ଦାଦା ସାହେବ୍ ଫାଲ୍କେ ସମ୍ମାନ ପାଇବେ…
ମୁମ୍ବାଇ: ବଲିୁଉଡ ଜଗତର ବାଦ୍ଶାହା ତଥା ସମସ୍ତଙ୍କ ପ୍ରିୟ ବିଗ୍ ବି ସୁପରଷ୍ଟାର ଅଭିନତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍ ଫାଲ୍କେ। ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ…