Odisha Link
Bridging the Missing Links in Odisha
Browsing Tag

Cuttack

ହୋଲିରେ ରାସାୟନିକ ରଙ୍ଗ ବିକିଲେ ଫସିବେ

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର। ହୋଲିର ପର୍ବକୁ ଆଖି ଆଗରେ ରଖି ଖୋଲିଛି ରଙ୍ଗ ଦୋକାନ। ଯେଉଁଠି ଭଳିକି ଭଳି ରଙ୍ଗ ବେରଙ୍ଗର ଜିନିଷ ଦେଖିବାକୁ ମିଳୁୁଛି। ଏସବୁ ମଧ୍ୟରେ କଟକ ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। କଟକ ସହରରେ ହୋଲିରେ କୌଣସି…

କଟକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ପାଖରେ…

ଓଏଲ୍ ବ୍ୟୁରୋ : କଟକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ପାଖରେ ଅଗ୍ନିକାଣ୍ଡ ହୋଇଥିବା ଖବରରୁ ଜଣା ପଡିଛି। ଘଟଣା ସ୍ଥଳରେ ନିଆଁ ଲିଭାଇବାକୁ ୨ଟି ଦମକଳ ବାହିନୀ ପହଁଚିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର ସମ୍ମୁଖୀନ ହୋଇ ୨ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।…

କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳାରୁ…

ଓଏଲ୍‌ ବ୍ୟୁରୋ : କାଲି ଶ୍ୱାସଜନିତ ସମସ୍ୟା ପାଇଁ ବାଲେଶ୍ୱରର ଜଣେ ରୋଗୀ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। କଟକ ଏସସିବି ମେଡିକାଲର ପୁରୁଣା ମେଡିସିନ୍ ୱାର୍ଡରେ ତାଙ୍କର ମୃତ୍ୟୁ ହୋଇଛି। ଚିକିତ୍ସା ଅଭାବରୁ…

ମାଆ ଓ ପୁଅ ମୃତ୍ୟୁ ଘଟଣାରେ ଗିରଫ ହେଲେ…

ଓଏଲ୍‌ ବ୍ୟୁରୋ : କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ଗତକାଲି ମାଆ ଏବଂ ପୁଅର ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଘର ଭିତରୁ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ମୃତ ମହିଳାଙ୍କ ଶିଶୁଙ୍କ ତଣ୍ଟିକଟାଯାଇ ମାରିଦିଆଯାଇଥିବା ସନ୍ଦେହ କରାଯାଉଥିଲା। ଏହି ଘଟଣାକୁ ନେଇ…

ସାମ୍ନାକୁ ଆସିଲା ମୃତ ମହିଳା ଶିଳ୍ପୀଙ୍କ…

ଓଏଲ୍‌ ବ୍ୟୁରୋ : କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ମାଆ ଏବଂ ପୁଅର ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଘର ଭିତରୁ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ମୃତ ମହିଳାଙ୍କ ଶିଶୁଙ୍କ ତଣ୍ଟି କଟାଯାଇ ମାରି ଦିଆଯାଇଥିବା ସନ୍ଦେହ କରାଯାଉଥିଲା। ତେବେ ଏହାକୁ ନେଇ…

‘ଜ୍ୱାଇଁ ନିର୍ଯାତନା ଦେଉଥିବାରୁ…

ଓଏଲ୍‌ ବ୍ୟୁରୋ : କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ମାଆ ଏବଂ ପୁଅର ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଘର ଭିତରୁ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ମୃତ ମହିଳାଙ୍କ ଶିଶୁଙ୍କ ତଣ୍ଟିକଟାଯାଇ ମାରିଦିଆଯାଇଥିବା ସନ୍ଦେହ କରାଯାଉଥିଲା। ମୃତ ମହିଳାଙ୍କ ମାଆ ଝିଅର…

ମୁକୁଳା ଡ୍ରେନରେ ପଡି ଶିଶୁ ମୃତ

ଓଏଲ୍‌ ବ୍ୟୁରୋ : ଗୁଡ଼ି ଉଡାଉ ଉଡାଉ ପଡିଗଲେ ମୁକୁଳା ଡ୍ରେନରେ ଆଉ ଚାଲିଗଲା ଶିଶୁର ଜୀବନ। ଏପରି ହୃଦୟ ବିଦାରକ ଘଟଣା ଗତକାଲି ସିଲିଭର ସିଟି କଟକରେ ଘଟିଥିବା ଜଣା ପଡିଛି। ମୁକୁଳା ଡ୍ରେନରେ ପଡି ଯାଇଥିବା ୯ ବର୍ଷର ଶିଶୁକୁ ପରିବାର ଲୋକେ ଉଦ୍ଧାର କରି ମେଡିକାଲ ନେବା ବେଳକୁ ଡାକ୍ତର ମୃତ ଘୋଷଣା…

୫ ମାସ ପରେ ନିଖୋଜ ନନ୍ଦ କିଶୋରଙ୍କ ହାଡ…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ନନ୍ଦ କିଶୋର ବେହେରା ନିଖୋଜ ଘଟଣା ସାମ୍ନାକୁ ଆସିଛି। ଚନ୍ଦକା ଜଙ୍ଗଲରୁ ୫ ମାସ ପରେ ନନ୍ଦ କିଶୋରଙ୍କ ହାଡ କଙ୍କାଳ ସହ ଡ୍ରେସ୍ ଏବଂ କିଛି ଟଙ୍କା ଉଦ୍ଧାର କରାଯାଇଛି। ମିଳିଥିବା ତଥ୍ୟ ଅନୁସାରେ ଚିହ୍ନଟ କଲେ ପରିବାର ଲୋକେ। ନିଖୋଜ ୭୦ ବର୍ଷୀୟ ବୃଦ୍ଧ ନନ୍ଦ କିଶୋରଙ୍କୁ…

କାଲି କଟକରେ ଦିନ ୨ଟା ପରେ ସମସ୍ତ…

ଓଏଲ୍‌ ବ୍ୟୁରୋ : ଆସନ୍ତା ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ଯାହାକୁ ନେଇ ଆସନ୍ତା କାଲି ହକି ବିଶ୍ୱକପ ଉଦ୍ଘାଟନୀ ଉତ୍ସବ। କଟକ ବାରବାଟୀରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବର ଭିଡକୁ ନଜରରେ ରଖି କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ନେଇ ସୂଚନା ମିଳିଛି।…

ଜାନୁଆରୀ ପହିଲାରୁ କଟକରେ ପଶିବନି…

ଓଏଲ୍‌ ବ୍ୟୁରୋ: ପୁରୁଷ ହକି ବିଶ୍ବକପ୍‌ ୨୦୨୩ର ଉଦଘାଟନୀ ସମାରୋହ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଜାନୁଆରୀ ପହିଲାରୁ ଅସନ୍ତା ୧୨ ତାରିଖ ଯାଏଁ କଟକ ରାସ୍ତାରେ ଗଡିବନି ଭାରୀଯାନ।…