Odisha Link
Bridging the Missing Links in Odisha
Browsing Tag

Cold

ଭାଇରାଲ ଫିଭରରେ କଲବଲ ଓଡ଼ିଶାବାସୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଦଳିବାରେ ଲାଗିଛି ପାଣିପାଗ। ଦିନରେ ପ୍ରବଳ ଖରା ହେଉଥିବା ବେଳେ ସକାଳୁ ଓ ରାତିରେ ହେଉଛି ଶୀତ ଅନୁଭୂତ। ଅନ୍ୟପଟେ ରାଜ୍ୟରେ ବଢ଼ି ଚାଲିଛି ଭାଇରାଲ ଫିଭର।ଯଦିଓ ଋତୁ ପରିବର୍ତ୍ତନ ବେଳେ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ କିନ୍ତୁ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଏପରି…

ଶୀତରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ…

ଭୁବନେଶ୍ବର: ଶୀତର ଚାଦରରେ ଆବରଣ ହୋଇ ରହିଛି ଓଡ଼ିଶା। ରାଜ୍ୟର ୬ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବାର ସୂଚନା ମିଳିଛି। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ, ଫୁଲବାଣୀରେ ୫.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ି ଠାରେ ରାତ୍ରି-ତାପମାତ୍ରା ୬.୫ ଡିଗ୍ରି…

ରାଜ୍ୟରେ ଶୀତର ଲହରି , ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟରେ ୮ଟା ଜିଲ୍ଲାକୁ ଶୀତର ଲହରି ଜାରି ରହିବାର ଆଶଙ୍କା ରହିଛି । ତେଣୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲାଗୁଡିକ ହେଉଛି- ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ, କନ୍ଧମାଳ ଓ ନବରଙ୍ଗପୁର। ୭ ତାରିଖ ସକାଳ ସୁଦ୍ଧା ୧୧…

୪ ଯାଏଁ ଶୀତରେ ଥରିବ ଓଡ଼ିଶା

ଭୁବନେଶ୍ୱର: ଶୀତରେ ଥରିବ ଓଡ଼ିଶା । ରାଜ୍ୟର ଅନେକ ସ୍ଥାନରେ କାଲୁଆ ପବନ ଥରାଉଛି। ୯ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସି ଆସିଥିବା ରେକର୍ଡ କରାଯାଇଛି । ପାଣିପାଗ ବିଭାଗର କହିବାନୁସାରେ, ଏଭଳି ଶୀତ ଲହରି ୪ ତାରିଖ ଯାଏଁ ଜାରି ରହିବ । ଅଧିକାଂଶ ସ୍ଥାନରେରେ ସର୍ବନିମ୍ନ…

ଶୀତ ପାଇଁ ସତର୍କତା ଜାରି କଲା…

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସି ଆସିଛି। ଦାରିଙ୍ଗବାଡ଼ି, ସୋନପୁର, କୋରାପୁଟ, ବଲାଙ୍ଗିର, ଭବାନୀପାଟଣା, ତାଳଚେର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଏବଂ ବାରିପଦାରେ ପାରଦ ୧୦ଡିଗ୍ରୀ ତଳେ ରହିଛି। ଆସନ୍ତା ୨ରୁ୩ ଦିନ…

ଶୀତରେ ଥରୁଛି ସାରା ଓଡ଼ିଶା, ୧୧ ଡିଗ୍ରୀ…

ଭୁବନେଶ୍ବର: କିଛିଦିନ ହେବ ରାଜ୍ୟରେ ଶୀତ ଲହରୀ ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଅଧିକ ସ୍ଥାନରେ ପ୍ରବଳରୁ ଅଧିକ ପ୍ରବଳ ଶୀତର ପ୍ରଭାବ ଜାରି ରହିଛି। ରାଜ୍ୟରେ ୧୧ ଡିଗ୍ରୀ ତଳେ ୧୧ ସହର ତାପାମତ୍ରା ରେକର୍ଡ଼ କରାଯାଇଛି। ୫.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର…

ରାଜ୍ୟରେ ୧୨ଟି ସହରର ତାପମାତ୍ରା ୧୫°…

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ୧୨ଟି ସହରର ତାପମାତ୍ରା ୧୫° ତଳେ ରହିଛି। ରାଜ୍ୟରେ ସୋନପୁର ଜିଲାରେ ସର୍ବାଧିକ ଶୀତ ପଡୁଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତରାତିରେ ସୋନପୁର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫୁଲବାଣୀ ଓ…

ରାଜ୍ୟରେ ଶୀତ ଲହରୀ

ଭୁବନେଶ୍ୱର: ବାତ୍ୟାା 'ନିଭାର' ପ୍ରକୋପରେ ରାଜ୍ୟରେରେ ପାଗ ମେଘୁଆ ରହିଛି। ପ୍ରାୟତଃ ସର୍ବୋଚ୍ଚ ତାପମାତ୍ରା ୨୫ରୁ ୨୮ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଛି। ଦିନବେଳା ଥଣ୍ଡା ପବନ ଯୋଗୁଁ ଭୀଷଣ ଶୀତ ମଧ୍ୟ ଅନୁଭୂତ ହେଉଛି। ଗତକାଲି ଦିନରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ୪-୫ ଡିଗ୍ରୀ କମ୍‌ ଥିଲା।…

ରାଜ୍ୟରେ ଶୀତ ଲହରୀ, ଦାରିଙ୍ଗବାଡ଼ିରେ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଧିରେ ଧିରେ ବଢ଼ୁଛି ଥଣ୍ଡାର ପ୍ରକୋପ। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଶୀତୁଆ ସ୍ଥାନ ପାଲଟିଛି। ଗତକାଲି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି। ୧୫ ଡିଗ୍ରୀ ତଳେ ରହିଛି ୧୩ଟି ସହର। ୯ ଡିଗ୍ରୀ ସହ…

ରାଜ୍ୟରେ ଶୀତର ଲହରୀ, ୫ଟି ସ୍ଥାନରେ…

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲାଣି ଶୀତର ଲହରୀ। ଏବେ ରାତିରେ ପାରଦ ଧୀରେ ଧୀରେ ଖସିବାରେ ଲାଗିଛି। ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ଡ଼ିଗ୍ରୀ ସେଲସିୟସ ତଳେ ରହିଥିବାବେଳେ ସୋନପୁରରେ…