Odisha Link
Bridging the Missing Links in Odisha
Browsing Tag

corona

ଟିକାକରଣକୁ ବର୍ଷେ

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭୂତାଣୁରେ କଲବଲ ସାରା ବିଶ୍ବ। ଏହି ମହାମାରୀକୁ ମାତ୍‌ ଦେବା ପାଇଁ ବର୍ତ୍ତମାନ ପ୍ରମୁଖ ଅସ୍ତ୍ର ସାଜିଛି ଟିକା। ଆଉ ଏହାକୁ ଗୁରୁତ୍ବ ଦେଇ ଠିକ୍‌ ବର୍ଷକ ତଳେ ସାରା ଦେଶରେ ଟିକାକରଣ ଆରମ୍ଭ କରିଥିଲେ ସରକାର। ଯାହା ଏକବର୍ଷ ପୂର୍ତ୍ତି ହୋଇଛି। ମହାମାରୀ କରୋନାକୁ ମାତ୍‌…

ଜାନୁଆରୀ ୧୭ରୁ ଏମ୍ସ ଓପିଡି ବନ୍ଦ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ରାଜ୍ୟ ସରକାର କଡ଼ାକଡ଼ି କରିଛନ୍ତି କଟକଣା। ଏପରିକି ଅଧିକ ଗୁରୁତର ସ୍ବାସ୍ଥ୍ୟ ଖରାପ ନହେଲେ ରୋଗୀମାନଙ୍କୁ ମେଡିକାଲ ନଆସିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏସବୁ ମଧ୍ୟରେ ଜାନୁଆରୀ ୧୭ ତାରିଖରୁ…

ପ୍ରତିରକ୍ଷା ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। କରୋନାର କରାଳ ରୂପରେ ବିଶ୍ବବାସୀ କଲବଲ ହେଉଥିବା ବେଳେ ଏବେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଆଜି ଅପରାହ୍ନରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।…

ରାଜ୍ୟରେ ଓମିକ୍ରନ୍‌ ସଂଖ୍ୟା ୫୦ ପାର,…

ଭୁବନେଶ୍ବର: ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌। ଦିନକରେ ରାଜ୍ୟରେ ଆଉ ୨୪ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧୮ ସାମ୍ପଲର ଜେନମ୍‌ ସିକ୍ବେନ୍ସିଂ ପରେ ୨୪ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୫…

୧୦ ଦିନ ମଧ୍ୟରେ କୋଭିଡ ହସ୍‌ପିଟାଲ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ…

ରାଜଧାନୀକୁ ଫେରିଲା ସପ୍ତାହନ୍ତ କଟକଣା

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ। କିଛିଦିନର ଅନ୍ତର ପରେ ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ରାଜଧାନୀ ଦିଲ୍ଲୀରେ ଫେରିଛି ସପ୍ତାହନ୍ତ କଟକଣା। ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ବୃଦ୍ଧିପାଉଥିବାରୁ ଏହା ଉପରେ ରୋକ ଲଗାଇବାକୁ ଆଜି ଦିଲ୍ଲୀ…

ରାଜଧାନୀରେ ବୃଦ୍ଧି ପାଇଲା କଣ୍ଟେନମେଣ୍ଟ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇଲା କଣ୍ଟେନମେଣ୍ଟ୍‌ ଜୋନ୍‌ ସଂଖ୍ୟା। ମଙ୍ଗଳବାର ବମିଖାଲ ଜୟଦୁର୍ଗା ନଗର ଓ ଭିଏଏସ୍‌ଏସ୍‌ ନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ଆଜି କସମପଲିସର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମସି। ଗତକାଲି ୨ଟି ସ୍ଥାନ କୁ ଘୋଷଣା…

ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ବର: ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଏଣ୍ଟ୍ରି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରକୁ ପୁଣିଥରେ ଫେରିଲା କଣ୍ଟେନମେଣ୍ଟ ଜୋନ୍। ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମସି। ବମିଖାଳ ଜୟଦୁର୍ଗା ଅଞ୍ଚଳରେ ଥିବା ପ୍ଲଟ୍‌ ନଂ ୧୩୦୩/ ୧୩୦୪ ଅଞ୍ଚଳରୁ ଏକାଧିକ…

ଭାରତରେ ଓମିକ୍ରନ୍‌ର ଶତକ, ଚିନ୍ତାରେ…

ନୂଆଦିଲ୍ଲୀ: ସାରା ବିଶ୍ବକୁ ଘାରିଛି ଓମିକ୍ରନ୍‌ ଚିନ୍ତା। ବିଶ୍ବର ୯୧ଟି ଦେଶରେ ଓମିକ୍ରନ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏସବୁ ମଧ୍ୟରେ ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି। ଦେଶର ୧୧ଟି ରାଜ୍ୟରୁ ୧୦୧ ଜଣଙ୍କ ନିକଟରେ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି। କରୋନାର ନୂଆ…

ଲୋକସେବା ଭବନରେ କରୋନା, ୧୫ ଜଣ କର୍ମଚାରୀ…

ଭୁବନେଶ୍ବର: ଲୋକସେବା ଭବନରେ କରୋନାର ଏଣ୍ଟ୍ରି। କୋଭିଡର ନୂଆ ଭାରିଏଣ୍ଟ 'ଓମିକ୍ରନ'କୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏଥିପାଇଁରାଜ୍ୟ ସରକାର ୨ ଦିନ ପାଇଁ ଏହି ବିଭାଗର କାର୍ଯ୍ୟାୟକୁ ବନ୍ଦ କରିଛନ୍ତି। ଯାହାଫଳରେ…