Odisha Link
Bridging the Missing Links in Odisha
Browsing Tag

Coach

ଓସିଏରେ ଆଜି ଯୋଗ ଦେବେ ୱାସିମ୍ ଜାଫର

ଭୁବନେଶ୍ବର: ଆଜି ଓସିଏ କାର୍ଯ୍ୟାଳୟରେ ଯୋଗ ଦେବେ ଓଡ଼ିଶା କ୍ରିକେଟ ଟିମ୍‌ର ନୂଆ ମୁଖ୍ୟ କୋଚ୍‌ ୱାସିମ ଜାଫର।ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର ଦୁଇଟି କ୍ରିକେଟ ସିଜନ୍‌ (୨୦୨୧-୨୨, ୨୦୨୨-୨୩) ଓଡ଼ିଶା ଦଳକୁ କୋଚିଂ ଦେବେ। ତାଙ୍କ ସହ ଚୁକ୍ତି କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)। ଶୁକ୍ରବାର…

ରବି ଶାସ୍ତ୍ରୀ ପୁଣି ଥରେ କୋଚ୍‌ ହେବା…

ମୁମ୍ବାଇ: ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ପଦ ବଜାୟ ରଖିଲେ ରବି ଶାସ୍ତ୍ରୀ। ଏନେଇ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଳ ଦେବ ମୁମ୍ବାଇରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। କପିଳ କହିଛନ୍ତି, ରବି ଶାସ୍ତ୍ରୀଙ୍କ ସମସ୍ତ ପ୍ରକାରର ପ୍ରଦର୍ଶନକୁ…

ଆଜି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନାମ…

ନୂଆଦିଲ୍ଲୀ: କିଏ ହେବ ଭାରତୀୟ ଦଳର କୋଚ୍? ସେ ନେଇ ବହୁ ଦିନରୁ ଚର୍ଚ୍ଚା ହେଉଛି। ଲାଗି ରହିଥିବା କଳ୍ପନା ଜଳ୍ପନା ଆଜି ସନ୍ଧ୍ୟାରେ ଶେଷ ହେବାକୁ ଯାଉଛି। କାରଣ ଆଜି ବିସିସିଆଇକୁ ନୂଆ କୋଚ୍ ମିଳିବେ। ଏହାସହ ସହଯୋଗୀ ଷ୍ଟାଫଙ୍କ ନମା ମଧ୍ୟ ଆଜି ଘୋଷଣା କରାଯିବ। ବିସିସିଆଇ ଏନେଇ ଟ୍ୱିଟ କରିଛି। ଆଜି ସଂଧ୍ୟା…

ମୁଁ ଟିମ୍‌ ଇଣ୍ଡିଆର କୋଚ୍‌ ହେବି, କିଏ…

ନୂଆଦିଲ୍ଲୀ: ଚର୍ଚ୍ଚାରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଗୋଟିଏ ପଟେ ବିସିସିଆଇ ଟିମ୍‌ ଇଣ୍ଡିଆ ପାଇଁ ନୂଆ କୋଚ୍‌ ସନ୍ଧାନରେ ଥିବାବେଳେ ଅପରପକ୍ଷେ ସୌରଭ ଗାଙ୍ଗୁଲି ଶୁକ୍ରବାର ଦିନ ଭବିଷ୍ୟତରେ ଭାରତୀୟ ଦଳର କୋଚ୍ ହେବା ପାଇଁ ଚାହୁଛନ୍ତି ବୋଲି କହିଛନ୍ତି। ହେଲେ ବର୍ତ୍ତମାନ ସମୟରେ ସେ…

ଟିମ୍‌ ଇଣ୍ଡିଆ କୋଚ୍‌ ଚୟନ କରିବ କପିଳ…

ନୂଆଦିଲ୍ଲୀ: ସରିଲା କ୍ରିକେଟ ମହାକୁମ୍ଭ। ବିଶ୍ବକପରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ବିସିସିଆଇ ଖୋଜୁଛି ନୂଆ କୋଚ୍। ତେବେ କିଏ ହେବ ଟିମଇଣ୍ଡିଆର କୋଚ୍ ? ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ଏଥର ପୁରା କୋଚ୍‌ ଚୟନ ପ୍ରକ୍ରିୟାର ଦାୟିତ୍ବ କପିଲ ଦେବଙ୍କ ନେତୃତ୍ବରେ ୩ ଜଣିଆ ପ୍ୟାନେଲ କରିବ। ତେବେ…