Odisha Link
Bridging the Missing Links in Odisha
Browsing Tag

Corona positive

ବଡ଼ ଖବର: ଓଡ଼ିଶାକୁ ଫେରିଲା କରୋନା; ଦେଶରେ…

ଓଏଲ୍‌ ବ୍ୟୁରୋ: କରୋନାର ନୂଆ ଭାରିଆଣ୍ଟ JN.1 ଭାରତରେ ଦ୍ରୁତ ସଂକ୍ରମଣ କରୁଛି। ଏସବୁ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ପରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଡିସେମ୍ବର ମାସର ପ୍ରଥମ କୋରୋନା ସଂକ୍ରମିତ ଚିହ୍ନଟ। ଦେଶରେ ଗତ ୨୪ ଘଣ୍ଟାରେ ୪୨୩ ପଜିଟିଭ ବାହାରିଲେ।।ମୋଟ…

ଚୀନରୁ ଆସିଥିବା ବ୍ୟକ୍ତି କରୋନା ପଜିଟିଭ…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନରେ କରୋନା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶ୍ବର ଆଉ କିଛି ଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଚୀନର ବେଜିଂ ସହର ସହିତ ଛୋଟବଡ଼ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ତେବେ ଏସବୁ ମଧ୍ୟରେ ଚୀନରୁ ଫେରିଥିବା ଜଣେ ଯୁବକ…

ବିଲ୍‌ ଗେଟ୍‌ସ୍‌ଙ୍କୁ କରୋନା

ଓଏଲ୍‌ ବ୍ୟୁରୋ: ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍‌ ଗେଟ୍‌ସଙ୍କୁ କରୋନା। ଏନେଇ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ପରେ ବିଲ୍‌ ଗେଟ୍‌ସ ନିଜକୁ ଆଇସୋଲେଟ୍‌ କରି ଦେଇଥିବା କହିଛନ୍ତି। ସେ ଆହୁରି କହିଛନ୍ତି ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। ଯେପର୍ଯ୍ୟନ୍ତ…

ରଥଖଳା: ବାୟୋ ବବଲରେ ବି ପଶିଲା କରୋନା,…

ପୁରୀ: କରୋନା ପଜିଟିଭ ଚିହ୍ନଟ ହେବା ପରେ ରଥଖଳାକୁ ବାୟୋ ବବଲରେ ପରିଣତ କରା ଯାଇଥିଲା। ହେଲେ ବାୟୋ ବବଲ ଜାରି ହେବା ପରେ ମଧ୍ୟ ଶନିବାର ରଥଖଳାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବିକ, ପଜିଟିଭ ମଧ୍ୟରେ ଜଣେ ସହଯୋଗୀ ମହାରଣା ଓ ଜଣେ ଭୋଇ ସେବାୟତ…

ଅଶୋକ ଗେହଲଟଙ୍କୁ କରୋନା

ରାଜସ୍ଥାନ: ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। https://twitter.com/ashokgehlot51/status/1387619126462402564…

ଜୁଏଲ୍ ଓରାମ୍‌ଙ୍କୁ କରୋନା

ଭୁବନେଶ୍ବର: ସାଂସଦ ଜୁଏଲ୍ ଓରାମ୍‌ଙ୍କୁ କରୋନା। ଜୁଏଲ୍ ଓରାମ୍‌‌ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ…

ଦିତ୍ବୀୟ ଥର କରୋନା ପଜିଟିଭ ହେଲେ…

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପାଙ୍କୁ କରୋନ। କରୋନା ଭାଇରସ୍ ପରିସ୍ଥିତିକୁ ନେଇ ଏକ ଜରୁରୀ ବୈଠକର ଅଧ୍ୟକ୍ଷ ହେବାର କିଛି ଘଣ୍ଟା ପରେ ୟେଦୁରପ୍ପା କୋଭିଡ ପରୀକ୍ଷା କରିଥିଲେ। ଆଠ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ୟେଦୁରପ୍ପା। ୟେଦୁରପ୍ପାଙ୍କୁ…

ଚିନ୍ତା ବଢାଇଲା କୁମ୍ଭମେଳା: ୭୦୦୦ରୁ…

ଡେରାଡୁନ: କାୟା ମେଲାଉଛି ମହାମାରୀ କରୋନା। ଦେଶରେ ହୁହୁ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରୁ ସ୍ଥିତି ସଂଘାତିକ ହୋଇ ପଡିଛି। କୁମ୍ଭମେଳାରେ ସାଧାରଣ ଲୋକ ଏବଂ ସେଠାକୁ ଆସିଥିବା ସନ୍ଥମାନେ କରୋନା ନିୟମି ଫୁ…

ମୋହନ ଭାଗବତଙ୍କୁ କରୋନା

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ କରୋନା ପଜିଟିଭ୍। ଆରଏସଏସ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଗତକାଲି ସେ କରୋନାରେ ସଂକ୍ରମିତ ହେବା ପରେ ନାଗପୁରର କିଙ୍ଗଜଓ୍ୱେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ପଜିଟିଭ ହେବା ପୂର୍ବରୁ ତାଙ୍କ ପାଖରେ ଲକ୍ଷଣ…

ପୁଣି ଭୀମସାରରେ କରୋନା ପଜିଟିଭ ଚିହ୍ନଟ

ସମ୍ୱଲପୁର: ପୁଣି ବୁର୍ଲା ଭୀମସାରରେ କରୋନା। କିଛିଦିନର ବିରତି ପରେ ପୁଣି ଭୀମସାରକୁ ଫେରିଛି କରୋନା। ଏଠାରେ ଥିବା କାର୍ଡିଓଲୋଜି ବିଭାଗର ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣ ବଢିବା ଆଶଙ୍କା କରି ୱାର୍ଡକୁ ବିଶୋଧନ କରାଯାଇଛି। ଏହାସହ ତୁରନ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ…