Odisha Link
Bridging the Missing Links in Odisha
Browsing Tag

CHief Justice

ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଡକ୍ଟର…

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧର। ଆଜି ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ପାଠ ଉତ୍ସବରେ ମୁଖ୍ୟ ଶାସନ ସଚିବ, ଆଇନ ମନ୍ତ୍ରୀ,…

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି…

ଭୁବନେଶ୍ବର: ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ମହମ୍ମଦ ରଫିକ୍। ଓଡ଼ିଶା ହାଇକୋର୍ଟର ୩୧ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବର ଲୋକସେବା ଭବନରେ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ…

ଜଷ୍ଟିସ୍ ମହମ୍ମଦ ରଫିକ୍ ହେବେ ଓଡ଼ିଶା…

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏନେଇ ସୁପାରିସ୍ ହୋଇଛି। ଜଷ୍ଟିସ ରଫିକ ବତ୍ତର୍ମାନ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରକାଶ ଥାଉକି ଜଷ୍ଟିସ ମହମ୍ମଦ ରଫିକ ପୂର୍ବରୁ ଦୁଇ ଥର…

ଜଷ୍ଟିସ ଏସଏ ବୋବଡେ ହେବେ ପ୍ରଧାନ…

ନୂଆଦିଲ୍ଲୀ: ଜଷ୍ଟିସ ଏସଏ ବୋବଡେ ହେବେ ଦେଶର ନୂଆ ପ୍ରଧାନ ବିଚାରପତି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନ ବିଚାରପତି ପାଇଁ ସୁପାରିଶ ହୋଇଥିବା ଶ୍ରୀ ବୋବଡେଙ୍କ ନାମକୁ ମଞ୍ଜୁର ଦେଇଛନ୍ତି। ଫଳରେ ସେ ନଭେମ୍ବର ୧୮ ତାରିଖରେ ଦେଶର ନୂଆ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ଗତ ୧୯ ତାରିଖରେ…

ସୁପ୍ରିମକୋଟରେ ଶପଥ ନେଲେ ୪ ନୂଆ…

ନୂଆଦିଲ୍ଲୀ: ଆଜି ୪ଜଣ ନୂଆ ବିଚାରପତି ସୁପ୍ରିମକୋର୍ଟରେ ଶପଥ ଗ୍ରହଣ କଲେ। ପୂର୍ବରୁ ଏହି ୪ ଜଣ ବିଚାରପତି ହାଇକୋର୍ଟରେ ନିୟୋଜିତ ଥିଲେ। ୪ ଜଣ ନୂଆ ବିଚାରପତି ସହ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏହି ବିଚାରପତିଙ୍କ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ…

ପ୍ରଧାନ ବିଚାରପତି ନେବେ ଚିଦାମ୍ବରମ୍‌ଙ୍କ…

ନୂଆଦିଲ୍ଲୀ: କଂଗ୍ରେସ ନେତା ପି ଚିଦାମ୍ୱରମଙ୍କୁ ମିଳିଲାନି ଜାମିନ। ଆଜି ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପି ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ଦେବା ପାଇଁ ମନା କରିଦେଲେ ସୁପ୍ରିମକୋର୍ଟ। ଏବେ ଉଭୟ ସିବିଆଇ ଏବଂ ଇଡି ଚିଦାମ୍ୱରମଙ୍କୁ ଯେତେବେଳେ ଚାହିଁବେ ଗିରଫ କରିପାରିବେ। ଅନ୍ୟପଟେ ଗିରଫ ଭୟରେ ଦେଶ…