Odisha Link
Bridging the Missing Links in Odisha
Browsing Tag

CRUT

କାଲିଠୁ ସମସ୍ତ ରୁଟରେ ଗଡ଼ିବ “ମୋ…

ଭୁବନେଶ୍ୱର: ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା। ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍। ସାରା ରାଜ୍ୟରେ ଆଜିଠୁ ସପିଙ୍ଗମଲ, ସିନେମା ହଲ୍,ପାର୍କ, ସହ ସବୁ ଦୋକାନ ବଜାର ଖୋଲିବାକୁ ଯାଉଛି। କୋଭିଡ୍ କଟକଣା ମଧ୍ୟରେ ଏସବୁ ଖୋଲିବାକୁ ଅନୁମତି ମିଳିଛି। ଏଥିସହିତ…

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ମୋ ବସ୍

ଭୁବନେଶ୍ବର: ଆଜିଠୁ ସବୁ ରୁଟରେ ଗଡ଼ିଲା ମୋ ବସ୍। କରୋନା ମହାମାରୀ ପାଇଁ ଲକଡାଉନ୍ ବେଳେ ଏହି ସେବା ବନ୍ଦ ଥିବା ବେଳେ ଲକଡାଉନ୍ ଖୋଲିବା ପରେ ଆଶିଂକ ଭାବରେ ମୋ ବସ୍ ସେବା ଗୋଟିଏ ଗୋଟିଏ ରୁଟରେ ଚାଲୁଥିଲା। ଏବେ କରୋନା ସଂକ୍ରମଣ କମି ଥିବାରୁ ସବୁ ରୁଟରେ ବସ ଚଳାଚଳ ଆରମ୍ଭ ହୋଇଛି। କରୋନା କାରଣରୁ ୧୪୪ଟି…

ଏପ୍ରିଲ ସୁଦ୍ଧା ରାଜଧାନୀରେ ଗଡିବ ୫୦ଟି…

ଭୁବନେଶ୍ବର: ଏପ୍ରିଲ ପ୍ରଥମ ସପ୍ତାହରୁ ରାଜଧାନୀରେ ଗଡିବ ବିଦ୍ୟୁତ ଚାଳିତ ବସ୍। ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜଧାନୀରେ ବିଦ୍ୟୁତ୍ ଚାଳିତ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଏହି ବିଦ୍ୟୁତ୍ ଚାଳିତ ବସ୍ ଗୁଡିକର ଚାର୍ଜ ପାଇଁ ଗାଡକଣା ନିକଟରେ ଏକ ବିଦ୍ୟୁତ୍ ସବ୍…

କାଲିଠୁ ୮ଟି ରୁଟ୍‌ରେ ଚାଲିବ ‘ମୋ…

ଭୁବନେଶ୍ବର: ଏଣିକି ପୂର୍ବ ପରି ସବୁ ଦିନ ଚଳଚଳ କରିବ 'ମୋ ବସ୍'। ଏନେଇ କ୍ରୁଟ‌ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଅଧିକ ଡିମାଣ୍ଡ ଥିବା ୮ ଗୋଟି ରୁଟ୍‌ରେ ଚଳାଚଳ କରିବ 'ମୋ ବସ୍'। ରୁଟ୍‌ ନମ୍ବର ୧୧, ୧୬, ୧୮, ୨୦,୨୩, ୨୪,୨୫, ୩୩ରେ 'ମୋ…

ରାଜଧାନୀରେ ଆଜିଠୁ ଗଡିବ ବିଦ୍ୟୁତ ଚାଳିତ…

ଭୁବନେଶ୍ବର: ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ପରୀକ୍ଷାମୂଳକ ଭାବେ ଗଡିବ ବିଦ୍ୟୁତ୍‌ ଚାଳିତ ବସ୍। ପ୍ରଥମ ପର୍ଯ୍ୟାୟରେ ଗଡିବ ଦୁଇଟି ବସ୍‌। ଏହି ବସ୍‌ ହାଇଦରାବାଦରୁ ଅଣାଯାଇଛି। ବିନା ଯାତ୍ରୀରେ ବସ୍‌ ୧୦ ଦିନ ବିଭିନ୍ନ ରୁଟ୍‌ରେ ଗଡିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବସ୍‌ରେ ଯାତ୍ରୀଙ୍କ…

ଭୁବନେଶ୍ବର ‘ମୋ ବସ୍‌’…

ଲକ୍ଷ୍ନୌ: ଭୁବନେଶ୍ବରରେ ଚାଲୁଥିବା 'ମୋ ବସ୍‌' ସେବାକୁ ମଳଳିଛି ଦେଶର ଶ୍ରେଷ୍ଟ ସହରାଞ୍ଚଳ ବସ୍‌ ସେବା ପ୍ରକଳ୍ପ ସମ୍ମାନ। ଲକ୍ଷ୍ନୌ ଠାରେ କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ତିନିଦିନିଆ ସହରାଞ୍ଚଳ ଯାତାୟତ ସମ୍ମିଳନୀ(Urban Mobility India Conference)ରେ…

ଏଣିକି ପୁରୀକୁ ଗଡ଼ିବ ‘ମୋ…

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ 'ମୋ ବସ୍' ଯୋଜନାକୁ ପୁରିଲା ଏକ ବର୍ଷ। ମୋ ବସ୍‌କୁ ଏକ ବର୍ଷ ପୂର୍ତ୍ତି ଉପଳକ୍ଷେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ‘ମୋ ବସ’ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ମୋ ବସ…