Odisha Link
Bridging the Missing Links in Odisha
Browsing Tag

CHSE

ମାର୍ଚ୍ଚ ପହିଲାରୁ ଯୁକ୍ତ ୨ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ମାର୍ଚ୍ଚ ୧ ତାରିଖରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ୨ ତାରିଖ ଠାରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ସେହିପରି ମାର୍ଚ୍ଚ ୩ ତାରିଖ ଠାରୁ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ।…

ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା…

ଓଏଲ୍‌ ବ୍ୟୁରୋ : କରୋନା ମହାମାରୀକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ବିଦ୍ୟାଳୟରେ ମାସ୍କ ପିନ୍ଧିବାକୁ ପିଲାମାନଙ୍କୁ ପରାମର୍ଶ ଦିଆଯାଇଛି। ଏହା ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଘୋଷଣା କରାଯାଇଛି। ମାର୍ଚ୍ଚ ପହିଲାରୁ ଅନୁଷ୍ଠିତ ହେବ ଯୁକ୍ତ ଦୁଇ ପରୀକ୍ଷା। ଏକା ସମୟରେ କଳା, ବାଣିଜ୍ୟ,…

ଏପ୍ରିଲ ୨୮ରୁ +୨ ପରୀକ୍ଷା: ଏଥର କେମିତି…

ଓଏଲ୍‌ ବ୍ୟୁରୋ: ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ ୨ ବୋର୍ଡ ପରୀକ୍ଷା। କଳା, ବାଣିଜ୍ୟ, ବିଜ୍ଞାନ ଧନ୍ଦାମୂଳକ ବିଷୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେବେ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ପରିଷଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ଯେଉଊଁ ପ୍ରକାର…

CHSE ସାମ୍ନାରେ ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ। ଉଚିତ୍ ମୂଲ୍ୟାୟନ ଦାବିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଦେଇଛନ୍ତି ଛାତ୍ରୀ। ଯୁକ୍ତ ୨ ଏକ୍ସ ରେଗୁଲାର୍ ଡ୍ରପଆଉଟ୍ ଛାତ୍ରୀ ହାତ କାଟିଥିବା ନେଇ ଜଣାପଡିଛି। ଉଚିତ୍ ମୂଲ୍ୟାୟନ ଦାବି…

+୨ ରେଜଲ୍ଟକୁ ନେଇ ସିଏଚଏସଇ କାର୍ଯ୍ୟାଳୟ…

ଭୁବନେଶ୍ବର: ଯୁକ୍ତ୨ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ। ମନ ଇଚ୍ଛା ମାର୍କ ଦେଇ ଫେଲ୍ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ଏଥିସହ ସିଏଚଏସଇ କାର୍ଯ୍ୟାଳୟ ଘେରି ସିଏଚଏସଇ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି ଛାତ୍ରଛାତ୍ରୀ। ଗତବର୍ଷ ଯୁକ୍ତ ଦୁଇରେ କୌଣସି ପରୀକ୍ଷା ଦେଇନଥିବା ପିଲାମାନେ ଦଶମ…

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ…

ଭୁବନେଶ୍ବର: ବିନା ପରୀକ୍ଷାରେ ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଫଳ। ପୂର୍ବସୂଚନା ମୁତାବକି ଠିକ ଅପରାହ୍ନ ୧ଟାରେ ବିଧିବିଦ୍ଧ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଏହାସହ orissaresults.nic.in ୱେବସାଇଟ୍‌ରେ ମଧ୍ୟ ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ…

ଜୁଲାଇ ୩୧ରେ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ବର: କରୋନା କାଳରେ ବାହାରିବ ଯୁକ୍ତ ୨ ପରୀକ୍ଷା ଫଳ। ଜୁଲାଇ ୩୧ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ। ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଜୁଲାଇ ୩୧ ପରେ ପ୍ରକାଶ ପାଇବ କଳା ଏବଂ ଧନ୍ଦାମୂଳକ…

CHSE ପକ୍ଷରୁ ଆଡମିଟ୍ କାର୍ଡ ଡାଉନଲୋଡ…

ଭୁବନେଶ୍ୱର: ସିଏଚଏସଇ ପକ୍ଷରୁ ଆଡମିଟ୍ କାର୍ଡ ଡାଉନଲୋଡ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଠାରୁ ପ୍ରାକ୍ଟିକାଲ୍ ରେକର୍ଡ ଓ ପ୍ରୋଜେକ୍ଟ ରିପୋର୍ଟ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି। କୋଭିଡ ଗାଇଡଲାଇନ ପାଳନ କରିବକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ…

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ…

ଭୁବନେଶ୍ୱର: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ। ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି। ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି। ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ୍‌ ଭିତ୍ତିରେ ହେବ। ଏକ୍ସରେଗୁଲାର ପିଲାଙ୍କ…

ବାତିଲ୍ ହେଇପାରେ +୨ ପରୀକ୍ଷା, ଆଜି…

ଭୁବନେଶ୍ବର: ସିବିଏସ୍‌ଇ, ସିଆଇଏସ୍‌ସିଇ ବୋର୍ଡର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଗତକାଲି ବାତିଲ୍‌ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚକ୍ଷମତା ସମ୍ପର୍ଣ୍ଣ ମନ୍ତ୍ରୀସ୍ତରୀୟ ବୈଠକରେ ସିବିଏସ୍‌ଇ ପରୀକ୍ଷା ବାତିଲ୍‌ ନିଷ୍ପତ୍ତି ନିଆଯାଇଥିଲା। ପରୀକ୍ଷା ବାତିଲ କରିବାର…