Odisha Link
Bridging the Missing Links in Odisha
Browsing Tag

Curfew

ରାଜଧାନୀରେ ୬ ଦିନ ଲକ୍‌ଡାଉନ୍‌, ଘୋଷଣା…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ବିଶେଷ କରି ମୁମ୍ବାଇ, ଦିଲ୍ଲୀ ଭଳି ସହରରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନେଇଛନ୍ତି ବଡ଼ ପଦକ୍ଷେପ। ଦିଲ୍ଲୀରେ ଏକ ସପ୍ତାହର ଲକ୍‌ଡାଉନ୍ ଲଗାଇଛନ୍ତି ସରକାର। ଆଜି…

ଜଗତସିଂହପୁର ବଜାରରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର: ଆଜିଠୁ ସାରା ଓଡ଼ିଶାରେ ନାଇଟ କର୍ଫ୍ୟୁ ଲାଗୁ। ଜଗତସିଂହପୁର ଜିଲ୍ଲାର ବଜାର ଅଞ୍ଚଳରେ ନାଇଟ କର୍ଫ୍ୟୁ ସମୟରେ ୧୪୪ ଧାରା ଜାରି କରାଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏଁ ୧୪୪ ଲାଗୁ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜଗତସିଂହପୁର ଓ ପାରାଦୀପ ପୌରପାଳିକା ସହ ଅନ୍ୟ ବଜାର ପାଇଁ ଏହି…

ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଗୁ ହେଲା ସପ୍ତାହନ୍ତ କର୍ଫ୍ୟୁ। ସପ୍ତାହନ୍ତ କର୍ଫ୍ୟୁ ଲାଗୁ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ସପ୍ତାହନ୍ତ କର୍ଫ୍ୟୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ…

ଟ୍ରମ୍ପ ସମର୍ଥକଙ୍କ ଲଙ୍କାକାଣ୍ଡ,…

ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା ଜାରି ରହିଛି। ପୁଣି ଥରେ ଟ୍ରମ୍ପ ସମର୍ଥକମାନେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଆନ୍ଦୋଳନ କରିଛନ୍ତି। ଆମେରିକାର କ୍ୟାପିଟାଲ ବିଲ୍ଡିଂ ବାହାରେ ଏବଂ ହ୍ୱାଇଟ ହାଉସ ବାହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

ଜୁନ୍‌ ୩୦ ରାତିରୁ ଜୁଲାଇ ୨ ପର୍ଯ୍ୟନ୍ତ…

ପୁରୀ: ଆଗକୁ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। କରୋନା ସଙ୍କଟ ମଧ୍ୟରେ ସୁରୁଖୁରରେ ସରିଯାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଏବେ ସମସ୍ତଙ୍କ ନଜର ବାହୁଡ଼ା ଯାତ୍ରା ଉପରେ। କିଭଳି ବାହୁଡ଼ା ଯାତ୍ରା ସୁରୁଖୁରୁରେ ହୋଇ ପାରିବ ସେ ନେଇ ଚାଲିଛି ପ୍ରସ୍ତୁତି। ବାହୁଡା ଓ ସୁନାବେଶ ପାଇଁ ପୁରରୀରେ ନୂଆ କଟକଣା…

ରଜ ପାଇଁ ଆଜି ରାତି ୧୦ ଯାଏଁ କର୍ଫ୍ୟୁ…

ଭୁବନେଶ୍ୱର: ଆଗକୁ ଆସୁଛି ରଜ। ସେଥିପାଇଁ ଆଜି ରାଜ୍ୟରେ ରଜ ପାଇଁ ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବ। ରଜ ପର୍ବକୁ ନଜରରେ ରଖି ଶୁକ୍ରବାର ରାତିର କର୍ଫ୍ୟୁକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସନ୍ଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ। ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ଶୁକ୍ରବାର…

ସିଏଏ ସଚେତନତା ରାଲିରେ ହିଂସାକାଣ୍ଡ,…

ଝାରଖଣ୍ଡ: ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷରେ ଝାରଖଣ୍ଡର ଲୋହାରଡାଗାରେ ଚାଲିଥିବା ରାଲିରେ ବ୍ୟାପକ ହିଂସାକାଣ୍ଡ ସହ ପୋଡ଼ା ଜଳା ଦେଖିବାକୁ ମିଳିଛି। ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋହାରଡାଗାରେ ଆଜି କର୍ଫ୍ୟୁ ଜାରି କରାଯାଇଛି। ଜିଲ୍ଲାପାଳ ଆକାଂକ୍ଷା ରଞ୍ଜନ କହିଛନ୍ତି, ସ୍ଥିତିକୁ…

ଗୌହାଟୀରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍‌…

ଗୌହାଟୀ: ଗୋଟିଏ ପଟେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିତର୍କ ଚାଲିଥିବା ବେଳେ ଅନ୍ୟପଟେ ଆସାମରେ ତୀବ୍ର ବିରୋଧ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଲ ବିରୋଧରେ ସ୍ୱର ଉଠୁଥିବା ବେଳେ ଧିରେଧିରେ ଏହି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟସଭାରେ ବିଲ ନେଇ ବିତର୍କ ଯେତିକି ଜୋର ହେଉଛି…