Odisha Link
Bridging the Missing Links in Odisha
Browsing Tag

DEAD BODY

ଆଜି ସହିଦ ଯବାନ ସରୋଜଙ୍କ ପାର୍ଥିବ ଶରୀର…

ଓଏଲ୍‌ ବ୍ୟୁରୋ: ଆଜି ଜନ୍ମମାଟିରେ ପହଁଞ୍ଚିବ ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର। ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯିବ। ତା’ପରେ ତାଙ୍କ ଜନ୍ମଭୂମି କାମାକ୍ଷାନଗରର କେନ୍ଦୁଢିପକୁ ଅଣାଯିବ। ସେଠାରୁ ସହିଦଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରରେ…

ବାହାନଗା ରେଳ ଦୁର୍ଘଟଣାକୁ ପୂରିବ ୨ ମାସ;…

ଓଏଲ୍‌ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାକୁ ଆସନ୍ତାକାଲି ଦୁଇ ମାସ ପୂରିବ। ହେଲେ ଆଜି ପର୍ଯ୍ୟନ୍ତ ଆହୁରି ୨୯ଟି ମୃତଦେହର ପରିଚୟ ଜଣାପଡ଼ି ନାହିଁ। ସମସ୍ତ ମୃତଦେହକୁ ଗୋଟିଏ କଣ୍ଟେନରରେ ସଂରକ୍ଷଣ କରି ଏମ୍ସ ପରିସରରେ ରଖାଯାଇଛି। ଭୁବନେଶ୍ୱର ଏମ୍ସର ସୂଚନା…

ମହିଳାଙ୍କ ମୃତ ଦେହ ଉଦ୍ଧାର , ମୃତ୍ୟୁର…

ଓଏଲ ବ୍ୟୁରୋ: ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଜମନକିରା ଥାନା ସାନଲଙ୍ଗାବାହାଲ ଗ୍ରାମରୁ ମିଳିଛି ମହିଳାଙ୍କ ମୃତଦେହ। ମହିଳାଙ୍କ ହତ୍ୟା ଖବରକୁ ନେଇ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ। ମହିଳାଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଥିବାର ସୂଚନା…

ଯୌନ ପିଶାଚ ତାଲିବାନୀ, ଶବ ସହ ରଖୁଛନ୍ତି…

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସନ। ଦେଶବ୍ୟାପୀ ଲୋକମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ରାଜଧାନୀ ସହର କାବୁଲରେ ଏବେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି ଜନତା। ଏପରିକି ଲୋକେ ଦେଶ ଛାଡ଼ି ଯାଉଥିବାରୁ ଦେଖିବାକୁ ମିଳିଛି। ଏଥିସହିତ ରାକ୍ଷାସ ପାଲଟି ଯାଇଛନ୍ତି ତାଲିବାନ ଆତଙ୍କବାଦୀ। ରକ୍ତର…

ଟ୍ରେନରେ ଚାଲିଗଲା ସୁରତ ଫେରନ୍ତାଙ୍କ…

ଖଲ୍ଲିକୋଟ: ପୁଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ସଂକ୍ରମଣକୁ ରୋକିବା ଲାଗି ନାଇଟ କର୍ଫ୍ୟୁ ଓ ସଟଡାଉନ୍ ଭଳି କଟକଣା ଲାଗୁ କରାଯାଇଛି । ଏଭଳି ପରିସ୍ଥିତିରେ ଘର ଛାଡ଼ି ବାହାରେ ରହୁଥିବା ବ୍ୟକ୍ତିବିଶେଷ ତଥା ପ୍ରବାସୀ ମାନେ ଏବେ ଘର ମୁହାଁ ହୋଇଛନ୍ତି। ଏମିତି ଜଣେ ବ୍ୟକ୍ତି…

ମାଟି ଅତଡ଼ା ଧସି ୩ ମହିଳା ମୃତ

କେରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ ପୋଡ଼ାଗୁଡ଼ାରେ ଅଭାବନୀୟ ଘଟଣା ଘଟିଛି। ଚୂନମାଟି ଆଣିବାକୁ ଯାଇଥିବା ବେଳେ ଅତଡା ଖସି ୩ ଜଣ ମହିଳାଙ୍କୁ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମହିଳାଙ୍କୁ ତୁରନ୍ତ ପଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ…

ସ୍ୱେରେଜ କାମକଲା ବେଳେ ଚାଲିଗଲା ଦୁଇ…

କଟକ: କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ କାମବେଳେ ଆଜି ଏକ ବଡ଼ ଅଘଟଣ ଘଟିଛି। ସ୍ୱେରେଜ କାମବେଳେ ୨ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୧୧.୩୦ରେ ଉକ୍ତ ସ୍ୱେରେଜ କାମ ଚାଲିଥିବାବେଳେ ପ୍ରଥମେ ଜଣେ ଶ୍ରମିକ ଏକ ଖାଲ ମଧ୍ୟ ପଶିଥିଲେ। ସେଠାରେ ସେ ଫସିଯାଇଥିବା…

ସ୍ତ୍ରୀର ଲୁହା ରଡ୍‌ ମାଡ଼ରେ ଚାଲିଗଲା…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଶୁଖା ମହାଦେବ ଡୁଙ୍ଗରିପଡ଼ା ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅଵସ୍ଥାରେ ସ୍ବାମୀଙ୍କ ମୁଣ୍ଡକୁ ଲୁହା ପାଇପରେ ପିଟିପିଟି ହତ୍ୟା କରିଛି ସ୍ତ୍ରୀ। ଏହାପରେ ସେ ରାତିରେ ହିଁ ଥାନାକୁ ଯାଇ ଆତ୍ମସମର୍ପଣ କରିଛି। ନିହତ ସ୍ବାମୀ ହେଲେ…

ହସ୍ପିଟାଲ ଯିବେ କହି ଘରୁ ଆସିଥିଲେ…

ଢେଙ୍କାନାଳ: ଘରେ ହସ୍ପିଟାଲ ଯିବେ କହି ବାହାରିଥିଲେ କଲେଜ ଛାତ୍ରୀ। ତାପରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଆଉ ଏବେ ମିଳିଛି ମୃତଦେହ। ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳର ନିଖୋଜ ଥିବା ନାବାଳିକା କଲେଜ ଛାତ୍ରୀଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲାରୁ ଉଦ୍ଧାର ହୋଇଛି। ଅପରପକ୍ଷେ ସଦର ଥାନା ପୁଲିସ ଜଣଙ୍କୁ…

ଚୌକିରେ ବସିଥିବା ଅବସ୍ଥାରେ କ୍ୟାସିୟରଙ୍କ…

କେନ୍ଦୁଝର : କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରୁ କ୍ୟାସିୟରଙ୍କ ମୃତଦେହ ଉଦ୍ଧାର। ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ମାଧପୁର ସ୍ଥିତ କୃଷି କାର୍ଯ୍ୟାଳୟରେ ଘଟିଛି। ସେ ଏକ ଚୌକିରେ ବସିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…