Odisha Link
Bridging the Missing Links in Odisha
Browsing Tag

close

ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ଜାତୀୟ…

ପଟ୍ଟାମୁଣ୍ଡାଇ: ଆଜିଠୁ ୩ ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ବନ୍ଦ ରହିବ। ପ୍ରଜନନ ସମୟରେ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇଥାନ୍ତି ତେଣୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା।…

ଶନିବାର ଓ ରବିବାର ବନ୍ଦ ରହିବ…

ପୁରୀ: ଏଣିକି ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖ ଠାରୁ ଏହି କଟକଣା ଲାଗୁ ହେବ। ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମୁଖ୍ୟ…

ଶ୍ରୀମନ୍ଦିର ବନ୍ଦ ନେଇ ହୋଇପାରେ…

ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ହାର ହୁହୁ ହେଇ ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବନ୍ଦ ନେଇ ହୋଇପାରେ ନିଷ୍ପତ୍ତି। ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଚାଲିଛି। ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ…

ଆଜିଠୁ କୋଣାର୍କ ସମେତ ଏଏସଆଇ ନିୟନ୍ତ୍ରିତ…

ଭୁବନେଣ୍ବର: ଆଜି ଆଜିଠୁ କୋଣାର୍କ, ରାଜାରାଣୀ ଆଦି ପର୍ଯ୍ୟଟନ ସ୍ଥଳ ବନ୍ଦ। କରୋନା ସଂକ୍ରମଣ ଯୋଗୁଁ ସମସ୍ତ କୀର୍ତିରାଜିକୁ ବନ୍ଦ କଲା ଏଏସଆଇ। ଆସନ୍ତା ମେ ୧୫ ତାରିଖ ଯାଏଁ ବନ୍ଦ ରହିବ ଦେଶର ସମସ୍ତ ଏଏସଆଇ ନିୟନ୍ତ୍ରିତ କାର୍ତିରାଜୀ, ସାଇଟ୍ ଓ ମ୍ୟୁଜିଅମ୍। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା…

ଆସନ୍ତା ୧୭ ଯାଏଁ ଆଖଣ୍ଡଳମଣି ଦର୍ଶନ ବନ୍ଦ

ଭଦ୍ରକ: ଆରଡି ଆଖଣ୍ଡଳମଣି ମନ୍ଦିରରେ ଆସନ୍ତା ୧୭ ତାରିଖ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ଆଜି ଦିନ ୧୨ଟାରୁ ଆଖଣ୍ଡଳମଣିଙ୍କ ମନ୍ଦିର ଯିବାକୁ ବାରଣ କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଛନ୍ତି। ଆସନ୍ତା ୧୭ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ…

ଏସ୍‌ସିବି ନର୍ସିଂ କଲେଜ ବନ୍ଦ

କଟକ: ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ କରୋନା ଗ୍ରାଫ୍‌ ଉପରମୁହାଁ ରହୁଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ଭିତରେ ଆଜି ଏସ୍‌ସିବି ମେଡିକାଲ ନର୍ସିଂ କଲେଜକୁ ବନ୍ଦ କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ନର୍ସିଂ କଲେଜ ବନ୍ଦ ରହିବ। କରୋନା ସଂକ୍ରମଣ…

ତିନି ସପ୍ତାହ ପାଇଁ ପରିବା ହାଟ ବନ୍ଦ କଲା…

ଝାରସୁଗୁଡ଼ା: କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ୩ ସପ୍ତାହ ପାଇଁ ସାପ୍ତାହିକ ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୈନିକ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଗତ ରାତିରୁ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି। ଆଜି ସକାଳୁ ପରିବା…

ଆସନ୍ତା ରବିବାରଠୁ ବନ୍ଦ ରହିବ…

ଭୁବନେଶ୍ୱର: ଡରାଇଲାଣି କରୋନା କାୟା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ୁଥିବା ବେଳେ ରାଜ୍ୟରେ ଉପରମୁହାଁ ରହୁଛି କରୋନା ଗ୍ରାଫ୍। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ରବିବାରଠୁ ବନ୍ଦ ରହିବ ଶ୍ରୀମନ୍ଦିର। ଆସନ୍ତା ରବିବାର ଏପ୍ରିଲ ୪ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ସାନିଟାଇଜେସନ…

ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ମାସରେ ଲମ୍ବା ସମୟ ଧରି ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏପ୍ରିଲ ମାସରେ ବ୍ୟାଙ୍କଗୁଡ଼ିକ ପ୍ରାୟତଃ ୧୦ରୁ ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥି ମଧ୍ୟରୁ ୮ଟି ଛୁଟି ବିଭିନ୍ନ ପର୍ବପର୍ବାଣୀ ପାଇଁ ଥିବାବେଳେ ଅବଶିଷ୍ଟ ୬ଟି ଛୁଟି ୪ଟି ରବିବାର ଓ ୨ୟ ଓ ୪ର୍ଥ ଶନିବାର ଯୋଗୁଁ…

ବନ୍ଦ ହେଲା ବିଜୁ ଯୁବ ବାହିନୀ !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟ ବିଜୁ ଯୁବ ବାହିନୀ ବନ୍ଦ। ବିଜୁ ଯୁବ ବାହିନୀ ବନ୍ଦ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ବିଧାନସଭାରେ ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜୁ ଯୁବକ ବାହିନୀ ବନ୍ଦ ହୋଇଥିବା କହିଛନ୍ତି ମନ୍ତ୍ରୀ। ମନ୍ତ୍ରୀ ତୁଷାରକାନ୍ତି…