Odisha Link
Bridging the Missing Links in Odisha
Browsing Tag

Covi-19

ଜନ୍ମଦିନ ପାଳିବେନି ସୋନିଆ, ଜାଣନ୍ତୁ…

ନୂଆଦିଲ୍ଲୀ: ନିଜ ଜନ୍ମଦିନ ପାଳିବେ ନାହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ କରୋନା ଭୂତାଣୁର ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। ସୋନିଆ ଡିସେମ୍ବର ୯ରେ ୭୪ ବର୍ଷରେ ପାଦ ଦେଉଛନ୍ତି। ଦିଲ୍ଲୀର…

କୋଭିଡ ହସ୍ପିଟାଲରୁ ବାପାଙ୍କ ପତ୍ତା…

ଢେଙ୍କାନାଳ :ପୁଣି କୋଭିଡ ପରିଚାଳନାକୁ ନେଇ ଏପରି ସାଂଘାତିକ ଅଭିଯୋଗ ଆସିଛି । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାରଦା ଗାଁର ଦୁର୍ଯ୍ୟୋଧନ ବେହେରାଙ୍କର ଗତ ସେପ୍ଟେମ୍ବର ୨୯ ତାରିଖରେ କୋଭିଡ ପଜିଟିଭ ରିପୋର୍ଟ ଆସିଥିଲା। ତାପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେଲେ। ପ୍ରଥମେ ଢେଙ୍କାନାଳ…

ଜନଆନ୍ଦୋଳନରେ ସାମିଲ ହେବା ପାଇଁ…

ଭୁବନେଶ୍ୱର କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗୁରୁବାର ଶୁଭାରମ୍ଭ ହୋଇଥିବା ଏକ ଜନଆନ୍ଦୋଳନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ସାମିଲ ହୋଇ ଓଡ଼ିଶାବାସୀଙ୍କୁ ଏହି ଜନଆନ୍ଦୋଳନରେ ସାମିଲ ହେବାକୁ ନିବେଦନ କରିଛନ୍ତି । ମାସ୍କକୁ ସଠିକ୍ ଭାବରେ…

ସାନିଟାଇଜର ପିଇଦେଲେ କରୋନା ଆକ୍ରାନ୍ତ,…

କାନପୁର: ଉତ୍ତରପ୍ରଦେଶରେ ଜଣେେ କରୋନା ଆକ୍ରାନ୍ତ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଡାକ୍ତରମାନେ ତାଙ୍କୁ କରୋନା ଚିକିତ୍ସା ସହ ବିଷାକ୍ତ ସାନିଟାଇଜରର ଚିକିତ୍ସା ବି କରୁଛନ୍ତି। କାନପୁର ଦେହାତ ଅନ୍ତର୍ଗତ ସରସୁଆଲ ଆଇସୋଲେସନ୍‌ ସ୍ବାର୍ଡରେ ଏହି…