Odisha Link
Bridging the Missing Links in Odisha
Browsing Tag

Cuttack Baliyatra

ନଭେମ୍ବର ୨୭ରୁ କଟକ ବାଲିଯାତ୍ରା;…

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏ ଅନୁଷ୍ଠିତ ହେବ। ତେବେ ଆହରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା। ଏନେଇ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା କହିଲେ ମେୟର।…

ମହାନଦୀରେ ବୁଡ଼ିଗଲେ ବ୍ୟବସାୟୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏସବୁ ମଧ୍ୟରେ ମହାନଦୀରେ ଘଟିଛି ଅଘଟଣ। ବାଲିଯାତ୍ରା ପଡ଼ିଆ ତଳ ମହାନଦୀରେ ଗାଧୋଇବା ବେଳେ ବୁଡ଼ି ଜଣେ ବ୍ୟବସାୟୀ ନିଖୋଜ ହୋଇଥିବା ସୂଚନା ମିଳିଛି। ନିଖୋଜ ଯୁବକ ହେଉଛନ୍ତି ବିହାର…

ଆଜିଠୁ ବାଲିଯାତ୍ରା : ପ୍ଲାଷ୍ଟିକ୍‌ ବୋତଲ…

କଟକ: ଆଜିଠୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ଚଳଚଞ୍ଚଳ କଟକ ବାଲିଯାତ୍ରା ପଡ଼ିଆ। ପୂର୍ବରୁ ବେପାରୀଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ଆଜିଠୁ ଲୋକଙ୍କ ଗହଳି ଦେଖିବାକୁ ମିଳିବ। ଦୋକାନ, ବଜାର ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଏଥିପାଇଁ ପ୍ରସ୍ତୁତି…

ବାଲିଯାତ୍ରା: ଭିଡ଼ ଦେଖି ଟ୍ୱିଟ୍ କଲା…

କଟକ: ଗତକାଲି ଥିଲା ରବିବାର। ଏଥିପାଇଁ ଛୁଟିଦିନରେ ଐତିହାସିକ ବାଲିଯାତ୍ରା ଦେଖିବା ପାଇଁ ପଡ଼ିଆରେ ଜମିଥିଲା ପ୍ରବଳ ଭିଡ଼। ଏଇ ଭିଡ଼କୁ ସମ୍ଭାଳିବାକୁ କମିାନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ହେଲେ ଭିଡ଼ ଏତେ ମାତ୍ରାରେ ହୋଇଥିଲା ଯେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଏକ ଟୁଇଟ ଜାରି…

ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ

କଟକ: ଆସନ୍ତାକାଲି ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋର୍‌ଦାର୍‌ ପ୍ରସ୍ତୁତି କରାଯାଉଛି। ବାଲିଯାତ୍ରା ପଡ଼ିଆରେ ଷ୍ଟଲ ନିର୍ମାଣ କାମ ଜାରି ରହିଥିବାବେଳେ କେତେଜଣ ବ୍ୟବସାୟୀ ଦୋଳ…