Odisha Link
Bridging the Missing Links in Odisha
Browsing Tag

Cancel

ଭିଡିଓ ଭାଙ୍ଗିଦେଲା ବାହାଘର

ବନ୍ତଳା: ଭିଡିଓ ଭାଙ୍ଗିଦେଲା ବାହାଘର। ରାତି ପାହିଥିଲେ ହୋଇଥାନ୍ତା ବାହାଘର ପଡ଼ିଥା’ନ୍ତା ହାତଗଣ୍ଠି। ହେଲେ ପ୍ରେମିକର ଖଳବୁଦ୍ଧି ଯୋଗୁଁ ଭାଙ୍ଗିଗଲା ଯୁବତୀଙ୍କ ସ୍ବପ୍ନ। ଥାନାରେ ଅଭିଯୋଗ ପରେ ତଥାକଥିତ ପ୍ରେମିକକୁ ପୁଲିସ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜଣେ…

ଲଗାତାର ୨ୟ ବର୍ଷ ପାଇଁ ବନ୍ଦ ହେଲା…

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। କିଛି ରାଜ୍ୟ କରୋନା ମାମଲା କମିବାରୁ କଟକଣା କୋହଳ ମଧ୍ୟ କରିଛନ୍ତି। ଏସବୁ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛି ଜମ୍ମୁ କଶ୍ମୀର ପ୍ରଶାସନ। ଗତଥର ଭଳି ଚଳିତଥର ବର୍ଷ ମଧ୍ୟ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ।…

ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ…

ଭୁବନେଶ୍ବର: ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର। ମେ ୩୧ ଯାଏଁ ରାଜ୍ୟର ସବୁ ସରକାରୀଙ୍କ ଛୁଟି ବାତିଲ କରାଯାଇଛି। ଏ‌ଥିସହ ସମସ୍ତ ସରକାରୀ କର୍ମଚାରୀଙ୍କୁ ହେଡ୍ କ୍ୱାର୍ଟର୍ସ ଛାଡ଼ି ନଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏ‌ଥିସହ ଛୁଟି ନେଇଥିବା କର୍ମଚାରୀଙ୍କ ଛୁଟି ମଧ୍ୟ…

ବାତିଲ ହେଲା ଆଇସିଏସ୍‌ଇ ଦଶମ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ଏହାକୁ ନଜର ରଖି ବାତିଲ ହୋଇଛି ଆଇସିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା। ଏପ୍ରିଲ ୧୬ରେ ଆଇସିଏସ୍‌ଇ ଦଶମ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଥିଲା କିନ୍ତୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି CISCE ତା’ର ନିଷ୍ପତ୍ତି ବଦଳାଇଛି। ଆଇସିଏସ୍‌ଇ ଦଶମ ପରୀକ୍ଷା ବାତିଲ…

ଅଧିକ ଭିଡ଼ ହେଲେ ବନ୍ଦ ହେବ ଦୀପଦାନ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ। ମହାଶିବରାତ୍ରି ପାଇଁ ଉପଲକ୍ଷେ ରାଜ୍ୟର ସମସ୍ତ ଶୈବ ପୀଠରେ ମହାଦେବଙ୍କ ଆରାଧନା କରାଯାଉଛି। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁମାନେ ଲିଙ୍ଗରାଜଙ୍କର ଦର୍ଶନ କରୁଛନ୍ତି। ତେବେ ଲିଙ୍ଗରାଜ ମନ୍ଦିରରେ ଅତ୍ୟଧିକ ଗହଳି ହେଲେ ଦୀପ ଦାନ ବନ୍ଦ…

ସତର୍କ ରୁହନ୍ତୁ! ନଚେତ୍‌ ବାତିଲ୍‌…

ଭୁବନେଶ୍ୱର: ଆପଣ ଗାଡି ଚଲାଉଛନ୍ତି କି? ଯଦି ହଁ। ମଦ ପିଇ କିମ୍ବା ମୋବାଇଲରେ ଗପି ଗାଡ଼ି ଚଲାଇବାର ଅଭ୍ୟାସ ଅଛି କି? ଯଦି ହଁ। ତେବେ ସତର୍କ ହେଇଯାଆନ୍ତୁ। ଏଣିକି ମଦ ପିଇ କିମ୍ବା ମୋବାଇଲରେ ଗପି ଗାଡ଼ି ଚଲାଇଲେ ୩ ମାସ ପାଇଁ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏନେଇ ଗତକାଲି ରାଜ୍ୟ ପରିବହନ ପ୍ରାଧିକରଣ…

ମାର୍ଚ୍ଚ ୩୧ ଯାଏଁ ଦେଶରେ ସବୁ ଟ୍ରେନ୍‌…

ନୂଆଦିଲ୍ଲୀ: କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଦେଶରେ ରେଳ ଚଳାଚଳ ଆଜି ଠାରୁ ବାତିଲ କରାଯାଇଛି। ଏହି ବାତିଲ ମାର୍ଚ୍ଚ ୩୧ ଯାଏଁ ଦେଶରେ କୌଣସି ଯାତ୍ରୀବାହୀ ଟ୍ରେନ୍‌ ଚାଲିବନାହିଁ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୨ ଜଣ ରେଳ ଯାତ୍ରୀଙ୍କ ଠାରେ କରୋନା ଭୂତାଣୁ ମିଳିବା ପରେ…

କରୋନା: ଓପିଏସସି ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: କରୋନା ପାଇଁ ଓପିଏସସି ପରୀକ୍ଷା ସ୍ଥଗିତ। ଓପିଏସସିର ଉଭୟ ଲିଖିତ ଓ ମୌଖିକ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଓପିଏସସି ପରୀକ୍ଷା ସ୍ଥଗିତ ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଓପିଏସସି କାର୍ଯ୍ୟାଳୟ ସୂତ୍ରରୁ ବୁଧବାର ଜାରି…

କରୋନା ପାଇଁ ବାର୍ଷିକ ଅଧିବେଶନ ବାତିଲ୍…

ନୂଆଦିଲ୍ଲୀ: କରୋନା ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆର୍‌ଏସ୍‌ଏସ୍‌) ତା’ର ବାର୍ଷିକ ଅଧିବେଶନ ବାତିଲ କରିଛି। ଏନେଇ ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କା ଥିବାରୁ ସରକାର ସଭା ସମିତିରେ ହେଉଥିବା ଜନସମାଗମ ଉପରେ କଟକଣା ଲାଗୁ କରିଛନ୍ତି।…

କରୋନା ପାଇଁ ଭାରତ-ବାଂଲାଦେଶ ଟ୍ରେନ ସେବା…

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ନଜରରେ ରଖି ଭାରତ ଓ ବାଂଲାଦେଶ ମଧ୍ୟରେ ଟ୍ରେନ୍ ସେବାକୁ ବାତିଲ କରାଯାଇଛି। ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲୁଥିବା ମୈତ୍ରୀ ଏକ୍ସପ୍ରେସ୍‌କୁ ବର୍ତ୍ତମାନ ପାଇଁ ବାତିଲ କରାଯାଇଛି। ମୈତ୍ରୀ ଏକ୍ସପ୍ରେସ୍ କୋଲକାତାରୁ ବାଂଲାଦେଶ ରାଜଧାନୀ ଢାକାକୁ ଯାଇଥାଏ। ଭାରତ ପରି…