Odisha Link
Bridging the Missing Links in Odisha
Browsing Tag

Deadbody Found

ଜଙ୍ଗଲରୁ ଉଦ୍ଧାର ହେଲା ଦୁଇ ଜଣଙ୍କ…

ଓଏଲ୍‌ ବ୍ୟୁରୋ : ଆଠଗଡ଼ ବଣିଆବନ୍ଧ ଜଙ୍ଗଲରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲରୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ମୃତକଙ୍କ ପରିଚୟ ମିଳିନଥିବା କୁହାଯାଉଛି। ମୃତ ଶରୀର ମିଳିଥିବା ଘଟଣା ସ୍ଥଳରେ…

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଯୁବକ ଓ…

ଓଏଲ୍‌ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ମଇଦଲପୁରରେ ଘଟିଥିବା ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରେମ ସପ୍ତାହ ସରୁ ସରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଉଛନ୍ତି ଭାଲୁଝର ଗାଁର ଓ ଯୁବକ ପାଖ ନିଳାଦ୍ରୀଗୁଡ଼ା ଗାଁର ବାସିନ୍ଦା। ସୂଚନା ଅନୁସାରେ, ମଇଦଲପୁର…

ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୩…

ଓଏଲ୍‌ ବ୍ୟୁରୋ : କୋରାପୁଟ ଜିଲ୍ଲା ତୋୟାପୁଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ବନ୍ଦ ଘରୁ ଉଦ୍ଧାର କରାଯାଇଛି। ଲକ୍ଷ୍ମୀପୁର ଥାନା ପୁଲିସ ଘଟଣାର ତଦନ୍ତ ଜାରି କରିଥିବା ଜଣା ପଡିଛି। କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଏବଂ ଏହା ହତ୍ୟା ନା…

କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଏଲ୍‌ ବ୍ୟୁରୋ: ସରକାରୀ ବାସଭବନରୁ କନେଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହେଵା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ଦେବରାଜ ନାଏକ। କନେଷ୍ଟବଳ ଦେବରାଜ ନାଏକଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଗ୍ରାମରେ…

ନାଳରୁ ମିଳିଲା ମୃତଶରୀର

ଓଏଲ୍ ବ୍ୟୁରୋ : ସାମ୍ନାକୁ ଆସିଲା ବ୍ୟାଙ୍କ କର୍ମଚାରୀଙ୍କ ମୃତ ଖବର। ମନମୁଣ୍ଡା ବାଇପାସର ଏକ ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ମୃତକ ବ୍ୟାଙ୍କ କର୍ମଚାରୀ ଜଣକ ହେଉଛନ୍ତି ଦେଉଳି ଗ୍ରାମର ଚିତ୍ତରଞ୍ଜନ ନାଏକ। ମୃତ ବ୍ୟାଙ୍କ କର୍ମଚାରୀ ଚିତ୍ତରଞ୍ଜନ ସୋନପୁର ୟୁନିୟନ ବ୍ୟାଙ୍କର କର୍ମଚାରୀ…

ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ବ୍ରହ୍ମପୁର: ଗଞ୍ଜାମ ବଡ଼ ବଜାର ଥାନା ଅଞ୍ଚଳରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ। ଆଜି ସକାଳେ ଆସିକା-ବ୍ରହ୍ମପୁର ମୁଖ୍ୟରାସ୍ତାର ଫାଷ୍ଟ୍ ଗେଟ୍ ନିକଟସ୍ଥ ଶ୍ରୀକ୍ଷେତ୍ର ବିହାର ପାଖ ରାସ୍ତା କଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଛି। ମୃତକଙ୍କ ମୁହଁ ସମ୍ପୂର୍ଣ୍ଣ ନଷ୍ଟ…

ମାଛଧରା ବନ୍ଦରରେ ମତ୍ସ୍ୟଜୀବୀଙ୍କ ମୄତଦେହ…

ପାରାଦୀପ: ପାରାଦୀପ ମାଛଧରା ବନ୍ଦରରେ ଜଣେ ମତ୍ସ୍ୟଜୀବୀଙ୍କ ମୄତଦେହ ଉଦ୍ଧାର ହୋଇଛି। ମୄତକର ପରିଚୟ ଉପେନ୍ଦ୍ର ପରିଡ଼ା। ଘର ଭଦ୍ରକ ଅଞ୍ଚଳର ଚାରିବୁର୍ତି ବୋଲି ଜଣାପଡିଛି। ଉପେନ୍ଦ୍ର ଗତ ୧ ତାରିଖ ଦିନ ଘରକୁ ଫୋନକରି କଥା ହୋଇଥିବା ବେଳେ ତା’ପର ଦିନ ଅର୍ଥାତ୨ ତାରିଖ ଦିନ ଉପେନ୍ଦ୍ର କାମ କରୁଥିବା କାଳିଆ…