Odisha Link
Bridging the Missing Links in Odisha
Browsing Tag

Coal Scam

ନିର୍ବାଚନ ପୂର୍ବରୁ ଦିଲ୍ଲୀପ ରାୟଙ୍କୁ…

ଓଏଲ୍‌ ବ୍ୟୁରୋ: ଠିକ୍‌ ନିର୍ବାଚନ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ବଡ଼ ଆଶ୍ବସ୍ତି। ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ଶ୍ରୀ ରାୟଙ୍କୁ ମିଳିଛି ଆଶ୍ବସ୍ତି। ଆଜି ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏନେଇ ଖବର ସରବରାହ ସଂସ୍ଥା ପିଟିଆଇ…

ମମତାଙ୍କ ପୁତୁରାଙ୍କ ଘରେ ସିବିଆଇ ଟିମ୍

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍‌ରେ ସିବିଆଇ। କୋଇଲା ଦୁର୍ନିତୀ ମାମଲାରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ଆଜି ସିବିଆଇ ଟିମ୍ ପହଞ୍ଚିଛନ୍ତି। ସିବିଆଇ କୋଇଲା ଦୁର୍ନିତୀ ମାମଲାରେ ଅଭିଷେକଙ୍କ ଧର୍ମପତ୍ନୀ ରୁଜିରା ନରୁଲାଙ୍କୁ ପଚରାଉଚରା କରୁଛି।…

ଘୁଞ୍ଚିଲା ଦିଲୀପ୍ ରାୟଙ୍କ ଦଣ୍ଡ ଶୁଣାଣି

ଭୁବନେଶ୍ୱର: ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନେଇ ଆଜି ଦଣ୍ଡ ଶୁଣାଣି ହେବାର ଥିଲା। ମାତ୍ର କୋର୍ଟ ଦଣ୍ଡ ଶୁଣାଣିକୁ ଅକ୍ଟୋବର ୨୬କୁ ଘୁଞ୍ଚାଇଛନ୍ତି। ଅକ୍ଟୋବର ୨୬ ତାରଖ ଦିନ ଦିଲୀପ ରାୟଙ୍କ ସମେତ ଅନ୍ୟ ୩ ଦୋଷୀ ବି ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ…