Odisha Link
Bridging the Missing Links in Odisha
Browsing Tag

Dharmendra Pradhan

ଓଡ଼ିଶାରୁ ଲଢ଼ିବା ଲାଗି BJPକୁ ସୁଯୋଗ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ରାଜନୀତିରେ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିବ ବଢ଼ ଲଢ଼େଇ। କାରଣ ୨୦୧୯ ନିର୍ବାଚନରେ ଦୂରେଇ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର। ଖାସ୍ କରି…

ମହିଳା ସଂରକ୍ଷଣ ବିଲ୍: ୨୦୨୬ ପରେ…

ଓଏଲ୍‌ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ଏହି ସମୟ ସାରା ଦେଶରେ ଐତିହାସିକ ମୁହୂର୍ତ୍ତ ପାଲଟିଛି। ଏହି ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଇଛି।ବିଲ୍ ପାରିତ କରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ…

ଆର୍‌ଏସ୍‌ଏସ୍‌ ୩୬୦° ଓଡ଼ିଆ ଅନୁବାଦିତ…

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସମ୍ପର୍କିତ ସବୁଠୁ ପ୍ରସିଦ୍ଧ ପୁସ୍ତକ ‘ଆର୍‌ଏସ୍‌ଏସ୍‌ ୩୬୦°’ର ଓଡ଼ିଆ ଅନୁବାଦ ପୁସ୍ତକ ଭୁବନେଶ୍ବରରେ ଉନ୍ମୋଚିତ ହୋଇଯାଇଛି। ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ…

ଚର୍ଚ୍ଚାରେ ନଟବର ଖୁଣ୍ଟିଆଙ୍କ ଫେସବୁକ…

ଓଏଲ୍‌ ବ୍ୟୁରୋ: ନଟବର ଖୁଣ୍ଟିଆଙ୍କ ଫେସବୁକରେ ଏକ ଲେଖା ପଢିବା ପରେ ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପୁଣି ଥରେ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶଶିକଳା ସିଣ୍ଡ୍ରୋମ ପରେ ପ୍ରତାପରୁଦ୍ର ଦେବଙ୍କ ପରବର୍ତ୍ତୀ ଶାସନ ବ୍ୟବସ୍ଥା ସହିତ ରାଜ୍ୟର ବର୍ତମାନର ସ୍ଥିତିକୁ ତୁଳନା କରିଛନ୍ତି ଓ…

ଗ୍ୟାସ ଦର ଆହୁରି କମିବାର ଥିଲା: ବିଜେଡି

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର ଗ୍ୟାସ ଦର କମାଇଛନ୍ତି। ଆଜିଠୁ ସିଲିଣ୍ଡର ପିଛା ଗ୍ୟାସ ଦର ଦୁଇ ଶହ ଟଙ୍କା କମାଇଛନ୍ତି ସରକାର। ଯାହାକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଗ୍ୟାସ ଦର ଆହୁରି କମିବାର ଥିଲା। ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ…

ସେପ୍ଟେମ୍ବର ୩ରେ ‘ଆର୍‌ଏସ୍‌ଏସ୍‌…

ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସମ୍ପର୍କିତ ସବୁଠୁ ପ୍ରସିଦ୍ଧ ପୁସ୍ତକ 'ଆର୍‌ଏସ୍‌ଏସ୍‌ ୩୬୦°'ର ଓଡ଼ିଆ ଅନୁବାଦ ପୁସ୍ତକ ଭୁବନେଶ୍ବରରେ ଉନ୍ମୋଚିତ ହେବ। ଆସନ୍ତା ସେପ୍ଟେମ୍ବର ୩ ତାରିଖ ରବିବାର ସଂଧ୍ୟା ୫ଟା ସମୟରେ ସ୍ଥାନୀୟ ଜୟଦେବ ଭବନଠାରେ ଏହି ପୁସ୍ତକକୁ ଉନ୍ମୋଚନ କରିବେ କେନ୍ଦ୍ର ଶିକ୍ଷା,…

ନୀତିନ ଗଡ଼କରୀ-ଧର୍ମେନ୍ଦ୍ର ପ୍ରଧାନ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି ।…

ଏଣିକି ସିବିଏସଇ ସ୍କୁଲରେ ଓଡ଼ିଆରେ ପଢ଼ାଯିବ…

ଓଏଲ୍‌ ବ୍ୟୁରୋ: ସିବିଏସଇ ସ୍କୁଲରେ ଓଡିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ା ଯିବ ପାଠ। ଏଣିକି ସିବିଏସଇ ସ୍କୁଲରେ ଓଡ଼ିଆ ଓ ଆଞ୍ଚଳିକ ଭାଷାରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ସିବିଏସଇ ଅନୁବନ୍ଧିତ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ବିକଳ୍ପ ଭାଷା ଭାବରେ ମାତୃଭାଷାରେ ଶିକ୍ଷାଦାନ ଦିଆଯାଇପାରିବ।…

ଧର୍ମେନ୍ଦ୍ର କହିଲେ-ଭକ୍ତଙ୍କ ପାଇଁ ସବୁ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା ପ୍ରସଙ୍ଗକୁ ନେଇ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ଏସବୁ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀମନ୍ଦିର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ହାକିମାତି ନଦେଖାଉ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର…

ଗୌହାଟୀରେ ଧର୍ମେନ୍ଦ୍ରଙ୍କ ବିନା ୨୦୨୪…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ଆଉ ବଦଳୁଛି ବିଜେପିରି ସାଙ୍ଗଠନକି କଳେବର। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଜାତୀୟ ସଙ୍ଗଠନଠୁ ଆରମ୍ଭ କରି ରାଜ୍ୟ ସଙ୍ଗଠନ ଗୁଡ଼ିକୁ ନୂଆ ରୂପ ଦେବାରେ ଲାଗିଛି। ଏଥିପାଇଁ ଦଳ ପକ୍ଷରୁ ହେଉଛି ଜୋରଦାର ପ୍ରସ୍ତୁତି। ଦେଶର ବିଭିନ୍ନ…