Odisha Link
Bridging the Missing Links in Odisha
Browsing Tag

Dgp

ନୂଆବର୍ଷରୁ ଅରୁଣ ଷଡ଼ଙ୍ଗୀ ପୁଲିସ ଡିଜି,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପୁଲିସ ଡିଜି ସୁନୀଲ ବଂଶଲଙ୍କର ସରବୁ କାର୍ଯ୍ୟକାଳ। ତାଙ୍କ ସ୍ଥାନରେ ସରକାର କାହାକୁ ନିଯୁକ୍ତ କରିନାହାନ୍ତି। ତାବଦଳରେ ଅରୁଣ ଷଡଙ୍ଗୀଙ୍କୁ ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକର। ନୂଆ ଡିଜିପି ନିଯୁକ୍ତ ହେବା ଯାଏ ସେ ଏହି ପଦର ଦାୟିତ୍ୱରେ…

ଓଡ଼ିଆ ପୁଅ ରଶ୍ମିରଞ୍ଜନ ଜମ୍ମୁକଶ୍ମୀରର…

ଓଏଲ୍‌ ବ୍ୟୁରୋ: ଭାରତ ସରକାର ପୁଣିଥରେ ଓଡ଼ିଆ ପୁଅଙ୍କୁ ଦେଲେ ଗୁରୁ ଦାୟିତ୍ବ। ୧୯୯୧ କ୍ୟାଡରର ଆଇପିଏସ୍‌ ଅଧିକାରୀ ତଥା ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ବାଇଁଙ୍କୁ ଜମ୍ମୁ କଶ୍ମୀରର ନୂତନ ପୁଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ଜମ୍ମୁ-କଶ୍ମୀର ସିଆଇଡିର ସ୍ୱତନ୍ତ୍ର ଡିଜି ଭାବେ କାମ କରୁଥିବା…

ମହାବାହୁଙ୍କ ଦର୍ଶନ କଲେ ଓଡ଼ିଶା ପୁଲିସର…

ପୁରୀ: ଜଗା ଦୁଆରେ ଓଡ଼ିଶା ପୁଲିସର ନୂତନ କ୍ୟାପଟେନ୍। ଓଡ଼ିଶା ପୁଲିସର ମହାନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ବ ଗ୍ରହଣ କରିଥିବା ଆଇପିଏସ୍‌ ସୁନୀଲ ବଂଶଲ ଆଜି ମହାବାହୁଙ୍କ ଦର୍ଶନ କରିଛନ୍ତି। ଡିଜିପି ଭାବେ ଦାୟିତ୍ବ ନେବା ପରେ ଏହା ହେଉଛି ଶ୍ରୀ ବଂଶଲଙ୍କ ପ୍ରଥମ ପୁରୀ ଗସ୍ତ। ଆଜି ସକାଳେ ଶ୍ରୀମନ୍ଦିର ଯାଇ…

ସୁରକ୍ଷା ବ୍ୟବସ୍ଥା ନେଇ ଡିଜିଙ୍କ…

ପୁରୀ: ରଥଯାତ୍ରା ନେଇ ପୋଲିସ ଡିଜିଙ୍କ ସୁରକ୍ଷା ସମୀକ୍ଷା। ପୁରୀ ଗସ୍ତରେ ଯାଇ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। ରଥଯାତ୍ରା ବେଳେ କରୋନା ନିୟମ ମାନିବାକୁ ଆହ୍ୱାନ କଲେ ଡିଜିପି। ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଇଛନ୍ତି। ଗତବର୍ଷ…

କରୋନା କବଳରେ ମାଓବାଦୀ, ସଂକ୍ରମିତଙ୍କୁ…

ଭୁବନେଶ୍ୱର: କାୟା ମେଲାଇ ଚାଲିଛି ମହାମାରୀ କରୋନ। କରୋନା କବଳରେ ମାଓ ଶିବିର। କରୋନାରେ ଆକ୍ରାନ୍ତ ହୋଇ କିଛି ମାଓବାଦୀଙ୍କ ମୃତୁ୍ୟ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମିତ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଡିଜିପି ଅଭୟ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲା ସୀମା ମୋଟୁରେ ମାଓ…

କରୋନା: ସ୍ୱତନ୍ତ୍ର ଡ୍ରାଇଭ୍ ପାଇଁ…

ଭୁବନେଶ୍ୱର: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ରାଜ୍ୟରେ ଦିନକୁ ଦିନ କରୋନାର ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ଆଜି ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ସ୍ତରକୁ ଛୁଇଁଛି। କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ସ୍ୱତନ୍ତ୍ର ଡ୍ରାଇଭ୍ ପାଇଁ ଡିଜିପିଙ୍କୁ…

କାଶ୍ମୀର ଘାଟିରେ ସକ୍ରିୟ ଅଛନ୍ତି ଶତାଧିକ…

ଶ୍ରୀନଗର: କାଶ୍ମୀର ଘାଟିରେ ବର୍ତ୍ତମାନ ପ୍ରାୟ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଏଥିସହ ସୀମା ଆରପଟେ ଥିବା ଲଞ୍ଚ୍ ପ୍ୟାଡରେ ପ୍ରାୟ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ବୋଲି ଜମ୍ମୁ ଓ କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ୍ ସିଂ କହିଛନ୍ତି। ସେ କହିଛନ୍ତି ଯେ, ଭାରତରେ…

ସ୍କୁଲ ପିଲାଙ୍କୁ ମିସ୍‌ କରୁଛୁ: ଡିଜିପି

ଭୁବନେଶ୍ବର: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଭାଗ ନେବେ ୧୪ କଣ୍ଟିଜେଣ୍ଟ । ଏନେଇ ପରେଡ଼୍‌ ଶେଷ ରିହରସଲ ଦେଖିବା ପରେ ସୂଚନା ଦେଲେ ଡିଜିପି। ଏହା ସହିତ ଡିଜିପି କହିଛନ୍ତି ଯେ, ଏଥର ପରେଡ଼ରେ ଆମେ ସ୍କୁଲ ପିଲାମାନଙ୍କୁ ମିସ୍‌ କରିବୁ। ସୁରକ୍ଷା ଦୃଷ୍ଟିରୁ ପିଲାମାନଙ୍କୁ ଅନୁମତି ନ ଥିଲେ ବି ଆମ ସହ…

ଏନ୍ଏଚ୍ଆରସି ଗାଇଡଲାଇନ ଅନୁଯାୟୀ ତଦନ୍ତ…

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଲିସ ଡିଜି ଅଭୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଡିଜିପି କହିଛନ୍ତି ଯେ, ଏଭଳି ମୃତ୍ୟୁ ହେଲେ ତଦନ୍ତ ନେଇ ଏନ୍ଏଚ୍ଆରସିଙ୍କ ଗାଇଡଲାଇନ ଅଛି। ଏକ ଡାକ୍ତରୀ ଦଳ ପୋଷ୍ଟମର୍ଟମ କରୁଛନ୍ତି। ଏହାର ଭିଡିଓଗ୍ରାଫି ମଧ୍ୟ…

ହାଇକୋର୍ଟରେ ହାଜର ହେଲେ ଡିଜିପି

କଟକ: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଏବେ ନୂଆ ମୋଡ଼ ନେଇଛି। ଆଜି ହାଇକୋର୍ଟରେ ହାଜର ହୋଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଏନେଇ ଭିଡିଓ କନଫରେନ୍‌ସିଂ ଜରିଆରେ ହାଜର ହେଲେ ଡିଜିପି। ଏହା ସହିତ ଡିଜିପିଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ମୁଦା ଲଫାପାରେ ତଦନ୍ତ…