Odisha Link
Bridging the Missing Links in Odisha
Browsing Tag

Child

ଜନ୍ମ ହେଲା ୩ ମୁଣ୍ଡ ଥିବା ଅଦ୍ଭୁଦ ଶିଶୁ

ନୂଆଦିଲ୍ଲୀ: ଗର୍ଭଧାରଣ ସମୟରେ କୌଣସି କାରଣରୁ ବେଳେବେଳେ ଅଦ୍ଭୁଦ ଆକାରର ଶିଶୁ ଜନ୍ମ ହୋଇଥାନ୍ତି। ହେଲେ ୩ ମୁଣ୍ଡ ଥିବା ଶିଶୁ ଜନ୍ମଲାଭ କରିବା ଦେଖି ନଥିବେ। ହେଲେ ଉତ୍ତରପ୍ରଦେଶରେ ଏଭଳି ଏକ ଅଦ୍ଭୁଦ ମାମଲା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ଜଣେ ମହିଳା ଏକ ତିନି ମୁଣ୍ଡ ଥିବା ସନ୍ତାନ ଜନ୍ମ…

ଜନସଂଖ୍ୟା ବିଧେୟକ ୨୦୨୧: ଦୁଇରୁ ଅଧିକ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଜନସଂଖ୍ୟା ବିଧେୟକ ୨୦୨୧ ପ୍ରସ୍ତତ କରାଯାଇଛି। ରାଜ୍ୟ ବିଧି ଆୟୋଗ ଏହାକୁ ଶେଷ ପର୍ଯ୍ୟାୟରେ ଅନୁଧ୍ୟାନ କରିବା ପରେ ସରକାରଙ୍କ ନିକଟରେ ଦାଖଲ କରିବେ। ଏହି ବିଧେୟକ ମୁତାବକ ୨ରୁ ଅଧିକ ପିଲାଙ୍କ ପିତାମାତା ସରକାରୀ ଚାକିରୀରୁ ବଞ୍ଚିତ ହେବେ ଏବଂ ନିର୍ବାଚନ ଲଢିପାରିବେ…

ଛୋଟ ପିଲାଙ୍କ ଶରୀରରେ ବ୍ଳାକ ଫଙ୍ଗସ…

ଗୁଜୁରାଟ: କରୋନାର ଦ୍ୱିତୀୟ ଲହର କାୟା ମେଲାଉଥିବା ବେଳେ ଚିନ୍ତା ବଢ଼ାଇଛି ମହାମାରୀ ବ୍ଲାକ୍ ଫଙ୍ଗସ। କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କର ବ୍ଲାକ ଫଙ୍ଗସରେ ଜୀବନ ଗଲାଣି। ଏହାରି ମଧ୍ୟରେ ବୟସ୍କ ଲୋକଙ୍କ ପରେ ଏବେ ଛୋଟ ପିଲାମାନଙ୍କ…

ଶିଶୁ ଓ ମହିଳାଙ୍କ ବିରୋଧରେ ଅପରାଧ…

ଭୁବନେଶ୍ବର: ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ, ତାକୁ ଦୃଷ୍ଟିରେ…

କରୋନା କବଳରେ ୨ ବର୍ଷର ଶିଶୁ କନ୍ୟା

ବାଲେଶ୍ବର: ଆଜି ରାଜ୍ୟରେ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୭ଜଣଙ୍କ ମଧ୍ୟରୁ ଭଦ୍ରକ ଜିଳ୍ଲାର ୫ ଓ ବାଲେଶ୍ବର ଜିଲ୍ଲାର ୨ଜଣ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଥିଲା। ଆଜି ଚିହ୍ନଟ ହୋଇଥିବା ବାଲେଶ୍ୱର ଜିଲ୍ଲାର ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ…

ଗରା ଭିତରେ ପଶି ରହିଥିଲା ଅଢ଼େଇ ବର୍ଷର…

ଭୁବନେଶ୍ବର: ଖେଳୁଥିବା ସମୟରେ ଏକ ଷ୍ଟିଲ ଗରା ଭିତରେ ପଶିଗଲା ଅଢେଇ ବର୍ଷର ଶିଶୁ। ସାହି ପଡ଼ିଶା ଯେତେ ଚେଷ୍ଟା କରିଥିଲେ ମଧ୍ୟ ଗରା ଭିତରୁ ପିଲାଟିକୁ ଉଦ୍ଧାର କରିପାରିନଥିଲେ। ଶେଷରେ ଏ ସଂପର୍କରେ ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରାୟ ଦେଢ଼ ଘଣ୍ଟା କାଳ…

କାର ଭିତରେ ଛୁଆକୁ ଛାଡି ଛୁ

ଢ଼େଙ୍କାନାଳ: କାର୍‌ ଭିତରେ ଦେଢ଼ ବର୍ଷର ଶିଶୁ କନ୍ୟାକୁ ଛାଡ଼ି ପଳାଇଲେ ବାପା ମା। କାର୍‌ରେ ଛୁଆକୁ ଲକ କରି ଚାଲିଗଲେ ବାପା ମା। ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ମେଡିକାଲ ପରିସରରେ କାରରେ ପିଲାକୁ ଛାଡି ପାଳାଇଥିଲେ ବାପା ମା। ଦୀର୍ଘ ସମୟ ବନ୍ଦ କରାରେ ରହିବାରୁ ଶିଶୁ କନ୍ୟା ଗୁରୁତର ହୋଇ…

ମୁଣ୍ଡକୁ ତଳକୁ କରୁଥିବା ଲୋକଙ୍କ…

ଭୁବନେଶ୍ବର:ତାଲିକାରେ ରହିଛି ମହିଳା ଏବଂ ଶିଶୁଙ୍କ ନାଁ ।ମୋବାଇଲ୍ କିମ୍ବା ଅନ୍ୟ କୌଣସି ଉପକରଣକୁ ଦେଖିବା ପାଇଁ ମୁଣ୍ଡକୁ ତଳକୁ ନୁଆଁଇ ପଡେ କିନ୍ତୁ ଏହା ଅଧିକାଂଶ ସମୟରେ ଆପଣଙ୍କ ଉଚ୍ଚତାରେ ବିପଦ ପକାଇଥାଏ । ଆଜିକାଲି ଫୋନ୍ ଏବଂ ଟାବଲେଟ ଏବଂ ଡେସ୍କଟପ୍ କମ୍ପ୍ୟୁଟରର ବ୍ୟବହାର ଅଧିକ ମାତ୍ରାରେ ବଢିବାରେ…

ପ୍ରେମରେ ପାଗଳ ବାପା-ମା’, ପୁଅ…

ବାଲେଶ୍ବର: ପ୍ରେମ ଶାସ୍ବତ। ପ୍ରେମ ଅମର ବୋଲି ସମସ୍ତେ ଜାଣଛନ୍ତି। ହେଲେ ପ୍ରେମ ଅନାଥ ବୋଲି ଆପଣ କେବେ ଶୁଣିଛନ୍ତି କି? ଆପଣଙ୍କୁ ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ଆଶ୍ଚର୍ଯ୍ୟ ଲାଗିଲେ ବି ଏ କଥାଟି ସତ। ପ୍ରେମ ପାଇଁ ଆଜି ଏକ ପିଲା ଅନାଥ ହୋଇଯାଇଛି। ବାପା-ମାଆଙ୍କ ଅବୈଧ ପ୍ରେମ ପାଇଁ ଏକ କୁନି ପୁଅ…