Odisha Link
Bridging the Missing Links in Odisha
Browsing Tag

currency note

ରାଜରାସ୍ତାରେ ଟଙ୍କା ବିଡ଼ା

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ପଡ଼ିରହିଛି ଟଙ୍କା ବିଡ଼ା। ଭୁବନେଶ୍ବର ଗଙ୍ଗନଗର ରାସ୍ତା ଉପରେ ପଡ଼ିରହିଛି ୫ ଶହ ଟଙ୍କିଆ ବଣ୍ଡଲ୍। ରାସ୍ତା ଉପରେ ପଡିଛି ୩ ଗୋଟି ୫ଶହ ଟଙ୍କିଆ ନୋଟ୍‌ ବଣ୍ଡଲ୍। ଏହି ନୋଟ୍‌ ବଣ୍ଡଲ୍ କାହାର ଏପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।

ଆକାଶରୁ ବର୍ଷିଲା ଟଙ୍କା, ଦେଖନ୍ତୁ ଭିଡିଓ

କୋଲକାତା: ଆକାଶରୁ ଟଙ୍କା ବର୍ଷିବା କଥାଟି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ। ଆକାଶରୁ କେମିତି ଟଙ୍କା ବର୍ଷା ହେଲା ଏହା ଆପଣ ଭାବୁଥିବେ। କୋଲକାତାରେ ଏଭଳି ଟଙ୍କା ବର୍ଷା ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ଆକାଶରୁ ୨ ହଜାର, ୫୦୦ ଓ ୧୦୦ ଟଙ୍କିଆ ନୋଟ ବର୍ଷା…