ଧିଆ,…

କେନ୍ଦ୍ର କ୍ୟାବିନେଟର ହୋଇପାରେ ନବକଳେବର,…

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଲାଗି ରହିଛି ଚର୍ଚ୍ଚା। କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ ଅଦଳବଦଳ ହେବାକୁ ଯାଉଛି। ଯେଉଁଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ପିଏମ୍‌ ମୋଦୀ ନିଜେ ଏଥର ସବୁ ବିଭାଗର କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଆଗାମୀ…

୨୨ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର,…

ଭୁବନେଶ୍ବର: ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। କ୍ୟାବିନେଟରେ କ’ଣ କ’ଣ…

ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୭…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ। କରୋନା ଯୁଦ୍ଧ ମଧ୍ୟରେ ଆଜି ଗୃହମନ୍ତ୍ରୀ ଅମିତ ଶାହ ଡାକ୍ତର, ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ର ପ୍ରତିନିଧୀଙ୍କ ସହିତ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ଗୃହମନ୍ତ୍ରୀ ଅମିତ୍‌ ଶାହ କରୋନା ଯୋଦ୍ଧା ଡାକ୍ତରଙ୍କୁ ସୁରକ୍ଷା ଦେବା…

ରାଜ୍ୟସଭା ଯିବେ ସୁବାସ ସିଂ, ତାଙ୍କ…

ଭୁବନେଶ୍ବର: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ବିଜେଡ଼ି ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଘୋଷଣା କରାଯାଇଥିବା ୪ଜଣଙ୍କ ପ୍ରାର୍ଥୀଙ୍କ…