Odisha Link
Bridging the Missing Links in Odisha
Browsing Tag

CHANDIGARH

କୋଳରେ ଛୁଆକୁ ଧରି ଟ୍ରାଫିକ ନିୟନ୍ତ୍ରଣ…

ଚଣ୍ଡିଗଡ: ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଭିଡ଼ିଓ। କୋଳରେ ଛୁଆକୁ ଧରି ରାସ୍ତା ଉପରେ ଡ୍ୟୁଟି କରୁଛନ୍ତି ଜଣେ ମହିଳା କନଷ୍ଟେବଳ। ଦେହରେ ୟୁନିଫର୍ମ କୋଳରେ ଛୁଆ। ସେ ମା’ ହେବା ସହ ନିଜ କର୍ତ୍ତବ୍ୟକୁ ମଧ୍ୟ ସେ ସମାନ ରୂପେ ପାଳନ କରୁଛନ୍ତି। ସେ ହେଲେ ଚଣ୍ଡିଗଡର ପୁଲିସ କନଷ୍ଟେବଳ…

ଖୁବ ଶୀଘ୍ର ବଲିଉଡ଼ରେ ପାଦ ଥାପିବେ ସାଉଥ…

ମୁମ୍ବାଇ: ବଲିଉଡ଼ରେ ପ୍ରବେଶ କରିବାକୁ ଯାଉଛନ୍ତି ସାଉଥ ସୁନ୍ଦରୀ ରଶ୍ମୀକା ମନ୍ଦନା। ସେ ନିଜର ଭିନ୍ନ ଅଭିନେୟରେ ଅନେକ ଦର୍ଶକଙ୍କ ମନକୁ କିଣି ନେଇଛନ୍ତି।ରଶ୍ମୀକା ନିଜ ଅଭିନୟ ପାଇଁ ବେଶ ଜଣାଶୁଣା। ବଲିଉଡ଼ରେ ରଶ୍ମୀକାଙ୍କୁ ରାପର ବଦାଶାହାଙ୍କ ସହ ଦେଖିବାକୁ ମିଳିବ। ୟଶରାଜ ବ୍ୟାନରରେ ତିଆରି ହେବାକୁ…

ପ୍ରେମ ଆଗରେ ବଳି ପଡିଲା ଛୁୃଆ

ଚଣ୍ଡିଗଡ଼: ଅଢେଇ ବର୍ଷର ପୁଅକୁ ମାରି ତାର ମୃତ ଦେହକୁ ବେଡ ଭିତରେ ଥିବା ବାକ୍ସ ଭିତରୁ ଉଦ୍ଧାର କରାଯାଇଛି।ଏଭଳିଏକ ଅଭାବନୀୟ ଘଟଣା ଘଟିଛି ଚଣ୍ଡିଗଡର ବୁରେଲ ଅଞ୍ଚଳରେ। ଚଣ୍ଡିଗଡ ପୁଲିସ ଏ ନେଇ ସୂଚନା ଦେଇଛି। ଛୋଟ ଛୁଆକୁ ବେଡ ଭିତରେ ଥିବା ଜିନିଷପତ୍ର ଭର୍ତ୍ତି ବାକ୍ସରେ ଛାଡ଼ି ପ୍ରେମିକ ସହ ସ୍ତ୍ରୀ…

କମ୍‌ ନମ୍ବର ରଖିବାରୁ ମୁହଁରେ କାଳି…

ଚଣ୍ଡୀଗଡ଼: ଘଟଣାଟି ଆପଣଙ୍କୁ ଚକିତ କରିଥିବ ନିଶ୍ଚିନ୍ତ କିନ୍ତୁ ସତ। ପରୀକ୍ଷାରେ କମ୍‌ ନମ୍ବର ରହିବାରୁ ସ୍କୁଲ କର୍ତ୍ତୃପକ୍ଷ ୬ ଜଣ ଛାତ୍ରଙ୍କ ମୁହଁରେ କାଳି ବୋଳି ସ୍କୁଲରେ ବୁଲାଇଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ହରିୟାଣାର ହିସାର ଅଞ୍ଚଳରେ। ହିସାରର ମହାବୀର କଲୋନୀରେ ଥିବା ଏକ ଘରୋଇ ସ୍କୁଲରେ…

୧୦୯ ଘଣ୍ଟାର ମୃତ୍ୟୁ ସହ ସଂଘର୍ଷ କରି ଆଖି…

ଚଣ୍ଡିଗଡ: ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ କରି ଶେଷରେ ହାର ମାନିଛି ଜୀବନ। ଦୀର୍ଘ ୧୦୯ ଘଣ୍ଟା ସଂଘର୍ଷ କରି ୩ ବର୍ଷର ଶିଶୁ ଫତେହବୀର ସିଂହ ଜୀବନ ଯୁଦ୍ଧରେ ହାରି ଯାଇଛି। ୩ବର୍ଷ ତଳେ ଜୁନ ୧୦ ତାରିଖରେ ଫତେହବୀର ପ୍ରଥମେ ଦୁନିଆକୁ ଦେଖିଥିଲା, ତାର ଠିକ୍‌ ଦୁଇ ବର୍ଷ ପରେ ଦୁନିଆରୁ ବିଦାୟ ନେଇଛି…