ବଜ୍ରାଘାତରେ ଚାଲିଗଲା ଜଣଙ୍କର ଜୀବନ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗ୍ରାମରେ ଆଜି ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ସୁରେନ ମୁଣ୍ଡାଙ୍କ ପତ୍ନୀ ଜଏମିନି ମୁଣ୍ଡା ବୋଲି ଜଣା ପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଜଏମିନି ବିଲକୁ କାମ କରିବା ପାଇଁ ଯାଇଥିଲେ। ସେଠାରୁ…