Odisha Link
Bridging the Missing Links in Odisha
Browsing Tag

commit suicide

ଗୃହରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ…

ଭୁବନେଶ୍ବର: ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ। ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି। ମଣ୍ଡି ସମସ୍ୟା ପାଇଁ ସେ ଆତ୍ମହତ୍ୟାର ଧମକ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ବିଧାୟକ କହିଛନ୍ତି। ଦୀର୍ଘଦିନ ହେବ ମଣ୍ଡିରେ ଧାନ…

ସ୍କୁଲ ଫି ପାଇଁ ଜୀବନ ହାରିଲେ ଛାତ୍ରୀ,…

ମାଲକାନଗିରି: ସ୍କୁଲ ଫି ପାଇଁ ଜୀବନ ହାରିଲେ ଛାତ୍ରୀ। ଏପରି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୬୨ ଗାଁରେ। ସ୍ଥାନୀୟ ଏମଭି-୬୮ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ଫି ଦେଇନପାରି ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ହେଲେ ଏମଭି-୬୨…

ଶିଶୁପୁତ୍ରକୁ ବିକ୍ରି କରି ଆତ୍ମହତ୍ୟା…

ମାଲାକାନଗିରି: ଅର୍ଥ ଅଭାବରୁ ଶିଶୁପୁତ୍ରକୁ ବିକ୍ରି କରି ଆତ୍ମହତ୍ୟା କଲା ବାପା। ଦାରିଦ୍ର୍ୟତାର ଏଭଳି ଦାରୁଣ ରୂପ ଦେଖିବାକୁ ମଳିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଅଞ୍ଚଳରେ। ୪ ମାସର ଶିଶୁପୁତ୍ରକୁ ବିକ୍ରି କରି ଦୁଃଖରେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଛନ୍ତି ଅସହାୟ ବାପା।…

ଦେହରେ ନିଆଁ ଲଗାଇ ଥାନାରେ ପଶିଲେ ଯୁବକ

ପାଲଲହଡ଼ା: ନିଜ ଦେହରେ ନିଆଁ ଲଗାଇ ପାଲଲହଡ଼ା ଥାନା ଭିତରକୁ ପଶିଗଲା ଜଣେ ଯୁବକ। ଆହାତ ଯୁବକଙ୍କୁ ଉଦ୍ଧାର କରି ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଉକ୍ତ ଯୁବକ ଜଣଙ୍କ ମାନସିକ ବିକୃତି ଥିବା ପୁଲିସ କହିଛି। ପ୍ରେମ ବ୍ୟାପାର ପାଇଁ ଉକ୍ତ ଯୁବକ ଜଣଙ୍କ ଏହି କାଣ୍ଡ ଘଟାଇଥିବା ସୂଚନା ମିଳିଛି। ଖବର…

ତାରାଙ୍କ ଆତ୍ମ ହତ୍ୟା ଧମକ

ଭୁବନେଶ୍ବର: ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଏହି ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବେ। ତାରା ବାହିନୀପତି ବେକ କାଟିଦେବେ ବୋଲି ଧମକ ଦେଇଛନ୍ତି। ସୂଚନାଯୋଗ୍ୟ, ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ରାଜ୍ୟରେ ୟୁପି ସ୍କୁଲ…

ଆତ୍ମହତ୍ୟା କଲେ କରୋନା ସନ୍ଦିଗ୍ଧ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ପାଇଁ ଏବେ ସାରା ବିଶ୍ବ ଭୟଭୀତ। କରୋନା ଭୟରେ ଜଣେ ସନ୍ଦିଗ୍ଧ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଦିଲ୍ଲୀର ଜଣେ ବ୍ୟକ୍ତି କରୋନା ସନ୍ଦେହରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସେ…

ପୁଅ-ଝିଅଙ୍କୁ ହତ୍ୟା କରି ଟ୍ରେନ ଆଗକୁ…

ନୂଆଦିଲ୍ଲୀ: ପୁଅ-ଝିଅଙ୍କୁ ହତ୍ୟା କରି ନିଜେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ବାପା। ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀ ଶାଲୀମାର ବାଗ୍‌ ଅଞ୍ଚଳରେ। ସୂଚନାଯୋଗ୍ୟ, ୪୪ବର୍ଷୀୟ ମଧୁର ମଲାନୀ ନାମକ ଯୁବକ ତାଙ୍କର ଦୁଇ ପୁଅ-ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା…