କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ,…
ଓଏଲ୍ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହାପୂର୍ବରୁ ଆଜି ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ବିଜେଡି ସମେତ ୩୧ଟି ରାଜନୈତିକ ଦଳର ନେତା ଯୋଗ ଦେଇଥିଲେ । ଏଥିରେ ବିରୋଧୀ ଦଳମାନେ ମୂଲ୍ୟବୃଦ୍ଧି, ବେକାରୀ, ଚୀନ୍…