Odisha Link
Bridging the Missing Links in Odisha
Browsing Tag

Car Accident

ନବୀନ ନିବାସରୁ ଘରକୁ…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ। ଗତକାଲି ବିଳମ୍ବିତ ରାତିରେ କାର ଦୁର୍ଘଟଣାର ଶିକାର ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ସମ୍ବଲପୁର ରେଢ଼ାଖୋଲ ବେଲଡିହି ନିକଟରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୫ ନମ୍ବର ଜାତୀୟ ରାଜପଥରରେ ତାଙ୍କ ଗାଡ଼ିକୁ ଏକ…

ଭାରସାମ୍ୟ ହରାଇ ଓଲଟି କାର, ଜଣେ ମହିଳା…

ଆନନ୍ଦପୁର : ଭାରସାମ୍ୟ ହରାଇ ଓଲଟି କାର। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଦୁର୍ଘଟଣାଟି ଆନନ୍ଦପୁର ୨୦ ନମ୍ଵର ଜାତୀୟ ରାଜପଥ ଭଲୁକୁମା ଛକ ନିକଟରେ ଘଟିଛି । ମୃତକ ଜଣଙ୍କ ହେଲେ ଶଶିକଳା…

କାର ଦୁର୍ଘଟଣାରେ‌; ୩ ମୃତ

କଟକ: ଗତକାଲି ବିଳମ୍ବିତ ରାତି ୩ଟା ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ କେନାଲକୁ ପଶି ଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଟି NH-୧୬ ତେଲେଙ୍ଗାପେଣ୍ଠ ନିକଟରେ ରାସ୍ତାକଡ଼ରେ ଘଟିଛି । ସୂଚନା ଅନୁସାରେ, ଏକ କାର୍‌ରେ ୩ଜଣ ଯୁବକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ…

ପୋଲ ତଳକୁ ଖସିଲା କାର, ଅଳ୍ପକେ…

ଚଣ୍ଡିଖୋଲ: ପୋଲ ତଳକୁ ଖସିଲା ଚଳନ୍ତା କାର। ୫-ନମ୍ବର ଜାତୀୟ ରାଜପଥର ନାନପୁର ନିକଟରେ ଏକ ପୋଲ ତଳକୁ ଭାରସାମ୍ୟ ହରାଇ କାର‌ଟି ଖସିପଡିଛି। କାରରେ ଥିବା ସମସ୍ତ ୩ ଜଣ ଯାତ୍ରୀ ସୁରକ୍ଷିତ ଥିବା ଦଣାପଡିଛି। ସୂଚନାଥାଉକି, କାରଟି କେନ୍ଦ୍ରାପଡ଼ା ଅଭିମୁଖେ ଯାଉ ଥିବା ବେଳେ ରାସ୍ତା ରେ ଖାଲଖମା ହୋଇ ଥିବା ରୁ…

ଦୁଇ କାର୍ ମୁହାଁମୁହିଁ, ୪ ମୃତ

ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ଵରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଭୁବନେଶ୍ଵରର ନାଲକୋ ଛକରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।…

ସଡ଼କ ଦୁର୍ଘଟଣାରେ ଗଲା ଜଣଙ୍କର ଜୀବନ , ୩…

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଛିଡ଼ା ହୋଇଥିବା କଣ୍ଟେନରକୁ ଏକ କାର ପଛପଟୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।୩ ଗୁରୁତରଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ…