Odisha Link
Bridging the Missing Links in Odisha
Browsing Tag

Cuttack DCP

ସୁସ୍ଥ ପରେ ରିମାଣ୍ଡରେ ଯିବ ହାଇଦର:…

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା। ୭ ଦିନିଆ ରିମାଣ୍ଡରେ ଯିବା ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଛି ହାଇଦର। କରୋନାରୁ ସୁସ୍ଥ ହେବା ପରେ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ ବୋଲି କଟକ ଡିସିପି କହିଛନ୍ତି। କଟକ ଡିସିପି କହିଛନ୍ତି ଯେ, ବର୍ତ୍ତମାନ ହାଇଦର ଚୌଦ୍ୱାର ଜେଲ ଆଇସୋଲେସନ…

ହାଇଦର ଫେରାର ପଛରେ ସଲ୍ଲୁ ସାମିଲ:…

କଟକ: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ କାହାର ହାତ ରହିଛି ସେ ନେଇ ସୂଚନା ଦେଇଛନ୍ତି କଟକ ଡିସିପି। ହାଇଦର ଫେରାର ପଛରେ ସହଯୋଗୀ ସଲ୍ଲୁର ହାତ ଥିବା ବେଳେ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ନେଇ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି।…

କଟକ କାଳୀପୂଜାକୁ ନେଇ କଟକଣା ଜାରି

କଟକ: କଟକରେ ଦୁର୍ଗା ପୂଜା ଭଳି କରୋନା କଟକଣା ଭିତରେ ଆୟୋଜିତ ହେବ କାଳୀ ପୂଜା। କଟକ କାଳୀପୂଜାକୁ ନେଇ କଟକଣା ଜାରି କରିଛନ୍ତି ଡିସିପି ପ୍ରତୀକ ସିଂ। କଟକରେ କାଳୀପୂଜାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିସିପି। ସେ କହିଛନ୍ତି ଯେ, ପୂଜା ବେଳେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୫୦ ଅଫିସର…

କଟକରେ ବାଣ ଦୋକାନୀଙ୍କୁ ଅନୁମତି

କଟକ: କଟକରେ ବାଣ ଦୋକାନୀଙ୍କୁ ଅନୁମତି। ଦୀପାବଳୀ ପାଇଁ ବାଣ ବିକ୍ରି କରିପାରିବେ ବାଣ ଦୋକାନୀ। ଦୁର୍ଗାପୂଜା ଭଳି କୋଭିଡ କଟକଣା ମଧ୍ୟରେ ପାଳନ ହେବ କାଳୀ ପୂଜା। କାଳୀ ପୂଜା ଓ ଦୀପାବଳୀ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। କାଳୀ ପୂଜା ଓ ଦୀପାବଳୀ ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୫୦…

କଟକ ନାବାଳିକା ଦୁଷ୍କର୍ମ ଘଟଣା, ଗିରଫ…

କଟକ: କଟକ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଦୁଇ ଜଣ ହିଁ ଅଭିଯୁକ୍ତ। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ। ଡିସିପି ପ୍ରତୀକ୍ ସିଂ କହିଛନ୍ତି ଯେ, ଦୁଇ ଅଭିଯୁକ୍ତ ଏବଂ…

ଦେବୀ ଦୁର୍ଗାଙ୍କୁ ନେଇ ଫେସ୍‌ବୁକ୍‌ରେ…

କଟକ: କରୋନା କଟକଣା ଭିତରେ ଦୁର୍ଗାପୂଜାକୁ ମିଳିଛି ସର୍ତ୍ତମୂଳକ ଅନୁମତି। ମାଆଙ୍କ ପ୍ରତିମାର ଉଚ୍ଚତା ସହ ମଣ୍ଡପରେ ଆବଦ୍ଧ ପୂଜାକୁ ନେଇ କୋର୍ଟରେ ମାମଲା ଥିବାବେଳେ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ କରାଯାଇଛି।…