Odisha Link
Bridging the Missing Links in Odisha
Browsing Tag

cow-critically-injured-after-bomb-laid

ଗାଈ ପାଟିରେ ଫୁଟିଲା ବୋମା

ଖଲ୍ଲିକୋଟ: ବୋମା ଖାଇ ଗାଈ ଗୁରୁତର। ଏହି ଅଭାବନୀୟ ଘଟଣାଟି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେନ୍ଦୁପାଟ ଗାଁରେ ଘଟିିଛି। ବିଲରେ ଚରୁଥିବା ବେଳେ ବୋମାଟିକୁ ଗାଈ ଚୋବାଇ ଦେଇଥିଲା । ସୂଚନା ଅନୁସାରେ, କେନ୍ଦୁପାଟ ଗାଁର କିଛି ଦୁର୍ବୃତ୍ତ ନିୟମିତ ଭାବେ ବାର୍‌ହା ଶିକାର କରିବା ପାଇଁ ବିଲରେ…