Odisha Link
Bridging the Missing Links in Odisha
Browsing Tag

December

ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ

ଓଏଲ୍‌ ବ୍ୟୁରୋ: ଡିସେମ୍ବର ୭ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଚଳିତ ଥର ଶୀତ ଅଧିବେଶନ ମୋଟ ୨୩ ଦିନ ଧରି ଚାଲିବ। ଏହା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ସେ ଟ୍ବିଟ୍‌ କରି କହିଛନ୍ତି ଯେ, ୨୦୨୨ର ସଂସଦୀୟ…

ଜିଏସ୍‌ଟି ଆଦାୟରେ ରେକର୍ଡ

ନୂଆଦିଲ୍ଲୀ: ଜିଏସ୍‌ଟି ଆଦାୟରେ ରେକର୍ଡ। ୨୦୨୦ ଡିସେମ୍ବରରେ ରାଜ୍ୟରେ ମୋଟ ଜିଏସ୍‌ଟି (କେନ୍ଦ୍ରୀୟ ଜିଏସଟି, ରାଜ୍ୟ ଜିଏସଟି, ସମନ୍ବିତ ଜିଏସଟି ଓ ଅତିରିକ୍ତ ଟିକସ) ଆଦାୟରେ ୨୦.୦୧ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୯ ଡିସେମ୍ବରରେ ରାଜ୍ୟରେ ୨୩୮୩.୨୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିବା‌ ବେଳେ…

ଡିସେମ୍ବର ମାସରେ ୧୪ ଦିନ ପାଇଁ ବନ୍ଦ…

ନୂଆଦିଲ୍ଲୀ: ସାଧାରଣତଃ ବ୍ୟାଙ୍କଗୁଡିକ ପ୍ରତ୍ୟେକ ମାସର ରବିବାର ଓ ଦ୍ୱିତୀୟ ଶନିବାରରେ ବନ୍ଦ ରହିଥାଏ। ଏହା ବ୍ୟତୀତ କୌଣସି ପର୍ବପର୍ବାଣୀ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ କରାଯାଏ। ମାତ୍ର ଡିସେମ୍ବର ମାସରେ ବ୍ୟାଙ୍କ୍‌ ୧୪ ଦିନ ବନ୍ଦ ରହିବ। ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କିଛି…

ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି…

ଭୁବନେଶ୍ବର: ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡଲାଇନ୍‌ ଅନୁଯାୟୀ ଡିସେମ୍ବର ପହିଲାରୁ ସମସ୍ତ ସରକାରୀ ଅଫିସରେ ୭୫ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ପ୍ରତି ଶନିବାର ଓ ରବିବାର ଦିନ ବନ୍ଦ ରହିବ ସରକାରୀ ଅଫିସ୍‌। ଏସଆରସି- ଓଏସ୍‌ଡିଏମ୍‌ଏ ଅଫିସ୍‌ରେ ୧୦୦…

ବିଦେଶକୁ ଯାତ୍ରୀ ବିମାନ ଚଳାଚଳ ବାତିଲ୍

ନୂଆଦିଲ୍ଲୀ: ବଦଳିଲା ଡିସେମ୍ବର ଗାଇଡଲାଇନ। କରୋନା ମହମାରୀ ପାଇଁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡିସେମ୍ବର ମାସ ପାଇଁ ଜାରି କରିଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଦେଇଥିବା ଅନୁମତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି।…

ଡିସେମ୍ବର ପାଇଁ କରୋନା ଗାଇଡ୍‌ଲାଇନ୍:…

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡିସେମ୍ବର ମାସ ପାଇଁ ଜାରି କରିଛନ୍ତି କରୋନା ଗାଇଡ୍‌ଲାଇନ୍। ଗାଇଡ୍‌ଲାଇନ୍‌ରେ ପୂର୍ବପରି କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି ରହିବ। ଯେଉଁ ଅଞ୍ଚଳରେ କଟକଣା ଜାରି ରହିଛି ସେଠାରେ କଡାକଡି ନିୟମ ପାଳନ କରାଯିବ। ଏହି କଟକଣା ଡିସେମ୍ବର ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ…

ଡିସେମ୍ବରରୁ ନୂଆ ସଂସଦ ଭବନ ନିର୍ମାଣ…

ନୂଆଦିଲ୍ଲୀ: ଡିସେମ୍ବରରୁ ଆରମ୍ଭ ହେବ ନୂଆ ସଂସଦ ଭବନ କାର୍ଯ୍ୟ। ନିର୍ମାଣ କାର୍ଯ୍ୟ ୨୦୨୨ ଅକ୍ଟୋବର ସୁଦ୍ଧା ଶେଷ ହେବ ବେଲିଆକଳନ କରାଯାଇଛି।ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ପ୍ରସ୍ତୁତିକୁ ନେଇ ଆଜି ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ନୂତନ ସଂସଦ ଭବନ ପାଇଁ ନିର୍ମାଣ କାର୍ଯ୍ୟ…