Odisha Link
Bridging the Missing Links in Odisha
Browsing Tag

Covid Warrior

ରାଜ୍ୟରେ ଟିକା ନେଇନାହାଁନ୍ତି ୨ ଲକ୍ଷ…

ଭୁବନେଶ୍ୱର: କରୋନାକୁ ମାତ୍‌ ଦେବାକୁ ରାଜ୍ୟରେ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ ଉପରେ ସରକାର ଜୋର ଦେଉଥିବା ବେଳେ କରୋନା ବିପକ୍ଷ ଲଢେଇରେ ସାମିଲ ସମ୍ମୁଖ ଯୋଦ୍ଧା ଏଯାଏଁ ଟିକା ନେଇନଥିବା ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ଏଯାଏଁ ଟିକା ନେଇନାହାଁନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା।…

୬୯୪୪ ଜଣିଆ ତାଲିକରେ ଆପଣ ନାହାନ୍ତି!

ଭୁବନେଶ୍ବର: କରୋନାର ଦ୍ବିତୀୟ ଜୁଆରରେ ରାଜ୍ୟର ୧୫ ସରିକି ସାମ୍ବାଦିକ ପ୍ରାଣ ହରାଇବା ପରେ ଆଜି ସରକାରଙ୍କ ନିଦ ଭାଙ୍ଗିଛି। ରାଜ୍ୟର ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଏ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଅବଶ୍ୟ ଧନ୍ୟବାଦ ଦେବା। କିନ୍ତୁ ଏ ଘୋଷଣାରେ…

କୋଭିଡ୍‌ ଯୋଦ୍ଧାଙ୍କୁ କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ: କୋଭିଡ୍‌ ଯୋଦ୍ଧାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଉପହାର। ଦେଶରେ କୋଭିଡ୍ ଯୋଦ୍ଧା ଭାବେ ଆଗଧାଡିରେ ଲଢୁଥିବା ବ୍ୟକ୍ତିଙ୍କ ପିଲାଙ୍କ ପାଇଁ ଏମବିବିଏସ ରେ ୫ ଟି ସିଟ୍ ସଂରକ୍ଷିତ ରଖାଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ…

ଦିବଙ୍ଗତ ସାମ୍ବାଦିକ ତାରିଣୀ ପାଢ଼ୀଙ୍କ…

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରେ ‘ପ୍ରମେୟ ଓଡ଼ିଆ’ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢ଼ୀ କରୋନା ଆକ୍ରାନ୍ତ ହୋଇ ଗତ ସେପ୍ଟେମ୍ବର ୨୯ ରେ ଭୁବନେଶ୍ୱରସ୍ଥିତ କିମସ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା…

କରୋନାରେ ଚାଲିଗଲେ କରୋନା ଯୋଦ୍ଧା

କଟକ: କରୋନାରେ ଚାଲିଗଲେ କରୋନା ଯୋଦ୍ଧା। କଟକରେ ସିଏମସିର କୋଭିଡ କଣ୍ଟ୍ରୋଲ ରୁମ ଇନଚାର୍ଜଙ୍କର କରୋନା ସଂକ୍ରମଣରେ ଆଜି ମୃତ୍ୟୁ ହୋଇଛି। ମୃତ ସିଏମସି ଅଧିକାରୀ ହେଉଛନ୍ତି ବିଶ୍ୱନାଥ ଲେଙ୍କା। କରୋନା ଡ୍ୟୁଟିରେ ଥିବା ବେଳେ ସେ କରୋନା ଭୂତାଣୁର ସଂକ୍ରମିତ ହୋଇଥିଲେ। ଗତ ୧୫ ଦିନ ଧରି ସେ କଟକର ଅଶ୍ୱିନୀ…

ବିଜେଡି କାର୍ଯ୍ୟାଳୟରେ କୋଭିଡ୍…

ଭୁବନେଶ୍ବର: କରୋନା ମହାମାରୀର ଘଡିସନ୍ଧି ମୁହୂର୍ତ୍ତରେ ନିଜ ଘର ପରିବାରକୁ ଭୁଲି ତ୍ୟାଗ ଓ ସମର୍ପଣ ମନୋଭାବ ଘେନି ଦିନ ରାତି ଅନବରତ ଭାବେ ଡ଼ାକ୍ତର, ପାରାମେଡ଼ିକାଲ୍ କର୍ମଚାରୀ, ପୋଲିସ୍, ଅଙ୍ଗନବାଡ଼ି ଓ ଆଶା କର୍ମୀ ଆଦି କୋଭିଡ୍ ଯୋଦ୍ଧାମାନେ ନିଜ ଶ୍ରମ ଦାନ କରିଚାଲିଛନ୍ତି। ସେମାନଙ୍କ ଏହି…

କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ବିଗିଡ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି କରୋନା ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା କଲା ସାରା ଓଡ଼ିଶା। ଯେଉଁମାନେ ମହାମାରୀ ମୁକାବିଲାରେ ନିଜ ପ୍ରାଣବଳୀ ଦେଇଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବାକୁ…

କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ…

ଭୁବନେଶ୍ବର: ମହାମାରୀ କରୋନା ସଙ୍କଟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ଖୁସି ଖବର। କୋଭିଡ୍‌ ହସ୍‌ପିଟାଲ୍‌ରେ କାର୍ଯ୍ୟରତ ଡାକ୍ତର,ପାରାମେଡିକାଲ ଷ୍ଟାଫ ଓ ନର୍ସଙ୍କୁ ମିଳିବ ପ୍ରୋତ୍ସାହନ ରାଶି।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। କୋଭିଡ୍‌ ହସ୍‌ପିଟାଲ୍‌ରେ…