Odisha Link
Bridging the Missing Links in Odisha
Browsing Tag

covid vaccine

ବୁଷ୍ଟର ଡୋଜ୍ ଭାବେ ମଞ୍ଜୁର ହୋଇଥିବା…

ଓଏଲ୍‌ ବ୍ୟୁରୋ : ଚୀନରେ ବଢୁଥିବା କରୋନା ମହାମାରୀ ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ଭାରତ ସରକାର ମହାମାରୀ ପାଇଁ ଦେଶ ବାସୀଙ୍କୁ ସତର୍କ ରହିବା ପାଇଁ ଉଦ୍ବୋଧନ ଦେଇଥିଲେ। ପୂର୍ବରୁ କରୋନାର ମୁକାବିଲା ପାଇଁ ୩ଟି ସ୍ତରରେ ଟୀକାକରଣ କରାଯାଉଥିବାବେଳେ ଶେଷ ଡୋଜ ବୁଷ୍ଟର ଡୋଜ ଭାବେ ଦିଆଯାଉଥିଲା।…

ଟିକା ନେଇ ନଥିଲେ ଚାକିରିରୁ ବିଦା !

ନୂଆଦିଲ୍ଲୀ: ଏଣିକି ଟିକା ନନେଲେ ହେବେ ଚାକିରିରୁ ବିଦା। ଏପରିକି କରୋନା ଟିକା ନେବାକୁ ବାଧ୍ୟତାମୂଳକ କରିଛି ଆଲ୍ଫାବେଟ୍‌ ଆଇଏନସି ଗୁଗୁଲ । ଯେଉଁ କର୍ମଚାରୀମାନେ କରୋନା ଟିକାର ଡୋଜ୍ ନେଇ ନଥିବେ, ସେମାନଙ୍କର ଦରମା କାଟ କରିବା ସହ ଗୁଗୁଲ ସେମାନଙ୍କୁ ଚାକିରିରୁ ବିଦା କରିବାକୁ ନିଷ୍ପତ୍ତି ନେଇଛି।…

ରାଜ୍ୟରେ ପହଁଞ୍ଚିଲା ସାଢ଼େ ୯ ଲକ୍ଷ…

ଭୁବନେଶ୍ବର: ରାଜ୍ୟରେ ପହଁଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା। ଗତକାଲି ଅର୍ଥାତ୍‌ ଗୁରୁବାର ମଧ୍ୟ ୧ ଲକ୍ଷ କୋଭିସିଲ୍‌ଡ ଟିକା ଆସିଥିବା ବେଳେ ୧ ଲକ୍ଷ ୮୨ ହଜାର କୋଭାକ୍ସିନ ଟିକା ଭୁବନେଶ୍ୱରରେ ପହଞ୍ଚିଥିଲା। କୋଭିସିଲ୍‌ଡ ଓ କୋଭାକ୍ସିନ ପହଞ୍ଚିବା ପରେ ଏବେ ରାଜ୍ୟରେ ସ୍ୱାଭାବିକ ହେବ…

ଟିକା ନନେଲେ ସୁବିଧା ରଦ୍ଦ!

ଭୁବେନେଶ୍ବର: ରେଜିଷ୍ଟ୍ରେସନ କରି ଟିକା ନନେଲେ ହରାଇବେ ଯାବତୀୟ ସୁବିଧା। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ଏସିଏସ। ସବୁ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ତାଗିଦ କରିବାକୁ ଜିାଲ୍ଲାପାଳଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆ ଯାଇଛି। ଏହା ସହିତ ରେଜିଷ୍ଟ୍ରେସନ କରି…

ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନର…

ନୂଆଦିଲ୍ଲୀ: ସାରା ଦେଶରେ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ। ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଶୁଭ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କୋଭିଡ୍ ଯୁଦ୍ଧରେ ପ୍ରୟୋଗ ହେବ ବ୍ରହ୍ମାସ୍ତ୍ର। ଆଜି ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟ ଟିକାକରଣ। ସକାଳ…

ଟିକା କରଣର ଶୁଭାରମ୍ଭ ନିମନ୍ତେ ପ୍ରସ୍ତୁତ…

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ କୋଭିଡ୍‌-୧୯ ଟିକାକରଣର ଶନିବାର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି ।ଟିକାକରଣ ନିମନ୍ତେ ରାଜଧାନୀରେ ୬ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ…

ଆମେରିକାରେ ଆଜିଠୁ ଟିକାକରଣ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ଠାରୁ ବତ୍ରୀବା ପାଇଁ ବିଭିନ୍ନ ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ ଫଳପ୍ରଦ କରୋନା ଟିକା ବିକଶିତ କରିବାରେ ଲାଗିଛନ୍ତି। ଏଥିସହ ସବୁ ଦେଶ ନିଜ ନାଗରିକମାନଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ଦିଗରେ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ଆଜି ଆମେରିକୀୟମାନଙ୍କର…

ଟିକାକରଣ ପାଇଁ ତତ୍ପର ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ମାଧ୍ୟମରେ କୋଭିଡ ମୁକାବିଲାର ସମୀକ୍ଷା କରି ରାଜ୍ୟର କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇପାରିଛି ।…

ଆଉ କିଛି ସପ୍ତାହ ପରେ ଟିକା: ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ: ଦୀର୍ଘ ନଅ ମାସ ପରେ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିଲେ ବି କିଛି ସ୍ଥାନ ମାନଙ୍କରେ ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି। ହେଲେ ଏହାରି ଭିତରେ ଆସିଛି ଏକ ଭଲ ଖବର। ଆସନ୍ତା କିଛି ସପ୍ତାହରେ କରୋନା ଟିକାକୁ ମିଳିପାରେ ଅନୁମତି। ଜରୁରୀକାଳିନ ବ୍ୟବହାର ପାଇଁ…

କୋଭିଡ୍ ଟିକା ନେଇ ବଢ଼ିଲା ଆଶା

ନୂଆଦିଲ୍ଲୀ: ଆମେରିକାର ଔଷଧ ନିର୍ମାତା ସଂସ୍ଥା ’ମଡ଼ର୍ଣା’ ଦ୍ବାରା ପ୍ରସ୍ତୁତ କୋଭିଡ଼ ଟିକା ୯୪.୫% ପ୍ରଭାବଶାଳୀ ବୋଲି ଦାବି କରିଛି କମ୍ପାନୀ। କମ୍ପାନୀର ଏହି ଘୋଷଣା ଟିକା ଆଶାକୁ ବଢ଼ାଇ ଦେଇଛି। ଖୁବ୍ ଶୀଘ୍ର ଏହି ଟିକା ବଜାରକୁ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିବା ସମ୍ବାଦ ସରବରାହ ସଂସ୍ଥା…