Odisha Link
Bridging the Missing Links in Odisha
Browsing Tag

Dibya Shankar Mishra

ରାଜ୍ୟରେ ଅପରାଧିକ ମାମଲା ବଢୁଛି: ଗୃହ…

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଛି। ଗୃହରେ ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଅପରାଧିକ ମାମଲା ବଢୁଛି। ୨୦୧୯-୨୦ ବର୍ଷରେ କେତେ ଅପରାଧିକ…

ସାଂସଦ ଅପରାଜିତାଙ୍କ ବିରୋଧରେ…

ଭୁବନେଶ୍ୱର: ପୁଣି ଥରେ କୋଭିଡ୍ ନିୟମ ଉଲ୍ଲଘଂନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଜନ୍ମଦିନ ପାଳନ ବେଳେ ସାମାଜିକ ଦୂରତ୍ୱର ଉଲ୍ଲଂଘନ କରିଛନ୍ତି ସାଂସଦ। ଏନେଇ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅପରାଜିତାଙ୍କ ଜନ୍ମଦିନ ବେଳର ଭିଡିଓକୁ…

ବିଜୁଳି ଦର ବୃଦ୍ଧି ନେଇ ମୁଲତବି ନୋଟିସ…

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ତୃତୀୟ ଦିନରେ ଗୃହରେ ମୁଲତବି ନୋଟିସ ଆଣିଲେ ବିରୋଧୀ। ବିଜୁଳି ଦର ବୃଦ୍ଧି ନେଇ ମୁଲତବି ନୋଟିସ ଦେଲେ ବିରୋଧୀ ଦଳ। ଆଜି ଗୃହରେ ମୁଲତବି ନୋଟିସ୍‌ର ଉତ୍ତର ରଖିବେ ଶକ୍ତି ମନ୍ତ୍ରୀ ବିଦ୍ୟ ଶଙ୍କର ମିଶ୍ର। କଂଗ୍ରେସ ଓ ବିଜେପି ଉଭୟ ପୃଥକ ପୃଥକ…

ରାଜ୍ୟରେ ବଢ଼ୁଛି ଦୁଷ୍କର୍ମ ମାମଲା,…

ଭୁବନେଶ୍ବର: ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି। ଏସବୁ ସତ୍ତ୍ବେ ରାଜ୍ୟରେ ନାରୀ ନିର୍ଯାତନା ମାମଲା ଦିନକୁ ଦିନ ବଢ଼ି ଚାଲିଛି। ୨୦୧୯ ମସିହାରେ ରାଜ୍ୟରେ ଦୁଷ୍କର୍ମ ମାମଲା ବଢିଛି। ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର…

ପୁଲିସର ଆଚରଣ, ଉଚ୍ଚାରଣ ବଦଳିଛି:…

ଭୁବନେଶ୍ୱର: ମୋ ସରକାର ଓ ୫-ଟି ବେଳେ ପୁଲିସର ଆଚରଣ ଓ ଉଚ୍ଚାରଣ ବଦଳିଛି। ଏହା କହିଛନ୍ତି ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ପିଇଓ ସ୍ମିତାରାଣୀ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି ଯେ, ପୁଲିସ ତତ୍ପରତାର ସହ କାମ କରୁଛି। ଆଇନ ଅନୁଯାୟୀ…

ଦେଶର ସବୁ ରାଜ୍ୟଠାରୁ ଓଡ଼ିଶାରେ କମ୍‌…

ଭୁବନେଶ୍ବର: ବିଗତ ଦୁଇ ଦଶନ୍ଧିଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। କପଡ଼ା ଓ ପୋଷାକ ଶିଳ୍ପ ନିମନ୍ତେ ବହୁ ସଂଖ୍ୟାର କୁଶଳୀ ଦକ୍ଷ ମାନବସଞ୍ଚଳ କାର୍ଯ୍ୟବଳ ଓଡ଼ିଶାରେ ଉପଲବ୍ଧ ବୋଲି ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ ଗୃହ…

ନଗଡାବାସୀଙ୍କୁ ମିଳିବ ରୋଜଗାରର ସୁଯୋଗ:…

ଯାଜପୁର:ଯାଜପୁର ଜିଲ୍ଲା ନଗଡାରେ ଅଧପନ୍ତରିଆ ଅବସ୍ଥାରେ ପଡିଥିବା କାମକୁ ସମ୍ପୁର୍ଣ୍ଣ କରାଯିବ। ନଗଡାବାସୀଙ୍କ ଜୀବନ ଧାରଣ କ୍ଷମତାରେ ସୁଧାର ଆସିବ। ସମସ୍ତ ନଗଡା ବାସୀଙ୍କୁ ଦିଆଯିବ ରୋଜଗାରର ସୁଯୋଗ । ଏଥିସହିତ ମୌଳିକ ସୁବିଧା ସୁଯୋଗକୁ ହାତ ପାହାନ୍ତାରେ ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ସମସ୍ତ…

ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ କାର୍ଯ୍ୟାଳୟ…

ଭୁବନେଶ୍ବର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି କଟକର ଖପୁରିଆସ୍ଥିତ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।…

ଓପିଜିସି ଶ୍ରମିକ ସଂଘ ସହିତ ଆଲୋଚନା କଲେ…

ଭୁବନେଶ୍ୱର : ଓପିଜିସି ଶ୍ରମିକ ସଂଘର କର୍ମ କର୍ତ୍ତାମାନଙ୍କ ସହିତ ଏକ ଆଲୋଚନା ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ବିଧାନସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ତଥା ବ୍ରଜରାଜନଗର ବିଧାୟକ କିଶୋର ଚନ୍ଦ୍ର ମହାନ୍ତି ବୈଠକରେ ଉପସ୍ଥିତ…

ସ୍ମିତାଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ:…

ଭୁବନେଶ୍ବର:ଯାଜପୁର ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିଧାନସଭାରେ ମୁଲତବୀ ନୋଟିସ୍ ଦେଇଛି କଂଗ୍ରେସ। ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଗରୁ ହିଁ ସରକାର ଅଡ଼ୁଆରେ ପଡ଼ିଛନ୍ତି ବିରୋଧୀ। ବାରମ୍ବାର ଅଭିଯୋଗ କରିଛନ୍ତି ଯେ, ଏହା ପଛରେ ବିଜେଡି ନେତାଙ୍କ ହାତ ଅଛି। ବିଶେଷ କରି…