Odisha Link
Bridging the Missing Links in Odisha
Browsing Tag

Daringbadi

ଶୀତରେ ଥରୁଛି କନ୍ଧମାଳ

କନ୍ଧମାଳ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ବଦଳିଛି ପାଗ। ଆଉ ରାଜ୍ୟରେ ବିଭିନ୍ନ ଅଞ୍ଚଳକୁ ଫେରିଛି ଶୀତ। ବିଶେଷକରି ରାଜ୍ୟର କନ୍ଧମାଳ ଜିଲ୍ଲାରେ ବଢ଼ିଛି ଶୀତର ପ୍ରକୋପ। ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ି ସମେତ ବାଲିଗୁଡ଼ା, କ.ନୂଆଗାଁ , ବେଲଘର, ତୁମୁଡ଼ିବନ୍ଧ, କୋଡ଼ଗଡ଼ ଅଞ୍ଚଳରେ ବଢ଼ିଛି ଶୀତ।…

ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି: ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ଶୀତ ବେଶି ଅନୁଭୂତ ହୋଇନଥିଲା। ଏବେ ବଦଳିଛି ପାଣପାଗ। ଆଉ ଜାଡ଼ରେ ଥରୁଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି। କେବଳ ଦାରିଙ୍ଗବାଡ଼ି ନୁହେଁ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଶୀତ ବଢ଼ିବାରେ ଲାଗିଛି। ଦାରିଙ୍ଗବାଡ଼ିରେ ସୋମବାର ୧୦ ଡିଗ୍ରୀ ସେଲସିଅସ ତାପମାତ୍ରା…

ରାଜ୍ୟରେ ଶୀତ ଲହରୀ, ଦାରିଙ୍ଗବାଡ଼ିରେ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଧିରେ ଧିରେ ବଢ଼ୁଛି ଥଣ୍ଡାର ପ୍ରକୋପ। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଶୀତୁଆ ସ୍ଥାନ ପାଲଟିଛି। ଗତକାଲି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି। ୧୫ ଡିଗ୍ରୀ ତଳେ ରହିଛି ୧୩ଟି ସହର। ୯ ଡିଗ୍ରୀ ସହ…

ଦାରିଙ୍ଗିବାଡ଼ି ଘାଟିରେ ଲାଖି ରହିଲା…

ବ୍ରହ୍ମପୁର: ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା ଦାରିଙ୍ଗିବାଡ଼ି ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣା ହୋଇଛି। ତେବେ ଗାଡିଟି ଘାଟି ତଳକୁ ଖସି ନଥିବାବେଳେ ଘାଟି ଉପରେ ଝୁଲି ରହିଥିବାର ଦେଖିବାକୁ ମିଳିଥିଲା। ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ସମସ୍ତେ। ମିିଳିଥିବା ସୂଚନା ଅନୁସାରେ,…

ପାଠ ପଢ଼ାଇଲେ କ୍ରୀଡ଼ା ମନ୍ତ୍ରୀ

ଦାରିଙ୍ଗବାଡି : ମୁଖ୍ୟମନ୍ତ୍ରୀଙ୍କ ୫ଟି କୁ ଗୁରୁତ୍ବ ଦେବା ସହ ବର୍ତ୍ତମାନ ମନ୍ତ୍ରୀମାନେ ବେଶ୍ ସକ୍ରିୟ ହୋଇଯାଇଛନ୍ତି ଏବଂ ତୃଣମୂଳ ସ୍ତରକୁ ଯାଇ ସ୍ଥିତିର ସମୀକ୍ଷା କରୁଛନ୍ତି। ଗତକାଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଚାନକ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ବାଳିକା…

ଅଟୋ-ବୋଲେରୋ ଧକ୍କା, ୧୦ ଗୁରୁତର

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗଡ଼ଦୁଆ ଘାଟି ନିକଟରେ ମଙ୍ଗଳବାର ଏକ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ଜଣ ଗୁରୁତ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତାଜୁଙ୍ଗିଆ ଅଞ୍ଚଳର ଏକ ଯାତ୍ରୀ…

ଶିକାର କରିବାକୁ ଯାଇ ଶିକାରୀ ମୃତ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶିକାର କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟ ଘଟିଛି। ମୃତ ଯୁବକଜଣକ ହେଉଛନ୍ତି ବି.ଡକେବାଡ଼ି ଗ୍ରାମର କ୍ରୀଷ୍ଣା ନାୟକ। ମିଳିଥିବା ସୂଚନା ଅନୁସାରେ ଶନିବାର ବି.ଡକେବାଡ଼ି ଗ୍ରାମର ୪ ରୁ ୫ ଜଣ…