୪ ଥର ବିବାହ କରି ଧରାପଡ଼ିଲେ ମିଛ କନିଆ
କଳାହାଣ୍ଡି: ବେଶ୍ ଧୁମ୍ଧାମ୍ରେ ଚାଲିଥିଲା ବାହାଘର ଆଉ ଭୋଜି ଭାତର ଆସର। ହେଲେ ସମସ୍ତଙ୍କୁ ଅଗୋଚର ଥିଲା ଏହା ପରର ପରିଣତି। ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ସତସତିକା କିନିଆ ସାଜି ଧୋକା ଦେଉଥିଲା କନିଆ। ଥରେ କି ଦୁଇ ଥର ନୁହେଁ ୪ ଥର ବିବାହ କରି ଧରାପଡ଼ିଛି ମିଛ କନିଆ। ଏହି ଘଟଣାରେ କନିଆକୁ…