Odisha Link
Bridging the Missing Links in Odisha
Browsing Tag

Dead

ପାଟଣାଗଡ଼ ବିସ୍ଫୋରଣ ଘଟଣା: ମୃତ୍ୟୁ…

ଓଏଲ୍ ବ୍ୟୁରୋ: ବେଲପଡ଼ା ଥାନା କାନୁଟ ଗାଁରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଗ୍ୟାସ ପାଇପରେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗତ ୧୨ରେ ଜଣେ ଓ ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ରାଉରକେଲା ଘରୋଇ ମେଡିକାଲରେ…

ନେପାଳ ଭୂକମ୍ପ: ଗଲାଣି ୧୨୮ ଜୀବନ; ୧୦୦ରୁ…

ଓଏଲ୍‌ ବ୍ୟୁରୋ: ରାତି ଅଧରେ ଥରିଲା ଭାରତର ପଡ଼ୋଶୀ ଦେଶ ନେପାଳ। ଶୁକ୍ରବାର ମଧ୍ୟରାତ୍ରରେ ବଡ଼ ଧରଣର ଭୂକମ୍ପ ଝଟକା। ଯାହାଫଳରେ ଏପର୍ଯ୍ୟନ୍ତ ୧୨୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଶହେରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ି ପାରେ ବୋଲି ଅନୁମାନ କରାଯାଉଛି। ଗତକାଲି…

ଆମେରିକାରେ ପୁଣିଥରେ ଆଖିବୁଜା ଗୁଳି…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ଆମେରିକା। ପୁଣିଥରେ ଆଖିବୁଜା ଗୁଳି ଚାଳନା ଦେଖିବାକୁ ମିଳିଛି ଆମେରିକାରେ। ଜଣେ ଯୁବକଙ୍କ ଅତର୍କିତ ଗୁଳିମାଡ଼ରେ ଲେବିଷ୍ଟନରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତକଙ୍କୁ ମଧ୍ୟରେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ…

ଚଳନ୍ତା ଟ୍ରେନରେ ଗୁଳିମାଡ଼; ବନ୍ଧା ହେଲେ…

ଓଏଲ୍‌ ବ୍ୟୁରୋ: ଜୟପୁର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ। ଚଳନ୍ତା ଟ୍ରେନ୍‌ରେ ଜଣେ କାର୍ଯ୍ୟରତ ଆରପିଏଫ୍‌ ପୁଲିସ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଯାହାଫଳରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ଜୀବନ ଚାଲିଯାଇଛି। ଆଜି ଭୋର ପ୍ରାୟ ସାଢ଼େ ୫ଟା ସମୟରେ ଏଭଳି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍‌…

ଘରୋଇ ଶିକ୍ଷାନୁଷ୍ଠାନରୁ ଛାତ୍ରଙ୍କ…

ଓଏଲ୍ ବ୍ୟୁରୋ : ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଶିକ୍ଷାନୁଷ୍ଠାନ ଛାତ୍ରାବାସରୁ ଉଦ୍ଧାର ହୋଇଥିବା ଜଣା ପଡିଛି। ପୁଲିସ ମୃତ ଛାତ୍ରର ମରଶରୀର ଉଦ୍ଧାର କରିଛି। ଖବର ଅନୁସାରେ, ଘରୋଇ ଶିକ୍ଷାନୁଷ୍ଠାନରୁ ଝୁଲନ୍ତା…

ଚଢ଼ିଗଲା ଧାନକଟା ମେସିନ, ଚାଲିଗଲା…

ଓଏଲ୍‌ ବ୍ୟୁରୋ : ଧାନ ବିଲରେ ଚାଲିଗଲା ଜୀବନ। ଧାନକଟା ମେସିନ ଚଢ଼ିଯିବାରୁ ୮ବର୍ଷର ବାଳକର ମୃତ୍ୟୁ ଘଟିଥିବା ଜଣା ପଡିଛି। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଥିବାବେଳେ ମୃତ ବାଳକ ଜଣଙ୍କ ପଟ୍ଟାମୁଣ୍ଡାଇର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁ ମଳିକ। ଗତକାଲି ସନ୍ନ୍ୟାସୀ ନିଜ ବିଲରେ ଧାନ…

ସିକିମରେ ସଡକ ଦୁର୍ଘଟଣା, ୧୬ ଯବାନ ସହିଦ

ଓଏଲ୍‌ ବ୍ୟୁରୋ : ସିକିମରେ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ୧୬ଯବାନ ସହିଦ ହୋଇଥିବା ଜଣା ପଡିଛି। ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ୧୬ଯବାନ ସହିଦ ହୋଇଥିବା ଜଣା ପଡିଛି। ଘଟଣାଟି ଭାରତ-ଚୀନ ସୀମାରେ ହୋଇଥିବାବେଳେ ସେନାର ଗାଡି…

ପାଣିରେ ବୁଡି ୩ ନାବାଳକ ମୃତ

ଓଏଲ୍‌ ବ୍ୟୁରୋ : ପୋଖରୀରେ ବୁଡି ଗାଧୋଇବା ହେଲା କାଳ। ପାଣିରେ ବୁଡି ଚାଲିଗଲା ୩ ନାବାଳକଙ୍କ ଜୀବନ। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସାତଭାୟାରେ ଘଟିଥିବା ସୂଚନା ମିଳିଛି। ଆଜି ପାଖାପାଖି ମଧ୍ୟାହ୍ନ ୧ଟା ବେଳେ କିଛି ପିଲା ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ସେମାନଙ୍କ ମଧ୍ୟରୁ…

ପରଲୋକରେ ସେୟାର ମାର୍କେଟର ବିଗ୍‌ବୁଲ୍‌

ଓଏଲ୍‌ ବ୍ୟୁରୋ: ପରଲୋକରେ ସେୟାର ମାର୍କେଟର ବିଗ୍‌ବୁଲ୍‌ ଭାବେ ପରିଚିତ ରାକେଶ ଝୁନଝୁନୱାଲା। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ୬୨ ବର୍ଷ ବୟସରେ ସେୟାର ମାର୍କେଟ କିଙ୍ଗ୍‌ ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି…

ଟିଏମସି ନେତାଙ୍କୁ ରାସ୍ତାରେ ଗୁଳି କରି…

କୋଲକାତା: ଟିଏମସି ନେତାଙ୍କୁ ବିଚ ରାସ୍ତାରେ ଗୁଳି କରି ହତ୍ୟା। ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ବିବାଦ ଚାଲିଥିବା ଟିଏମସି ନେତା। ଉତ୍ତର ୨୪ ପାରଗନା ଜିଲ୍ଲାରେ ଶାସକ ଦଳର ଜଣେ ନେତାଙ୍କୁ ହତ୍ୟା କରାଯାଇଛି। ହତ୍ୟା ପଛରେ ବିରୋଧୀ ବିଜେପି ବୋଲି ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ୫…