Odisha Link
Bridging the Missing Links in Odisha
Browsing Tag

charge sheet

ପରୀ ହତ୍ୟା ମାମଲା: ଚାର୍ଜସିଟ୍‌ ଦାଖଲା…

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟା ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି‌। ଆଜି ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ୩୮୨ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି ଏସ୍ଆଇଟି। ଚାର୍ଜସିଟ୍‌ରେ ଗିରଫ ନାବାଳକକୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ…

ପରୀ ହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ…

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି। ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଏସଆଇଟିକୁ ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ…

ମାମଲାର ଚାର୍ଜସିଟ୍‌ ଦାଖଲ କରିପାରୁନି…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଥାନାରେ ‘ମୋ ସରକାର’ ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଭିଯୋଗକାରୀ ଯେପରି ହଇରାଣ ଥାନାରେ ହେବେନାହିଁ ହେଲେ ପୋଲିସ କିନ୍ତୁ ରୁଜୁ ହୋଇଥିବା ମାମଲାର ଚାର୍ଜସିଟ୍‌ ଦାଖଲ କରିବାରେ ଅସମର୍ଥ। ଯେଉଁ ଥାନାରୁ ଏହି ଯୋଜନା ଆରମ୍ଭ ହୋଇଥିଲା ସେହି ଥାନାରେ ୪ ବର୍ଷ ହେଲା ଦେଢ଼ ହଜାର…