Odisha Link
Bridging the Missing Links in Odisha
Browsing Tag

Car

ବନ୍ୟା ବିଭୀଷିକା: ଭାସିଲା ଶହଶହ କାର, ୨୫…

ହେନାନ୍‌: ଅଚାନକ ପ୍ରବଳ ବର୍ଷା ଯୋଗୁ ଚାଇନାର ହେନାନ୍‌ ପ୍ରଦେଶର ଜେଙ୍ଗଝାଉରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିଭୀଷିକା ଭାସିଲା ଶହଶହ କାର। ଜେଙ୍ଗଝାଉ ଗୋଟିଏ ସହରାଞ୍ଚଳ ହୋଇଥିବା ବେଳେ ବନ୍ୟା ଯୋଗୁ ଶହଶହ କାର୍‌ ରାସ୍ତାରେ ଭାସୁଥିବାର ଦେକିବାକୁ ମିଳିଛି। ବନ୍ୟା ଯୋଗୁ ସହରରେ ରହୁଥିବା…

ଏଣିକି କାରରେ ଏକାକୀ ଗଲେ ବି ମାସ୍କ

ନୂଆଦିଲ୍ଲୀ: ପୁଣି ନିଜର କାୟା ବିସ୍ତାର କଲାଣି ମହାମାରୀ କରୋନା। କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଣିକି କାରରେ ଜଣେ ମାତ୍ର ଗଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବା ସହ ଏଣିକି କାରରେ…

ମନ୍ତ୍ରୀଙ୍କ ଗାଡ଼ିକୁ ଅତିକ୍ରମ କରି…

ଭୁବନେଶ୍ବର: ବାହାର ରାଜ୍ୟରୁ ଓଡ଼ିଶା ବୁଲିବାକୁ ଆସିଥିଲେ ଦୁଇ ପରିବାର। ସାଥିରେ ମହିଳା ଓ ଶିଶୁ ବି ଥିଲେ। ଦୁଇଟି କାର୍‌ରେ ବାଲେଶ୍ବର ଜିଲ୍ଲା ଦେଇ ୬୦ ନମ୍ବର ଜାତୀୟ ରାଜପଥରେ ଯିବା ବେଳେ ଦୁଇ ପରିବାରକୁ ୫ ଘଣ୍ଟା ପାଇଁ ବିନା କାରଣରେ ଥାନାରେ ଅଟକିବାକୁ ପଡ଼ିଛି। ନିଜର କୌଣସି ଭୁଲ ନ ଥାଇ ମଧ୍ୟ ଭୁଲ…

ରାଜଧାନୀ ରାଜରାସ୍ତାରେ ଜଳିଗଲା କାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ରାସ୍ତାରେ ଅଚାନକ କାର ଜଳିଯିବା ଦେଖିବାକୁ ମିଳିଛି। ସିଆର୍‌ପି ଛକ ଓଭରବ୍ରିଜ୍‌ ଉପରେ କୗେଣସି କାରଣବଶତଃ ହୁତୁହୁତୁ ହୋଇ କାରଟି‌ ଜଳି ଯାଇଛି। ହଠାତ୍‌ କାରରେ ନିଆଁ ଲାଗିଯିବାରୁ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଥିଲା। ତେବେ କାରରେ କିଭଳି ନିଆଁ ଲାଗିଲା ସେନେଇ…

ଟ୍ରକକୁ ଧକ୍କା ଦେଲା ଶୋଏବଙ୍କ କାର୍,…

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କ ସ୍ୱାମୀ ତଥା ପାକିସ୍ତାନର ଷ୍ଟାର୍ କ୍ରିକେଟର ଶୋଏବ ମଲିକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ଶୋଏବଙ୍କ କାର୍ ଲାହୋର ନିକଟ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ…

ଏଣିକି କାର‌ରେ ସାଇଟ୍ ଏୟାରବ୍ୟାଗ୍…

ନୂଆଦିଲ୍ଲୀ: ଯାତ୍ରୀଙ୍କ ନିରାପତ୍ତା ଉପରେ ଗୁରୁତ୍ୱ ଅଧିକ ସରକାର ଦେଉଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ନୂଆ ନୂଆ ନିୟମ ଲାଗୁ କରାଯାଉଛି। ହେଲମେଟ୍ ଚେକିଂ ଜୋରଦାର ହେଉଥିବା ବେଳେ ସରକାର ଆଉ ଏକ ନିୟମକୁ କଡାକଡି କରିଛନ୍ତି। ଏଣିକି କାରରେ ସାଇଟ୍ ଏୟାରବ୍ୟାଗ୍ ରହିବା ବାଧ୍ୟତାମୂଳକ ହେବ। କାର ଚାଳକଙ୍କ…

ପୂଜା ସିଜିନରେ ଦମଦାର ଅଫର, ମାତ୍ର ୭୯୯…

ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ। ଏହି ପାର୍ବଣ ଋତୁରେ ଘରକୁ କିଛି ନା କିଛି ନୂଆ ଜିନିଷ ଆଣିବା ପାଇଁ କିଛି ଲୋକ ସର୍ବଦା ପ୍ଲାନ୍‌ କରିଥାନ୍ତି। ବିଶେଷ କରି ଦଶହରା ସମୟରେ ନୂଆ ଗାଡ଼ି ଆଣିବାକୁ ବହୁତ ଲୋକ ପସନ୍ଦ କରିଥାନ୍ତି। ଏଥର ପାର୍ବଣ ଋତୁରେ କାର ନେବାକୁ ଆଶା ରଖିଥିବା ଲୋକଙ୍କ ପାଇଁ…

ଚୋରି ହେଲା ବିଶ୍ୱାସଙ୍କ କାର୍

ନୂଆଦିଲ୍ଲୀ: ଏକଦା ଆମ୍‌ ଆଦ୍‌ମୀ ପାର୍ଟି ସହିତ ଜଡ଼ିତ ଥିବା ପ୍ରସିଦ୍ଧ କବି କୁମାର ବିଶ୍ୱାସଙ୍କ ଫର୍‌ଚ୍ୟୁନର କାର୍‌ ଚୋରି ହୋଇଯାଇଛି। ବିଶ୍ୱାସଙ୍କ ଗାଜିଆବାଦର ଇନ୍ଦିରାପୁରମ ସ୍ଥିତଘର ସାମ୍ନାରୁ କାର୍‌ଟି କେହି ଚୋରି କରିଥିବା ନେଇ ଅଭିଯୋଗ ହୋଇଛି। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ଓ ଘଟଣାର ତଦନ୍ତ…

କେନାଲ ଭିତରକୁ ପଶିଗଲା ଗଞ୍ଜାଇ ଚାଲାଣ…

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ସାମୁଏଲ ହିକ୍କାଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର-ବିନିକା ମୁଖ୍ୟ ରାସ୍ତାରେ ଏକ କାରକୁ ଅଟକାଯାଇ ତନଖି କରାଯାଉଥିବା ବେଳେ କାରଟି ଭାରାସାମ୍ୟ ହରାଇ କେନାଲ ଭିତରେ ପଶିଯାଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ବିନିକା ବ୍ଳକ ଅନ୍ତର୍ଗତ ସଂସାମୁରାପ ଛକ ପାଖରେ…