Odisha Link
Bridging the Missing Links in Odisha
Browsing Tag

Crime News

ଅର୍ଚ୍ଚନା ନାଗ ମାମଲା: କୋର୍ଟରେ ହାଜର…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ହନିଟ୍ରାପର ଅର୍ଚ୍ଚନା ନାଗ କୋର୍ଟରେ ହାଜର ହୋଇଛନ୍ତି। ଲେଡି ବ୍ଲାକମେଲର ମାମଲାରେ ଜୋରଦାର ତଦନ୍ତ କରୁଛି ଇଡି। ପୋଲିସର କଡା ସୁରକ୍ଷା ଭିତରେ ଝାରପଡା ଜେଲ୍ରୁ ଅର୍ଚ୍ଚନା ନାଗକୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ହେଵା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି…

ରିମାଣ୍ଡରେ ମ୍ୟାଡାମ୍‌ ଶର୍ମିଷ୍ଠା ଓ…

ଓଏଲ୍‌ ବ୍ୟୁରୋ: ୫ ଦିନିଆ ରିମାଣ୍ଡରେ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନ୍‌ର…

ବନ୍ଧା ହେଲେ ମ୍ୟାଡାମ୍‌ ଶର୍ମିଷ୍ଠା

ଓଏଲ୍‌ ବ୍ୟୁରୋ: ସରିଲା ଦୀର୍ଘ ଦିନର ଲୁଚକାଳି ଖେଳ। ଶେଷରେ ବନ୍ଧା ହେଲେ ମ୍ୟାଡାମ୍‌ ଶର୍ମିଷ୍ଠା ରାଉତ୍। ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ ପୋର୍ଟାଲ ମୁଖ୍ୟ ଶର୍ମିଷ୍ଠା ରାଉତଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଆଜି ସକାଳୁ କ୍ରାଇମବ୍ରାଞ୍ଚ ଟିମ୍‌ ଓ…

ଘରେ ପଶିଲେ ଗୁଳି ଚଳାଇଲେ: ସ୍ବାମୀ ମୃତ,…

ଓଏଲ୍‌ ବ୍ୟୁରୋ: ଗୁଳିକାଣ୍ଡରେ ଚାଲିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁରର ରାଜଗଡ଼ରେ ଘଟିଛି ଗୁଳିକାଣ୍ଡ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଭ ଅରବିନ୍ଦ ମିଶ୍ର ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…