Odisha Link
Bridging the Missing Links in Odisha
Browsing Tag

College

ଛାତ୍ରଛାତ୍ରୀଙ୍କ ସହିତ ରିଲ୍ସ କରିବେ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ୬ ମାସରୁ କମ୍‌ ସମୟ ରହିିଛି। ଏଥିପାଇଁ ଏବେଠୁ ସଜବାଜ ହେଲେଣି ବିଭିନ୍ନ ରାଜନୈତିକ ଦଳ। ଯୁବ ଭୋଟରଙ୍କୁ ନଜରରେ ରଖି ଶାସକ ଦଳରେ ଥିବା ବିଜୁ ଜନତା ଦଳ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ଥିବା ୨ ହଜାର କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ ରାଜ୍ୟ…

୧୦ରୁ ସମସ୍ତ ବିଶ୍ବବିଦ୍ୟାଳୟ, କଲେଜ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ କରୋନା ସଂକ୍ରମଣ। ୭ ମାସ ପରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭୦୩ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ରାଜ୍ୟ ସରକାରଙ୍କ ପାଇ ଚିନ୍ତାର ବିଷୟ ପାଲଟିଛି। ଏସବୁ ମଧ୍ୟରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ…

କେବେ ଖୋଲିବ ସ୍କୁଲ, କଲେଜ?

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ହେଲେ ଏବେ ବି ରାଜ୍ୟର ୧୦ ଜିଲ୍ଲାରେ କରୋନା ସଂକ୍ରମଣରେ ଲାଗିନି ବିରାମ। ଏସବୁ ମଧ୍ୟରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଛନ୍ତି ବଡ଼ ଘୋଷଣା। ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ରହିବ ବୋଲି ସେ…

ରାଜ୍ୟରେ ବନ୍ଦ ହେଲା ୨ଟି ଡିଗ୍ରି କଲେଜ

ଭୁବନେଶ୍ବର: ରାଜ୍ୟରେ ବନ୍ଦ ହେଲା ଦୁଇଟି ଡିଗ୍ରି କଲେଜ। କଲେଜ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଦୁଇଟି ଡିଗ୍ରି କଲେଜକୁ ବନ୍ଦ କରାଯାଇଛି। ବନ୍ଦ ହୋଇଥିବା ଦୁଇଟି କଲେଜ ହେଲା, ବାଲେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନରେ ଥିବା କେନ୍ଦୁଝର ଜିଲ୍ଲା ଯୋଡ଼ା…

ଜୁନ ୧ରୁ ଅନଲାଇନ କ୍ଲାସ ଆରମ୍ଭ

ଭୁବନେଶ୍ବର: ଗ୍ରୀଷ୍ମ ଅବକାଶ ପରେ ଜୁନ୍ ୧ରୁ ଖୋଲିବ କଲେଜ ଓ ବିଶ୍ୱ ବିଦ୍ୟାଳୟ। ଛାତ୍ରଛାତ୍ରୀମାନେ କ୍ଳାସ୍‌ ପାଇଁ କଲେଜ ଓ ବିଶ୍ୱ ବିଦ୍ୟାଳୟ ଆସିବେ ନାହିଁ। କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅନଲାଇନରେ କ୍ଲାସ କରିବେ। ଅନଲାଇନ କ୍ଲାସ ନେବେ ଅଧ୍ୟାପକ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା…

୫ ବର୍ଷ ଯାଏଁ ଖୋଲିବନି ନୂଆ କଲେଜ

ଭୁବନେଶ୍ବର: ରାଜ୍ୟରେ ମାଳ ମାଳ ଘରୋଇ କଲେଜ। ଦିନକୁ ଦିନ ରାଜ୍ୟରେ ଛତୁ ଫୁଟିଲା ପରି ଘରୋଇ କଲେଜ ଖୋଲିବାରେ ଲାଗିଛି। ଏସବୁ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସିଛି ବଡ଼ ଖବର। ଆବଶ୍ୟକ ଭିତ୍ତିଭୂମି ନ ଥାଇ ଘରୋଇ କଲେଜ ଖୋଲୁ ଥିବାରୁ ୨୦୨୫-୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ନୂତନ ଡିଗ୍ରି ଓ…

IGIT କଲେଜରେ ଗୋଷ୍ଠୀ ସଂଙ୍ଘର୍ଷ

କାମାକ୍ଷାନଗର: ସରାଙ୍ଗ IGIT କଲେଜରେ ଗୋଷ୍ଠୀ ସଂଙ୍ଘର୍ଷ। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ କଲେଜରେ ଉତ୍ତେଜନା ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଶେଷ ବର୍ଷର ଛାତ୍ରଙ୍କ ଆକ୍ରମଣରେ ତୃତୀୟ ବର୍ଷ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଫୁଟବଲ ଖେଳକୁ ନେଇ ଦୁଇ ଛାତ୍ର…

‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ କଲେ…

ଭୁବନେଶ୍ୱର: ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏଥିସହ ‘ମୋ କଲେଜ’ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ‘ମୋ କଲେଜ’ ଅଭିଯାନରେ ରାଜ୍ୟର ସମସ୍ତ କଲେଜ ସହ…

ଆସନ୍ତା କାଲି ରାଜ୍ୟର ସମସ୍ତ କଲେଜ ଓ…

ଭୁବନେଶ୍ବର: ଆସନ୍ତା କାଲି ବନ୍ଦ ରହିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ। କଂଗ୍ରେସର ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତା କାଲି ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟକୁ ବନ୍ଦ କରାଯାଇଛି। ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା…

ଆଜିଠୁ +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ…

ଭୁବନେଶ୍ୱର: କରୋନା ମହାମାରୀ ଦୀର୍ଘ ଦିନ ହେବ କଲେଜ ବନ୍ଦ ରହିଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ହାର ଧିରେ ଧିରେ ହ୍ରାସ ପାଇବା କାରଣରୁ ଏବେ ସବୁ ସ୍କୁଲ କଲେଜ ଖୋଲିବାକୁ ଲାଗିଛି। ଆଜିଠୁ କଲେଜ ଯିବେ ଛାତ୍ରଛାତ୍ରୀ। ଆଜିଠୁ +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ। ଗତ ସୋମବାର…