Odisha Link
Bridging the Missing Links in Odisha
Browsing Tag

Dharmagarh

ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଧର୍ମଗଡ : ଆଜି ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଜାତୀୟ ରାଜପଥ ୨୬କୁ ଚାଷୀମାନେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ବିଜେପି କୃଷକ ମୋର୍ଚ୍ଚା ନେତା ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ସହ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ଯିବା…

ମଣ୍ଡି ବନ୍ଦ ଯୋଗୁଁ ଧାନ ବିକି ପାରିଲେନି…

ଧର୍ମଗଡ଼ : ସରକାରୀ ମଣ୍ଡି ବନ୍ଦ ହୋଇ ଯିବାରୁ ଧାନ ବିକ୍ରୟ କରି ପାରି ନ ଥିବା ଚାଷୀମାନେ ସୋମବାର ସକାଳୁ ଧର୍ମଗଡ଼ର ଚାରିଛକ ଠାରେ ଧାନବସ୍ତା ଥୋଇ ରାଜପଥ ଅବରୋଧ କରିଛନ୍ତି । ଆଖପାଖ ଅଞ୍ଚଳରୁ ୨୦୦ ସରିକି ଚାଷୀ ଧର୍ମଗଡ଼-ଭବାନୀପାଟଣା ରାସ୍ତାର ଚାରିଛକରେ ପ୍ରାୟ ୧୫ ହଜାର ଧାନବସ୍ତା ଜମା କରି ସକାଳ ପ୍ରାୟ…